ଚଉଠି ରାତିରେ ହେଲା ବର ର ମୃତୁ । ଲୋକେ ଭାବିଲେ କାମୁଡିଲା ସାପ କିନ୍ତୁ କାରଣ କିଛି ଆଲଗା ଥିଲା ।

ଆମ୍ବିକାପୁର, ଦରିମା ଥାନା ଅନ୍ତ୍ରଗତ କ୍ରନ୍ଥି ଗ୍ରାମ ରେ ବାହାଘର ଖୁସି ପାଲଟିଗଲା ଦୁଖର କାରଣ । ବାହାଘର ର ୨ ଦିନ ପରେ ବର ର ମୃତ୍ୟୁ ହେବା ପରେ ଅଶାନ୍ତି ର ଛାୟା ଖେଳି ଯାଇଛି । ଝିଅ ର ହାତରୁ ମେହେନ୍ଦିର ରଙ୍ଗ ଯାଇ ନାହିଁ ସ୍ଵାମୀ ବିୟୋଗ ରେ ଭାଙ୍ଗି ପଡିଛି । ଶୋଇବା ସମୟରେ ହଠାତ ଯୁବକର ଛାତିରେ ଯନ୍ତ୍ରଣା ଆରମ୍ଭ ହେଲା ।

ପରିବାର ଲୋକେ ପାଖରେ ଥିବା ଏକ ମେଡିକାଲ କୁ ସଙ୍ଗେ ସଙ୍ଗେ ନେଇଆସିଲେ । ସେହି ମେଡିକାଲ ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଦେଲେ । ସାପ କାମୁଡିବାରେ ମୃତ୍ୟୁ ହୋଇଥିବା କଥା ପରିବାର ଲୋକେ କହୁଥିଲେ କିନ୍ତୁ ପିଏମ ରିପୋଟ ଆନୁସରେ ହାଟଟାକ ରେ ମୃତୁ ହୋଇଥିବା କଥା କହିଛନ୍ତି ।

୨୫ ବର୍ଷୀୟ ଯୁବକ ସୁନ୍ଦରଲାଲ ରାଜବାଟେ ପିତା ହୁଲସ ରାମ ରାଜବାଟେ ଦରିମା ଥାନା ଆନ୍ତରଗତ କାନ୍ଥି ଗ୍ରାମ ର ଅଧିବାସୀ ଥିଲେ । ୨୭ ଜୁନ ରେ ଲକ୍ଷ୍ନୌ ର ଲହପଟରା ରେ ତାଙ୍କର ବାହାଘର ହୋଇଥିଲା । ୨୮ ତାରିଖରେ ଝିଅକୁ ବାହା ହୋଇ ଘରକୁ ଆଣିଥିଲେ । ଘରେ ବାହାଘର ଯୋଗୁ ସମସ୍ତେ ଖୁସି ଥିଲେ ।

କିନ୍ତୁ ଝିଅକୁ ଜଣା ନଥିଲା କି କିଛି ସମୟରେ ଏହି ଖୁସି ଦୁଃଖରେ ପରିଣତ ହୋଇଯିବ ବୋଲି । ବାହାଘର କାମରେ ଥକି ଯାଇ ପୁଅ ଘରେ ଶୋଇ ପଡିଥିଲା । ସେହି ସମୟରେ ତା ଛାତିରେ ଅଚାନକ ଯନ୍ତ୍ରଣା ହେଲା । ସାପ କାମୁଡିବାର ଆଶଙ୍କାରେ ପରିବାର ଲୋକେ ତାକୁ ଗୋଟେ ମେଡିକାଲ କୁ ନେଇଗଲେ । ସାପ କାମୁଡା ପାଇଁ ତାର ଚିକିତ୍ସା କରାଯାଉଥିବା ସମୟରେ ତାର ମୃତ୍ୟୁ ହୋଇଗଲା । ପିଏମ ରିପୋଟ ରୁ ଜଣା ପଡିଲା କି ତାକୁ ହାଟଟାକ ଆସିଥିଲା ।

ଦେଶର ସମସ୍ତ ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ ।