ସ୍ଵାମୀଙ୍କ ଆଗରେ ବୁଢୀ ଲାଗନ୍ତି Bollywood ର ଏହି 5 ଜଣ ହିରୋଇନ, 1 ନମ୍ବର ହିରୋଇନ ତ ନିଜ ସ୍ଵାମୀଙ୍କ ଠାରୁ 10 ବର୍ଷ ବଡ

ଯେତେବେଳେ କାହାକୁ ପ୍ରେମ ହୋଇଥାଏ ସେତେବେଳେ ସେ ଜାତି, ଛୋଟ, ବଡ, ଧର୍ମ କିଛି ବି ଦେଖେ ନାହିଁ । ଏହା ସହିତ ନା ହିଁ ସେହି ବ୍ୟକ୍ତିକୁ କିଛି ଫରକ ପଡିଥାଏ କି ସାମ୍ନାରେ ଥିବା ବ୍ୟକ୍ତିର ବୟସ କେତେ । ଏମିତିରେ ଆଜି ଆମେ ଆପଣଙ୍କୁ ଏହି ପୋସ୍ଟରେ ବଲୀଉଡର କିଛି ଏମିତି କିଛି ଅଭିନେତ୍ରୀମାନଙ୍କ ବିଷୟରେ କହିବୁ, ଯେଉଁମାନେ ନିଜ ବୟସ ଠାରୁ କମ ବୟସର ପୁଅକୁ ନିଜର ଜୀବନସାଥି ବାଛିଛନ୍ତି ।

ପ୍ରିୟଙ୍କା ଚୋପଡା

କିଛି ବର୍ଷ ପୂର୍ବେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପଡା ଆମେରିକାର ସିଙ୍ଗର ନିକ ଜୋନସଙ୍କୁ ବିବାହ କରିଥିଲେ ଯାହା ବିଷୟରେ ସମସ୍ତେ ଜାଣିଛନ୍ତି । ଏହି ବିବାହ ୨୦୧୯ର ସବୁଠୁ ଚର୍ଚିତ ବିବାହ ଥିଲା । କହିଦେଉଛୁ କି ନିକ ଜୋନସ ପ୍ରିୟଙ୍କା ଚୋପଡାଙ୍କ ଠାରୁ ୧୦ ବର୍ଷ ଛୋଟ ଅଟନ୍ତି । ଯେଉଁଠି ପ୍ରିୟଙ୍କା ଚୋପଡାଙ୍କ ବୟସ ୩୬ ବର୍ଷ ଅଟେ ସେଠି ନିକ ଜୋନସଙ୍କ ବୟସ ୨୬ ବର୍ଷର ଅଟେ ।

ଅମୃତା ସିଂହ

ସୈଫ ଅଲୀ ଖାନ ବଲୀଉଡର ଛୋଟ ନବାବ ଅଟନ୍ତି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ସୈଫ ଅଲୀ ଖାନ ପ୍ରଥମେ ଅଭିନେତ୍ରୀ ଅମୃତା ସିଂହଙ୍କୁ ବିବାହ କରିଥିଲେ । ସେ ଏହି ବିବାହ ଲୁଚିଛପି କରିଥିଲେ । ତାଙ୍କର ଏହି ବିବାହ ଉପରେ ଘର ଲୋକମାନେ ବହୁତ ରାଗି ଯାଇଥିଲେ କାରଣ ଅମୃତା ସିଂହ ବୟସରେ ସୈଫ ଅଲୀ ଖାନଙ୍କ ଠାରୁ ବହୁତ ବଡ ଥିଲେ । ବିବାହ ସମୟରେ ସୈଫ ଅଲୀ ଖାନ ମାତ୍ର ୨୧ ବର୍ଷର ଥିଲେ ଓ ଅମୃତା ସିଂହ ସୈଫ ଅଲୀ ଖାନଙ୍କ ଠାରୁ ୧୩ ବର୍ଷ ବଡ ଥିଲେ । ଯେତେବେଳେ ଅମୃତା ସୈଫ ଅଲୀ ଖାନଙ୍କୁ ବିବାହ କରିଲେ ସେତେବେଳେ ଅମୃତା ସିଂହ ୩୪ ବର୍ଷର ଥିଲେ । କିନ୍ତୁ ବର୍ତ୍ତମାନ ଦୁଇ ଜଣଙ୍କ ତଲାକ ହୋଇ ଯାଇଛି ।

ଐଶ୍ୱର୍ୟା ରାୟ

ବର୍ଷ ୨୦୦୭ରେ ଅଭିଷେକ ବଚ୍ଚନ ଓ ଐଶ୍ୱର୍ୟା ରାୟ ବିବାହ କରିଥିଲେ । କହିଦେଉଛୁ କି ଐଶ୍ୱର୍ୟା ରାୟ ଅଭିଷେକ ବଚ୍ଚନଙ୍କ ଠାରୁ ବୟସରେ ଦୁଇ ବର୍ଷ ବଡ ଅଟନ୍ତି । ଐଶ୍ୱର୍ୟା ରାୟଙ୍କ ବୟସ ୪୫ ବର୍ଷ ଅଟେ ଯେତେବେଳେ କି ଅଭିଷେକ ବଚ୍ଚନଙ୍କ ବୟସ ୪୩ ବର୍ଷ ଅଟେ । ଏହା ସତ୍ବେ ଦୁଇ ଜଣଙ୍କ ମଧ୍ୟରେ ବହୁତ ଭଲ ବୁଝାମଣା ଅଛି । ଦୁଇ ଜଣ ଏକ ସୁଖମୟ ଜୀବନ ବ୍ୟତୀତ କରୁଛନ୍ତି । ଦୁଇ ଜଣଙ୍କ ବୟସ ମଧ୍ୟରେ ଅଧିକ ପାର୍ଥକ୍ୟ ନାହିଁ ତଥାପି କିଛି ଲୋକମାନେ ସେମାନଙ୍କର ଥଟ୍ଟା କରିଥିଲେ ।

ଅର୍ଚନା ପୂରଣ ସିଂହ

ଅର୍ଚନା ପୂରଣ ସିଂହ ବଲୀଉଡର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ବହୁତ ହିଟ ଫିଲ୍ମରେ ସେ ଭଲ ଅଭିନୟ ବି କରିଛନ୍ତି ଓ ଦର୍ଶକମାନଙ୍କର ଭରପୁର ମନୋରଞ୍ଜନ ବି କରିଛନ୍ତି । କିନ୍ତୁ ଆପଣଙ୍କୁ କହିଦେଉଛୁ କି ଅର୍ଚନା ପୂରଣ ସିଂହ ନିଜ ଠାରୁ ୭ ବର୍ଷ ଛୋଟ ପରମିତ ସେଠୀଙ୍କ ସହ ବିବାହ କରିଛନ୍ତି ।

ନମ୍ରତା ଶିରୋଡକର

ନମ୍ରତା ଶିରୋଡକର ଗୋଟିଏ ସମୟରେ ବଲୀଉଡର ହିଟ ଅଭିନେତ୍ରୀ ଥିଲେ । ମିସ ଇଣ୍ଡିଆ ରହିସାରିଥିବା ନମ୍ରତା ଶିରୋଡକର ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ବିବାହ କରିଛନ୍ତି ଯିଏ ତାଙ୍କ ଠାରୁ ବୟସରେ ୪ ବର୍ଷ ସାନ ଅଟନ୍ତି ।

ତେବେ ଆପଣ ମାନଙ୍କୁ ଏମାନଙ୍କୁ ମଧ୍ୟରୁ କିଏ ଅଧିକ ପସନ୍ଦ ଆମକୁ କମେନ୍ଟ କରନ୍ତୁ ଓ ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ