ଦେଖନ୍ତୁ ଇଦ ର ଶୁଭେଶ୍ଚା ଜଣାଇ Bollywood ଷ୍ଟାରମାନେ କିଏ କାହାକୁ ଦେଲେ କେତେ ମହଙ୍ଗା ଗିଫ୍ଟ, Shahrukh ଙ୍କ ଗିଫ୍ଟ ର ଦାମ ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ଭାରତରେ ମୁସଲମାନ ଲୋକମାନଙ୍କ ସହ ଇଦ ଖୁବ ଧାମରେ ମନା ଯାଏ ତେବେ ଏହା ଏକ ସର୍ବ ଭୌମ ଦେଶ ହୋଇ ଥିବାରୁ ଏଠାରେ ଥିବା ପ୍ରତେକ ମୁସଲମାନ ମାନେ ନିଜ ପର୍ବକୁ ଖୁବ ଢୁଂ ଧାମରେ ପାଳନ କରିଥାନ୍ତି ।

ତେବେ ଏହି ପର୍ବକୁ ଆମର କିଛି ମୁସଲମାନ ସେଲିବ୍ରେଟି ମାନେ ମଧ୍ୟ ପାଳନ କରିଥାନ୍ତି । ଏହି ଦିନ କୁ ଉପବାସର ସେସ ଦିନ ଭାବେ ମାନି ପାଳନ କରାଯାଏ । ଏହି ଦିନ ପ୍ରତେକ ମୁସଲମାନ ଘରେ ଭୋଜି ର ଆୟୋଜନ କରାଯାଏ। ପବିତ୍ର ମାସ ରାମଜାନ ର ଶେଷରେ ଏହାକୁ ପାଳନ କରାଯାଏ । ଏହି ଦିନ ମୁସଲମାନ ଭାଇ ଓ ଭଉଣୀମାନେ  ନିଜର ବ୍ରତ ଭାଙ୍ଗି ଥାନ୍ତି ଓ ଏହା ସହ ସେମାନେ ନିଜର ପରିବାର କିମ୍ବା ବନ୍ଧୁଲୋକଙ୍କ  ସହ ମିଶି ଏହି ପର୍ବର ଆନନ୍ଦ ନେଇଥାନ୍ତି।

କେବଳ ଏତିକି ନୁହେଁ ଏହି ଦିନ ଘରକୁ ଆସସିଥିବା କୁନିଆକୁ ଏମାନେ ତାଙ୍କ ଭଗବାନ ଆଲହା ବୋଲି ଭାବି ଥାନ୍ତି । ଏହି ଦିନ ଓ ମାସ ଅନେକ ବଡ ମୁସଲମାନ ପରିବାର ପାଇଁ । ତେବେ ବଲିଉଡ ର କିଛି କଳାକାର ଯେଉଁ ମାନେ ନିଜର ଧର୍ମ ସହ ଅନ୍ୟ ଧର୍ମ ର ପର୍ବ କୁ ମଧ୍ୟ ପାଳନ କରିଥାନ୍ତି ।

ଏହି ଦିନ ନୂଆ ଡ୍ରେସ ପିନ୍ଧିକି , ଭଲ ଖାଇବା ବନେଇକି ବନ୍ଧୁ ମାନଙ୍କୁ ଘରକୁ ଖାଇବାକୁ ଡାକି ଥାନ୍ତି । ଏବେ ଆସନ୍ତୁ ଜାଣିବା କିଭଳି ବଲିଉଡ ର ତାରକା ମାନେ କିଭଳି ଏହାକୁ ପାଳନ କରିଛନ୍ତି। ଆସନ୍ତୁ ଜାଣିବା ଗୌରୀ ଖାନ ଜଣେ ହିନ୍ଦୁ ପରିବାର ର ହେଲେ ମଧ୍ୟ ସେ ସାହାରୁଖ ଖାନଙ୍କୁ ପ୍ରତି ବର୍ଷ ଉପହାର ଦିଅନ୍ତି । ଏହି ଇଦ ରେ ଗୌରୀ ଖାନ ସାହାରୁଖ ଖାନ ଙ୍କ ପାଇଁ ଏକ ପାର୍ଟି ର ଆୟୋଜନ କରିଥିଲେ । ଇଟାଲିରେ ଏକ ବଙ୍ଗଳା ଉପହାର ରେ ଦେଇଥିଲେ ଯାହାର ଦାମ ୬୦ କୋଟି ଟଙ୍କା ଅଟେ ।

ଏହି ଇଦ ରେ କଟ୍ରିନା ମଧ୍ୟ ସଳମାନ ଖାନ ଙ୍କୁ ଉପହାରରେ ଲମ୍ବୋର୍ଗିନୀ ଆଭେଣ୍ଟାଡୋର ଗାଡି ଉପହାର ରେ ଦେଇଥିଲେ । ଏହାର ଦାନ ୬.୫ କୋଟି ଟଙ୍କା ଅଟେ । ଏହା ସହ କରିନା ଓ ଶେଫ ମଧ୍ୟ ନିଜର ସାନ ପୁଅ ସହ ନିଜର ପ୍ରଥମ ଇଦ କୁପାଳନ କରିଥିଲେ। ଏହି ଇଦରେ କରିନା ୪୦ କୋଟି ଟଙ୍କାର ଏକ ଫ୍ଲାର୍ଟ ଉପହାରରେ ଦେଇ ଥିଲେ ସେଫଙ୍କୁ । ଏହି ଇଦ ରେ କିରଣ ଆମିର ଖାନ ଙ୍କର ପତ୍ନୀ ତାଙ୍କୁ ରୋଲେକ୍ସ ର ଏକ ହିରାର ଘଣ୍ଟା ଦେଇଥିଲେ ଯାହାର ମୂଲ୍ୟ ହେଉଛି ୧ କୋଟି ଟଙ୍କା ।

ଏହା ପରେ ନେହା କାକର ଭି ଇଦ କୁ ନିଜ ସ୍ଵାମୀ ଙ୍କ ସହ ପାଳନ କରିଥିଲେ । ଏହା ସହ ସେ ସାହାରୁକ ଖାନଙ୍କ ପାଇଁ ଇଦର କେକ ସହ ୧୦ ଲକ୍ଷ ଟଙ୍କାର ଏକ ଜ୍ୟାକେଟ ମଧ୍ୟ ଦେଇଥିଲେ । ନେହା ସାହାରୁକ ଙ୍କର ବହୁତ ବଡ ଫ୍ୟାନ ହୋଇ ଥିବାରୁ ପ୍ରତେକ ବର୍ଷ ସେ ସାହାରୁକ ଖାନ ଙ୍କୁ ଇଦରେ ଶୁଭକାମନା ସହ ଉପହାର ମଧ୍ୟ ଦିଅନ୍ତି ।

ଏହି ଇଦରେ ଅନୁସ୍କା ସାହାରୁକ ଙ୍କୁ ୧୦ ଲକ୍ଷ ଟଙ୍କାର ପେର୍ଫ୍ଯୁମ ଦେଇଥିଲେ । ଅନୁସ୍କା ତାଙ୍କର ପ୍ରଥମ ଚଳଚିତ୍ର ସାହାରୁକ ଙ୍କ ଶହ କରିଥିଲେ ସେବେ ଠାରୁ ଦୁହେଁ ଭଲ ବନ୍ଧୁ ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।