ବଲୀଉଡର ଏହି ୫ ଜଣ ସୁପରଷ୍ଟାରମାନଙ୍କର ନାମ ଗିନୀଜ ବୁକ ଅଫ ୱର୍ଲ୍ଡ ରେକର୍ଡରେ ସାମିଲ, ଜଣକ ନା ଶୁଣିଲେ ଆପଣ ବିଶ୍ଵାସ ବି କରିପାରିବେ ନାହିଁ

ବଲୀଉଡ ଇଣ୍ଡଷ୍ଟ୍ରିକୁ ବିଶ୍ଵର ସମସ୍ତ ବଡ ଇଣ୍ଡଷ୍ଟ୍ରି ମଧ୍ୟରୁ ଗୋଟିଏ ବୋଲି କୁହାଯାଏ । ଏହି ଜଗତ ପୁରା ଦୁନିଆରେ ଗୋଟିଏ ରୁ ବଳି ଗୋଟିଏ ଫିଲ୍ମ ଦେଇଛି, ଯେଉଁ କାରଣରୁ ଆଜି ଏହି ଇଣ୍ଡଷ୍ଟ୍ରି ପୁରା ଦୁନିଆରେ ରାଜ କରୁଛି । ଏହି ଇଣ୍ଡଷ୍ଟ୍ରି ବହୁତ ବଡ ଅଟେ, ଯେଉଁଠି ରେକର୍ଡ ବି ବହୁତ ଅଛି । କିନ୍ତୁ କଣ ଆପଣ ଜାଣିଛନ୍ତି କି ବଲୀଉଡ ଜଗତର ଏମିତି କିଛି କଳାକାର ଅଛନ୍ତି, ଯେଉଁମାନଙ୍କର ନାମ ଗିନୀଜ ବୁକ ଅଫ ୱର୍ଲ୍ଡ ରେକର୍ଡରେ ସାମିଲ ହୋଇ ସାରିଛି ।

କହିବାକୁ ଗଲେ ଏମିତି ବହୁତ କଳାକାର ଅଛନ୍ତି, ଯେଉଁମାନଙ୍କର ନାମ ଗିନୀଜ ବୁକ ଅଫ ୱର୍ଲ୍ଡ ରେକର୍ଡରେ ସାମିଲ ହୋଇସାରିଛି । କିନ୍ତୁ ଆଜି ଆମେ ଆପଣଙ୍କୁ କିଛି କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ।

ସୋନାକ୍ଷୀ ସିନ୍ହା

ବଲୀଉଡର ପ୍ରସିଦ୍ଧ ଅଭିନେତ୍ରୀ ସୋନାକ୍ଷୀ ସିନ୍ହା ଇଣ୍ଟରନ୍ୟାସନାଲ ୱୂମେନ ଦିନ ହୋଇଥିବା ଫିଂଗରନେଲ ପେଂଟିଂଗ କମ୍ପିଟିସନ ରେ ପାର୍ଟିସିପେଟ କରିଥିଲେ, ଯେଉଁ କାରଣରୁ ତାଙ୍କର ନାମ ଗିନୀଜ ବୁକ ଅଫ ୱର୍ଲ୍ଡ ରେକର୍ଡରେ ସାମିଲ ହୋଇଯାଇଛି । ସୋନାକ୍ଷୀଙ୍କର ଏହି କାମ ଦ୍ଵାରା ପୁରା ଦେଶକୁ ଗର୍ବ ହେଉଛି ।

ଅମିତାଭ ବଚ୍ଚନ

ମହାନାୟକ ଅମିତାଭ ବଚ୍ଚନ ୧୯ ଜଣ ଲୋକପ୍ରିୟ ଗାୟକମାନଙ୍କ ସହ ମିଶି ‘ଶ୍ରୀ ହନୁମାନ ଚାଳିଶା’ ଗାଇ ଥିଲେ  । ଯାହାକି ଗିନୀଜ ବୁକ ଅଫ ୱର୍ଲ୍ଡ ରେକର୍ଡରେ ସାମିଲ ଅଛି । ଅମିତାଭ ବଚ୍ଚନଙ୍କର ଏହି କାମ ଦ୍ଵାରା ସମସ୍ତ ଦେଶବାସୀମାନେ ତାଙ୍କର ପ୍ରଶଂସା କରିଥିଲେ ।

ଶାହରୁଖ ଖାନ

ବଲୀଉଡର କିଙ୍ଗ ଖାନ ମାନେ ଶାହରୁଖ ଖାନ ବି କୌଣସି ଜିନିଷରେ ପଛରେ ରହିବାକୁ ପସନ୍ଦ କରନ୍ତି ନାହିଁ । ଏହି କାରଣ ଅଟେ କି ଶାହରୁଖ ଖାନଙ୍କର ନାମ ଗିନୀଜ ବୁକ ଅଫ ୱର୍ଲ୍ଡ ରେକର୍ଡରେ ସାମିଲ ଅଛି । ଶାହରୁଖ ଖାନ ବର୍ଷ ୨୦୧୩ରେ ଅଭିନେତା ରୂପରେ ସବୁଠୁ ଅଧିକ ଟଙ୍କା ଆୟ କରିଥିବା କଳାକାର ହୋଇଥିଲେ ।

କୈଟରୀନା କୈଫ

ବଲୀଉଡର ସବୁଠୁ ସୁନ୍ଦର ଅଭିନେତ୍ରୀ କୈଟରୀନା କୈଫଙ୍କର ନାମ ବି ଗିନୀଜ ବୁକ ଅଫ ୱର୍ଲ୍ଡ ରେକର୍ଡରେ ସାମିଲ ଅଛି । ବର୍ଷ ୨୦୧୩ରେ ସେ ସବୁଠୁ ଅଧିକ ଆୟ କରିଥିବା ଅଭିନେତ୍ରୀ ଥିଲେ ।

ବ୍ରହ୍ମାନନ୍ଦ

ଅଭିନେତା ବ୍ରହ୍ମାନନ୍ଦ ଇଣ୍ଡଷ୍ଟ୍ରିର ସବୁଠୁ ଜଣା ଶୁଣା ହାସ୍ୟ ଅଭିନେତା ଅଟନ୍ତି ଓ ତାଙ୍କର ନାମ ଗିନୀଜ ବୁକ ଅଫ ୱର୍ଲ୍ଡ ରେକର୍ଡରେ ବି ସାମିଲ ଅଛି , କାରଣ ସେ ବର୍ଷ ୨୦୧୦ ପର୍ଯ୍ୟନ୍ତ ସବୁଠୁ ଅଧିକ ଫିଲ୍ମରେ କାମ କରିସାରିଛନ୍ତି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ୮୫୭ଟି ଫିଲ୍ମରେ କାମ କରିସାରିଛନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।