ଓଡିଶାରେ ଜୁନିୟର ଇଞ୍ଜିନିୟରର ଏହି ସବୁ ପଦରେ ବାହାରିଲା ଭ୍ୟାକେନ୍ସି, ଦେଖନ୍ତୁ ଦରମା, ଏମିତି କରି ପାରିବେ ଆବେଦନ

ଓଡିଶା ଏସଏସସି ଜୁନିୟର ଇଞ୍ଜିନିୟର ପଦରେ ୨୬୦ ଟି ପଦବୀ ଖାଲି ଅଛି । ସିଭିଲ ଇଞ୍ଜିନିୟରିଙ୍ଗରେ ଡିପ୍ଲୋମା କରିଥିବା ପ୍ରାର୍ଥୀ ମାନେ ଏହି ପଦବୀ ପାଇଁ ଆବେଦନ କରି ପାରିବେ । ପ୍ରାର୍ଥୀ ମାନେ ଅନଲାଇନ ଆବେଦନ କରି ପାରିବେ ।

ୱେବସାଇଟ

www.odishassc.in

ପଦବୀ ଖାଲି

ଜୁନିୟର ଇଞ୍ଜିନିୟର (ସିବିଲ) – ୨୬୦

ଶିକ୍ଷାଗତ ଯୋଗ୍ୟତା

ଜୁନିୟର ଇଞ୍ଜିନିୟର ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ ମାନେ ସ୍ଵୀକୃତୀପ୍ରାପ୍ତ ଅନୁଷ୍ଠାନରେ ସିବିଲ ଇଞ୍ଜିନିୟରିଙ୍ଗରେ ଡିପ୍ଲୋମା କରିଥିବା ଆବଶ୍ୟକ ଅଟେ ।

ବୟସ ସୀମା

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ ମାନଙ୍କର ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବସାୟ ୩୨ ବର୍ଷ ହେବା ଆବଶ୍ୟକ ଅଟେ । ବୟସର ଗଣନା ୧ ଜାନୁୟାରୀ ୨୦୧୯ର ଆଧାର ଉପରେ କରାଯିବ ।

ଆବେଦନ ଶୁଳ୍କ

ଏହି ପଦବୀରେ ଆବେଦନ କରିବା ପାଇଁ ସାଧାରଣ ଏବଂ ଓବିସି ବର୍ଗର ପ୍ରାର୍ଥୀ ମାନଙ୍କୁ ୨୦୦ ଟଙ୍କା ଜମା କରିବାକୁ ପଡିବ । ପ୍ରାର୍ଥୀ ମାନେ ଅନଲାଇନ ମାଧ୍ୟମରେ ଆବେଦନ ଶୁଳ୍କ ଜମା କରିବେ । ଏସି ଏବଂ ଏସଟି ପ୍ରାର୍ଥୀ ମାନେ ବିନା ଶୁଳ୍କ ରେ ଏହାକୁ ଆବେଦନ କରିବେ ।

ଆବେଦନର ତାରିଖ

ଅନଲାଇନ ଆବେଦନ କରିବା ପ୍ରଥମ ତାରିଖ ୨୭ ଜୁନ ୨୦୨୦ ଏବଂ ଅନଲାଇନ ଆବେଦନ କରିବାର ଶେଷ ତାରିଖ ୬ ଜୁଲାଇ ୨୦୨୦ ଅଟେ ।

ଆବେଦନ ପ୍ରକ୍ରିୟା

ଏହି ପଦ ପାଇଁ ଅନଲାଇନ ଦ୍ଵାରା ଆବେଦନ କରାଯିବ । ଇଛୁକ ପ୍ରାର୍ଥୀ ମାନେ ଓଡିଶା ଏସଏସସିର ୱେବସାଇଟକୁ ଯାଇ ଦିଆଯାଇଥିବା ନିର୍ଦେଶ ଅନୁସାରେ ଅନଲାଇନ ଆବେଦନ ପ୍ରକ୍ରିୟା ପୁରା କରି ପାରିବେ ।

ଚୟନ ପ୍ରକ୍ରିୟା

ଏହି ପଦବୀରେ ଯୋଗ୍ୟ ପ୍ରାର୍ଥୀ ମାନଙ୍କର ଚୟନ ଲିଖିତ ପରୀକ୍ଷା ଏବଂ କ୍ୟାରିୟର ମୂଲ୍ୟାଙ୍କନ ହିସାବରେ କରାଯିବ ।

ଦରମା

ମନୋନୀତ ହୋଇ ଥିବା ପ୍ରାର୍ଥୀ ମାନଙ୍କୁ ପ୍ରତି ମାସରେ ୧୬,୮୮୦ ଟଙ୍କା ଦରମା ଦିଆଯିବ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।