ବଲିଉଡ ଆକ୍ଟର ମାନଙ୍କ ମା ବି ନିଜ ପୁଅ ଝିଅଙ୍କ ଠାରୁ ସୁନ୍ଦରତାରେ କମ ନୁହନ୍ତି, ଦେଖନ୍ତୁ ଏହି 8 ଜଣଙ୍କ ମାଙ୍କୁ

ଆପଣମାନେ ସବୁ ବଲିଉଡ ଅଭିନେତା ଓ ଅଭିନେତ୍ରୀମାନଙ୍କ ବିଷୟରେ ଅଳ୍ପ ବହୁତ ସବୁକିଛି ଜାଣିଛନ୍ତି । କାରଣ ସେମାନେ ସବୁବେଳେ କ୍ୟାମେରା ସାମ୍ନାରେ ରହିଥାନ୍ତି । କିନ୍ତୁ ସେମାନଙ୍କ ସଫଳତା ପଛରେ ତାଙ୍କର ପରିବାରର ହାତ ଅଛି । ବିଶେଷ କରି ସମସ୍ତଙ୍କ ପଛରେ ତାଙ୍କର ମା ସବୁ କ୍ଷେତ୍ରରେ ତାଙ୍କ ସହିତ ଛିଡା ହୋଇଥାନ୍ତି । ତାଙ୍କ ସବୁ କ୍ଷେତ୍ରରେ ସମର୍ଥନ କରନ୍ତି । ଆଜି ଆମେ ଆପଣଙ୍କୁ କିଛି ଅଭିନେତା ଓ ଅଭିନେତ୍ରୀଙ୍କ ମା ଙ୍କ ବିଷୟରେ କହିବାକୁ ଯାଉଛୁ ।

ଆୟଶା ଶ୍ରଫ

ଆୟଶା ଶ୍ରଫ ଜ୍ୟାକି ଶ୍ରଫଙ୍କ ସ୍ତ୍ରୀ ଓ ଟାଇଗର ଶ୍ରଫଙ୍କ ମା ଅଟନ୍ତି । ଆୟଶା ଶ୍ରଫ ନିଜର କ୍ୟାରିୟର ମଡେଲିଙ୍ଗରୁ ଆରମ୍ଭ କରିଥିଲେ । ମଡେଲିଙ୍ଗରେ ତାଙ୍କୁ ବହୁତ ସଫଳତା ବି ମିଳିଥିଲା । ସେ ମିସ ୟଙ୍ଗ ୱାର୍ଲ୍ଡ ପ୍ରତିଯୋଗିତାରେ ଭାଗ ନେଇଥିଲେ । କିନ୍ତୁ ସେ ଫାଇନାଲରେ ପହଞ୍ଚି ପାରି ନ ଥିଲେ । କିନ୍ତୁ ତାଙ୍କୁ ମୋସ୍ଟ ପପୁଲାର ଗାର୍ଲର ପୁରସ୍କାର ମିଳିଥିଲା । ସେ ୧୯୮୪ରେ ଫିଲ୍ମ ‘ତେରି ବାହୋ ମେ’ରେ ବି ଅଭିନୟ କରିଥିଲେ । ଏହା ଛଡା ବର୍ତ୍ତମାନ ସେ ବଲିଉଡର ଜଣେ ଜଣାଶୁଣା ଫିଲ୍ମ ନିର୍ମାତା ବି ଅଟନ୍ତି ।

ଅଞ୍ଜୁ ଭବାନୀ

ଅଞ୍ଜୁ ଭବାନୀ ବଲିଉଡର ରଣବୀର ସିଂହଙ୍କ ମା ଅଟନ୍ତି । ସେ ଜଣେ ଗୃହିଣୀ ଅଟନ୍ତି ଓ ସେ କ୍ୟାମେରା ସାମ୍ନାକୁ ଆସନ୍ତି ନାହିଁ । ଏହା ଛଡା ଆପଣଙ୍କୁ କହିଦେଉଛୁ କି ଯେଉଁ ଫିଲ୍ମରେ ରଣବୀରଙ୍କ ମୃତ୍ୟ ହୋଇଯାଏ ସେ ସେହି ଫିଲ୍ମକୁ ଦେଖିବାକୁ ପସନ୍ଦ କରନ୍ତି ନାହିଁ । ସେ ଅନୀଲ କାପୁରଙ୍କ ଶାଳୀ ଅଟନ୍ତି । ଯେଉଁ ହିସାବରେ ସୋନମ ଓ ରଣବୀର ଦୁଇ ଜଣ ଭାଇ ଭଉଣୀ ଅଟନ୍ତି ।

କରୁଣା ଧବନ

କରୁଣା ଧବନ ବରୁଣ ଧବନଙ୍କ ମା ଅଟନ୍ତି । ସେ ଡେଭିଡି ଧବନଙ୍କ ସ୍ତ୍ରୀ ଅଟନ୍ତି । ତାଙ୍କର ଦୁଇଟି ପୁଅ ବରୁଣ ଓ ରୋହିତ ଅଛନ୍ତି ।

ନିଳିମା ଆଜମୀ

ନିଳିମା ଆଜମୀ ଶାହିଦ କପୁରଙ୍କ ମା ଅଟନ୍ତି । ନିଳିମା ଆଜମୀ ପଙ୍କଜ କପୁରଙ୍କୁ ବିବାହ କରିଥିଲେ ଓ ଏହା ପରେ ଶାହିଦ କପୁରଙ୍କ ଜନ୍ମ ହୋଇଥିଲା । କିନ୍ତୁ ଦୁଇ ଜଣଙ୍କ ତଲାକ ପରେ ନିଳିମା ଆଜମୀ ରାଜେଶ ଖଟ୍ଟରଙ୍କ ସହ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ବି ହେଲା । ଯାହାର ନାମ ଇସାନ ଖଟ୍ଟର ଅଟେ ଓ ସେ ବି ବଲିଉଡ ସହ ଜଡିତ ଅଛନ୍ତି । ନିଳିମା ଆଜମୀ ବହୁତ ଟେଲିଭିଜ ଶୋ ଓ ଫିଲ୍ମରେ କାମ କରିଛନ୍ତି ।

ରୀମା ମଲ୍ହୋତ୍ରା

ରୀମା ମଲ୍ହୋତ୍ରା ବଲିଉଡର ଅଭିନେତା ସିଦ୍ଧାର୍ଥ ମଲ୍ହୋତ୍ରାଙ୍କ ମା ଅଟନ୍ତି । ସେ ଗୋଟିଏ ସ୍କୁଲର ପ୍ରିନ୍ସିପାଲ ବି ଅଛନ୍ତି । ସିଦ୍ଧାର୍ଥ ମଲ୍ହୋତ୍ରାଙ୍କ ପରିବାର ଦିଲ୍ଲୀରେ ରୁହନ୍ତି । ସିଦ୍ଧାର୍ଥ ମଲ୍ହୋତ୍ରାନାକ ମା କ୍ୟାମେରା ସାମ୍ନାକୁ ଆସିବା ପସନ୍ଦ କରନ୍ତି ନାହିଁ ।

ଅରୁଣା ଭାଟିୟା

ଅରୁଣା ଭାଟିୟା ବଲିଉଡର ପ୍ରସିଦ୍ଧ ଅଭିନେତା ଅକ୍ଷୟ କୁମାରଙ୍କ ମା ଅଟନ୍ତି । ସେ ଟ୍ଵିଙ୍କିଲ ଖାନା ଓ ଅକ୍ଷୟ କୁମାରଙ୍କ ପ୍ରଡକ୍ସନ ହାଉସ ହରି ଓଂ ପ୍ରଡକ୍ସନ ହାଉସର ସଦସ୍ୟ ଅଟନ୍ତି । ଏହି ପ୍ରଡକ୍ସନ ହାଉସର ନାମ ଅକ୍ଷୟ କୁମାର ତାଙ୍କର ବାପାଙ୍କ ନାଁ ଅନୁସାରେ ରଖିଛନ୍ତି ।

ପିଙ୍କି ରୋଶନ

ପିଙ୍କି ରୋଶନ ଋତିକ ରୋଶନଙ୍କ ମା ଅଟନ୍ତି । ସେ ସବୁବେଳେ ନିଜକୁ ଫିଟ ରଖିବାକୁ ଭଲ ପାଆନ୍ତି ଓ ସେ ବହୁତ ସୁନ୍ଦର ବି ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।