ଦେଖନ୍ତୁ କିଛିଟା କୌତୁହଳ ପ୍ରଶ୍ନ, କେଉଁ ମହିଳା ଗୋଟିଏ ଦିନରେ 919 ଜଣ ଲୋକଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିବାର କରିଥିଲେ ରେକର୍ଡ

ଆଜି ଆମେ ଆପଣାଙ୍କ ପାଇଁ କିଛି ଏମିତି ରୋମାଞ୍ଚକ ଜେନେରାଲ ନଲେଜ ଓ ପ୍ରତିଯୋଗିତା ପରୀକ୍ଷାରେ ପଚରା ଯାଉଥିବା ପ୍ରଶ୍ନକୁ ଆପଣଙ୍କ ପାଖକୁ ନେଇ ଆସିଛୁ । ଯାହାକୁ ଜାଣିବା ଅତି ଆବଶ୍ୟକ ଅଟେ । ଏହି ପ୍ରଶ୍ନ ଆପଣଙ୍କର ଜେନେରାଲ ନଲେଜକୁ ବଢାଇବା ସହିତ ଭବିଷ୍ୟତରେ କାମରେ ଆସିପାରେ କାରଣ ଯଦି ଆପଣ ଭବିଷ୍ୟତରେ କୌଣସି ପ୍ରତିଯୋଗିତା ପରୀକ୍ଷାରେ ଭାଗ ନେଉଛନ୍ତି ତେବେ ହୋଇପାରେ ଆପଣଙ୍କୁ ଏହି ପ୍ରଶ୍ନ କରାଯାଇପାରେ । ।

ପ୍ରଶ୍ନ- ୧

ତାହା କେଉଁ ଜୀବ ଅଟେ ଯିଏ କୌଣସି ଜିନିଷର ସ୍ଵାଦ ନିଜ ପାଦ ଦ୍ଵାରା ବାରିପାରେ ?

ଉତ୍ତର – ପ୍ରଜାପତି

ପ୍ରଶ୍ନ.୨

କୁହନ୍ତୁ ବର୍ତ୍ତମାନ ବିଶ୍ଵର ସବୁଠୁ ଧନୀ ବ୍ୟକ୍ତି କିଏ ଅଟେ ?

ଉତ୍ତର – ଜେଫ ବେଜୋସ (Jeff Bezos), ଆମାଜନ ର ସିଇଓ ।

ପ୍ରଶ୍ନ -୩

କହିଲେ ଦେଖି ଦୁନିଆରେ ସବୁଠୁ ଅଧିକ ପ୍ରୟୋଗ କରାଯାଉଥିବା ପାସୱାର୍ଡ କଣ ଅଟେ ?

ଉତ୍ତର – ତାହା ଅଟେ 123456

ପ୍ରଶ୍ନ -4

କୁହନ୍ତୁ ଦୁନିଆର ସବୁଠୁ ମହଙ୍ଗା ଫଳ କଣ ଅଟେ ?

ଉତ୍ତର – ୟୁବରୀ ମସ୍କମେଲନ (Yubari Muskmelon), ଏହି ଗୋଟିଏ ତରଭୁଜର ଦାମ ୧୧,୫୦୦ ଆମେରିକାନ ଡଲାର ଅଟେ ।

ପ୍ରଶ୍ନ -5

କେଉଁ ମହିଳା ଜଣଙ୍କ ୧୨ ଘଣ୍ଟାରେ ୯୧୯ ଜଣ ଲୋକଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିଥିଲେ ।

ଉତ୍ତର – ଲିସା ସ୍ପାର୍କ୍ସ (Lisa Sparxxx)
ଆଜ୍ଞା ହଁ, ଆମେରିକାରେ ରହୁଥିବା ଲିସା ସ୍ପାର୍କ୍ସ ଗୋଟିଏ ଦିନରେ ୯୧୯ ଜଣ ଲୋକଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିବାର ଅନୋଖା ରେକର୍ଡ କରିଥିଲେ ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।