ମହିଳାମାନେ ନିଜ ରୋଷେଇ ଘରେ ରୁଟି ସେକିବା ପୂର୍ବରୁ ନିଶ୍ଚୟ କରନ୍ତୁ ଏହି 1 କାମ, କାଙ୍ଗାଳ ବି ହେଇଯିବେ ମାଲେମାଲ- Vastu Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସଂସାର ରେ ବାସ୍ତୁ ଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ର କୁ ପ୍ରାୟତଃ ସମସ୍ତେ ବିଶ୍ୱାସ କରିଥାନ୍ତି । ଏଥିରେ ଲେଖା ଯାଇଥିବା ଅଧିକାଂଶ କଥା ସତ୍ୟ ପ୍ରମାଣିତ ମଧ୍ୟ ହୋଇଥାଏ । ତେବେ ଏଥିରେ କିଛି ଏହି ପରି ଲେଖା ଯାଇଥାଏ କି ଯାହାକୁ ପଢିବା ଓ ଜାଣିବା ଦ୍ଵାରା ଲୋକମାନେ ବହୁତ ହୋଇଥାନ୍ତି । ଏହାକୁ ଜାଣିବା ଦ୍ଵାରା ଲୋକ ମାନେ ସର୍ବଦା ସତର୍କ ହୋଇ ରହିଥାନ୍ତି । ନିଜର ଖରାପ ସମୟ ଆସିବା ପୂର୍ବରୁ ସେମାନେ କିଛି ସଂକେତ ପାଇଁ ଯାଇ ଥାଆନ୍ତି ।

ଶାସ୍ତ୍ର ରେ କିଛି ଜିନିଷ କୁ କରିବାକୁ ବାରଣ କରାଯାଇଛି । କିନ୍ତୁ ଆପଣ ଯଦି ଏହାକୁ ନ ମାନି କରି ଚଳନ୍ତି ତେବେ ଆପଣଙ୍କୁ ଭବିଷ୍ୟତରେ ବହୁତ ବଡ଼ ସଙ୍କଟ ଦେଖା ଦେଇଥାଏ । ଭଗବାନ ଶିବ ଶଙ୍କର ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟେକ କଥା ସତ ହୋଇଥାଏ ।

ଯେଉଁ ମାନେ ଏହାକୁ ମାନିକରି ଚାଲିଥାନ୍ତି ସେମାନେ ଭବିଷ୍ୟତରେ ବହୁତ ଖୁସି ରେ ଓ ସୁଖ ଶାନ୍ତି ରେ ଜୀବନ ଅତିବାହିତ କରିଥାନ୍ତି । ବନ୍ଧୁଗଣ ଶାସ୍ତ୍ର ଏପରି କିଛି ରହସ୍ୟମୟ କଥା ଲେଖା ହୋଇଛି ଯେ ଯଦି ଆପଣ ରୋଷେଇ ଘରେ ରୁଟି ସେକିବା ବେଳେ ଏହି କାର୍ଯ୍ୟ ଟି କରିବେ ତେବେ ଆପଣ ଯଦି ଗରିବ ଥିବେ ତେବେ ଶୀଘ୍ର ଧନୀ ହୋଇଯିବେ । ତେବେ ବନ୍ଧୁଗଣ ଆଜି ଆମେ ଏହି ସମ୍ପର୍କରେ ଅନେକ କିଛି କଥା ଆଙଙ୍କୁ ଜଣାଇବାକୁ ଯାଉଛୁ । ତେବେ ବନ୍ଧୁଗଣ ଆସନ୍ତୁ ଆଲୋଚନା କରିବା ଏହି ବିଷୟରେ ।

ବନ୍ଧୁଗଣ ଶାସ୍ତ୍ର ରେ ଲେଖା ଯାଇଛି ଯେ ମା ଲକ୍ଷ୍ମୀ ରୋଷେଇ ଘରେ ବାସ କରିଥାନ୍ତି । ମା ଲକ୍ଷ୍ମୀ ଙ୍କୁ ରୁଟି ର ସୁଗନ୍ଧ ବହୁତ ଭଲ ଲାଗିଥାଏ । କିନ୍ତୁ ଆପଣ ପ୍ରଥମେ ଜାଣି ରଖନ୍ତୁ ଯେ ରୋଷେଇ ଘରକୁ ସବୁବେଳେ ସଫା ରଖିବା ଉଚିତ । କାରଣ ରୋଷେଇ ଘର ସଫା ରଖିବା ଦ୍ୱାରା ଏହା ମଧ୍ୟରେ ଥିବା ସମସ୍ତ ପ୍ରକାର ନକରାତ୍ମକ ଶକ୍ତିର ବିନାଶ ହୋଇଥାଏ । ରୁଟି କରିବା ପାଇଁ ତାୱା ବହୁତ ଆବଶ୍ୟକ ହୋଇଥାଏ । କିନ୍ତୁ ଆପଣ ମାନେ ଜାଣି ରଖନ୍ତୁ କି ଏହି ତାୱା କେତୁ ଙ୍କ ସହିତ ସଂପୃକ୍ତ ଅଟେ ।

ତେବେ ତାୱା ନ ଥିଲେ ତ ରୁଟି କରାଯାଇ ପାରିବ ନାହିଁ । ତେଣୁ ଆପଣଙ୍କୁ ଏଥି ପାଇଁ କିଛି ସତର୍କତା ଅବଲମ୍ବନ କରିବାକୁ ପଡିବ । ଯଦି ଆପଣ କିଣା ଅଟା ଖାଉଛନ୍ତି ତେବେ ଠିକ ଅଛି କିନ୍ତୁ ଯଦି ଆପଣ ଅଟା କୁ ପେଶୀ କରି ଖାଉଛନ୍ତି ତେବେ ଆପଣଙ୍କୁ କିଛି କରିବାକୁ ହେବ । ଆପଣ ପ୍ରଥମେ ଗହମ କୁ ଭଲ ଭାବରେ ଧୋଇ ଏହାକୁ ଖରା ରେ ସୁଖାନ୍ତୁ । ଏହା ପରେ ଗହମ କୁ ଶନି ବାର ଦିନ ହିଁ ପେଶୀବାକୁ ଦିଅନ୍ତୁ । ମନେ ରଖନ୍ତୁ ପେଷିବାକୁ ଦେବା ସମୟରେ ସେଥିରେ କିଛି ବୁଟ ଏବଂ ତୁଳସୀ ପତ୍ର ପକାଇ କରି ଦେବେ ।

ଏହା ଦ୍ବାରା ବୃହସ୍ପତି ଆପଣଙ୍କ ସପକ୍ଷରେ ରହିବେ । ଏହା ପରେ ଯେତେବେଳେ ଏହାକୁ କୌଣସି ଡ଼ବା ରେ ରଖିବେ ସେତେବେଳେ ସେଥିରେ ଅଳ୍ପ କେଶର ମିଶାଇ ଦିଅନ୍ତୁ । ଏହା ଦ୍ବାରା ଆପଣଙ୍କ ଘରେ ସୁଖ ଶାନ୍ତି ବଜାୟ ରହିବ । ବନ୍ଧୁଗଣ ବର୍ତ୍ତମାନ ଆଲୋଚନା କରିବା ରୁଟି ସେକିବା ପୂର୍ବରୁ କଣ କରିବା ଉଚିତ । ପ୍ରଥମେ ଅଟା ଚକଟୁଥିବା ସମୟରେ ଏହାକୁ ବହୁତ ଭଲ ଭାବରେ ଚକଟନ୍ତୁ ଏବଂ ଚକଟିବା ପରେ ଏହାକୁ ଅଧିକ ସମୟ ପାଇଁ ରହିବାକୁ ଦିଅନ୍ତୁ ନାହିଁ ।

ଯଦି ବି ଆପଣ ରଖୁଛନ୍ତି ତେବେ ଏଥିରେ ଆଙ୍ଗୁଠି ର ଚିନ୍ହ ଦେଇକରି ରଖନ୍ତୁ କାରଣ ଗୋଲ ଗୋଲ କରି ରଖିବା ଦ୍ୱାରା ଏହା ପିଣ୍ଡ ହୋଇଯାଇଥାଏ । ଏହା ଦ୍ବାରା ଆପଣଙ୍କ ଘରକୁ ବିଭିନ୍ନ ପ୍ରକାର ଖରାପ ଶକ୍ତି ଆସିଥାନ୍ତି । ଯାହା ଦ୍ୱାରା ଆପଣଙ୍କର ବହୁତ କ୍ଷତି ହୋଇଥାଏ । ତାୱା କୁ ସବୁବେଳେ ସଫା ଓ ସ୍ୱଚ୍ଛ ରଖନ୍ତୁ ଏହାକୁ ଅଧିକ ଦିନ ପର୍ଯ୍ୟନ୍ତ ନ ଧୋଇବା ଦ୍ୱାରା ବହୁତ ଖରାପ ପ୍ରଭାବ ପଡିଥାଏ । ବନ୍ଧୁଗଣ ଏହା ପରେ ଯେତେବେଳେ ଆପଣ ଅଟା ଚକଟୁଛନ୍ତି ସେତେବେଳେ ସେଥିରେ କିଛି ପରିମାଣ ରେ କ୍ଷୀର ମିଶାଇ ଦିଅନ୍ତୁ ।

କାରଣ ଏହା ଦ୍ବାରା ରୁଟି କୁ ସେକିବା ସମୟରେ ବହୁତ ଭଲ ସୁଗନ୍ଧ ବାହାରିଥାଏ ଯାହା ଦ୍ୱାରା ମାତା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୋଇଥାନ୍ତି ଓ ଆପଣଙ୍କୁ ମାଲାମାଲ ବନାଇ ଦେଇଥାନ୍ତି । ତେବେ ବନ୍ଧୁଗଣ ଆପଣ ମଧ୍ୟ ନିଜ ଘରେ ଏପରି କରନ୍ତୁ ଓ ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରନ୍ତୁ । ତେବେ ଆଶା କରୁଛି ଏହା ଆପଣଙ୍କୁ ବହୁତ ଭଲ ଲାଗିଥିବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।