ସ୍ତ୍ରୀ ସ୍ଵାମୀକୁ କହିଲା କି ମୁଁ ଲୁଚି ଯାଉଛି, ତୁମେ ମୋତେ ଖୋଜ ଯଦି ତୁମେ ମୋତେ ଖୋଜି ନେବ ତେବେ

ପ୍ରଥମ ଜୋକ୍ସ

ପୋଲିସ ବାଲା – ତୁମର ସବୁ କାଗଜପତ୍ର ଠିକ ଅଛି,

କିନ୍ତୁ ଚାଲାଣ ୨୦୦୦ ଟଙ୍କା କାଟିବାକୁ ପଡିବ ।

ବ୍ୟକ୍ତି – କିନ୍ତୁ ଚାଲାଣ କେଉଁ ଜିନିଷ ପାଇଁ ?

ପୋଲିସ ବାଲା – ତୁମେ ସବୁ କାଗଜ ପତ୍ର ସମ୍ଭାଳି କରି ପଲିଥିନରେ ରଖିଛ

ଓ ପଲିଥିନ ବ୍ୟାନ ଅଟେ ।

ଦ୍ଵିତୀୟ ଜୋକ୍ସ

ପତ୍ନୀ – ଯଦି ମୁଁ ସମୟ ହୋଇଥାନ୍ତି ତେବେ

ଲୋକମାନେ ମୋତେ ବହୁତ ମହତ୍ଵ ଦେଇଥାନ୍ତେ ।

ସ୍ଵାମୀ – ନା, ଲୋକମାନେ ତୁମକୁ ଦେଖି ଭୟ କରିଥାନ୍ତେ ।

ପତ୍ନୀ – କାହିଁକି ?

ସ୍ଵାମୀ – ଲୋକମାନେ କହିବେ କି, ଖରାପ ସମୟ ଆସୁଛି ।

ତୃତୀୟ ଜୋକ୍ସ

ହେଲମେଟ ଲଗାଇଲେ ସେମାନଙ୍କ କଣ ହେବ

ଯେଉଁମାନେ ୫୦ ଟଙ୍କାର ଜେଲ ଲଗାଇ ବାଳ କୁ

ଗହମ ଫସଲ ଭଳି ଛିଡା ରଖିଥାନ୍ତି

ଚତୁର୍ଥ ଜୋକ୍ସ

ଗୋଟିଏ କଞ୍ଜୁସ ସ୍ଵାମୀକୁ କରେଣ୍ଟ ଲାଗିଲା

ପତ୍ନୀ – ତୁମେ ଠିକ ଅଛ ତ…

କଞ୍ଜୁସ – ମୁଁ ଠିକ ଅଛି…… ତୁ ମିଟର ଦେଖ, ୟୁନିଟ କେତେ ବଢିଲା….

ପଞ୍ଚମ ଜୋକ୍ସ

ପତ୍ନୀ ସ୍ଵାମୀକୁ କହିଲା କି

ମୁଁ ଲୁଚି ଯାଉଛି, ତୁମେ ମୋତେ ଖୋଜ

ଯଦି ତୁମେ ମୋତେ ଖୋଜି ନେବ

ତେବେ ଶପିଙ୍ଗ ଯିବା

ବର୍ତ୍ତମାନ ପତ୍ନୀ ନିଜେ ୨ ଦିନ ହେବ

ସ୍ଵାମୀକୁ ଖୋଜୁଛି…..

ଷଷ୍ଠ ଜୋକ୍ସ

ଅସୁସ୍ଥ ସ୍ତ୍ରୀର ଦୁଖ ଭରା ଗୀତ

ଶରୀର ଅସୁସ୍ଥ ଥିଲା, ନା ହିଁ କୌଣସି ଔଷଧ କାମରେ ଆସିଲା,

ନା ହିଁ କୌଣସି ତାବିଜ କାମ କରିଲା…. !

ଫୋନ କରି ସ୍ଵାମୀ ସହ ଲଢିଲା

ପୁଣି ଯାଇ ଅଳ୍ପ ଆରାମ ମିଳିଲା……!

ସପ୍ତମ ଜୋକ୍ସ

OFF – LINE ରହିଲେ

କେବଳ ଡାଲି, ରୁଟି, ଚାକିରି ଏବଂ ପରିବାର ବିଷୟରେ ଚିନ୍ତା ରହିଥାଏ…..

ON – LINE ରହିଲେ

ଧର୍ମ, ସମାଜ, ରାଜନୀତି, ଦେଶ, ବିଶ୍ଵ ଓ ବ୍ରମ୍ହାଣ୍ଡର ଚିନ୍ତା ହେବାକୁ ଲାଗିଥାଏ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।