ରାଇନା ଙ୍କ ପରେ Sonu Sood ଙ୍କୁ ସାହାର୍ଯ୍ୟ ମାଗିଲେ ହରଭଜନ ସିଂହ, ତା’ ପରେ ସୋନୁ କଲେ କିଛି ଏମିତି କାମ, ଆପଣ ବି କରିବେ ସଲାମ !

ଶୋନୁ ସୂଦ ବଲିଉଡ ଓ ଟଲିଉଡ କିମ୍ବା କିଛି ବି ଅଭିନୟ କ୍ଷେତ୍ର ହେଉ ପ୍ରତେକ ଜାଗାରେ ସେ ନିଜର ଛାପ  ଛାଡିଛନ୍ତି । ତେବେ ଆପଣ ମାନେ ତାଙ୍କୁ ଜାଣି ଥିବେ ଅଧିକ ରୁ ଅଧିକ ଚଳଚିତ୍ରରେ

ସେ ଜଣେ ନଷ୍ଟ ଚରିତ୍ର କିମ୍ବା ଜଣେ ଖରାପ ଲୋକ ହିସାବରେ ଅଭିନୟ କରିଥିବେ ମାତ୍ର ପ୍ରକୂତ ଦୁନିଆରେ ବର୍ତ୍ତମାନ ସେ ଜଣେ ଏଭଳି ବ୍ୟକ୍ତି ଜିଏକି ନିଜ ଚିନ୍ତା ଛାଡି ଅନ୍ୟ ପାଇଁ ନିଜର ଉପାର୍ଜିତ ଧନକୁ ଖର୍ଚ୍ଚ କରିବାରେ ଲାଗିଛନ୍ତି । ଆପଣଙ୍କୁ ଆମେ କହିବାକୁ ଚାହିଁ ବୁ କି ଶୋନୁ ଗତ ବର୍ଷ ହୋଇଥିବା କରୋନା ସମୟରେ ଅନେକ ଲୋକଙ୍କୁ ସାହାଜ୍ଯ କରିଥିଲେ । ମାତ୍ର ଆପଣ ଜାଣିକି ଆଶ୍ଚର୍ଜ୍ୟ ହେବେ କି କେବଳ ସେତିକି ନୁହେଁ ବରଂ ସେ ଅନେକ ଲୋକଙ୍କୁ ନିଜ ଘରକୁ ଆସିବାରେ । ସେମାନଙ୍କୁ ଖାଇବା ଦେବାରେ ନିଜକୁ ଅଗ୍ରଣୀ ରଖିଛନ୍ତି ।

ତେବେ କେବଳ ସାଧାରଣ ଜନତା ନୁହେଁ ବରଂ ବଡ ବଡ ଲୋକମାନେ ମଧ୍ୟ ତାଙ୍କୁ ସାହାଜ୍ଯ ମାଗିଛନ୍ତି । ପ୍ରଥମେ ସୁରେଶ ରାଇନା ଶୋନୁଙ୍କୁ ସାହାଜ୍ଯ ମାଗିଥିବା ସମୟରେ । ଏହା ପରେ ହରବଜନ ସିଂ ମଧ୍ୟ ସାହାଜ୍ଯ ମାଗିଥିଲେ ଶୋନୁଙ୍କୁ । ସେ ଏଭଳି ମଣିଷ ପାଲଟିଛନ୍ତି କି କେହି ବି ଲୋକ ତାଙ୍କୁ ସାହାଜ୍ଯ ମାଗିବାକୁ ପଛ ଗୁଞ୍ଚା ଦେଉନି ।

ବଲିଉଡ ରୁ ଆରମ୍ଭ ହୋଇ କ୍ରିକେଟ ଜଗତର ତାରକା ମାନେ ମଧ୍ୟ ସାହାଜ୍ଯ ମାଗୁଛନ୍ତି । ସେ ଅଭି ପ୍ରତେକ ଲୋକଙ୍କ ପାଇଁ ସତରେ ହିରୋ ହୋଇ ଯାଇଛନ୍ତି । ସରକାର ପାରିଥିଟିକୁ ସୁଧାରିବା କୁ ଲାଗିବା ସମୟରେ ସାଧାରଣ ଜନତା ପାଇଁ ଶୋନୁ ଏକ ଆଦର୍ଶ ହୋଇ ଯାଇ ଛନ୍ତି । କର୍ଣାଟକ ର ଏକ ରୋଗୀ ପାଇଁ ରେମିଡେସିଭର ଇଂଜେକସନ ଆବଶ୍ୟକ ଥିଲା ।

କାରଣ ସେ ବହୁତ ବେମାର ଥିଲେ । ହର୍ବଜନ କେବଳ ଏତିକି ଲେଖିଥିଲେ କି ଏହା ଏକ  ରୋଗୀ ପାଇଁ ଏହା ଆବଶ୍ୟକ ଅଟେ ଓ ହସ୍ପିଟାଲ ର ନାମ ଲେଖିଥିଲେ । ଏହି ସନ୍ଦେଶ ସବୁ ଆଡେ ଖୁବ ଜଲ୍ଦି ବ୍ୟାପୀଥିଲେ ବି କେଉଁ ଆଡୁ ସାହାଜ୍ଯ ମିଳିନଥିଲା ।

ଶୋନୁ ଏହାର ଉତ୍ତର ରେ କହିଥିଲେ କି ଭାଇ ଏହା ପହଞ୍ଚି ଜୀବ । ଏହାର ଉତାର ଦେଇ ହର୍ବଜନ କହିଲେ ଧନ୍ୟବାଦ ଭାଇ ଭଗବାନଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହୁ। ଏଭଳି କିଛି ସୁରେଶ ରାଇନା କୁ ମଧ୍ୟ ସାହାଜ୍ଯ କରିଥିଲେ ଶୋନୁ ଆକ୍ସିଜେନ ସିଲିଣ୍ଡର ପହଞ୍ଚେଇବାରେ। ସେ ଆକ୍ସିଜେନ ମଧ୍ୟ ମଗେଇଛନ୍ତି ଓ କହିଛନ୍ତି  ଏହା ଦ୍ଵାରା ମୁ ଅଧିଇକ ରୁ ଅଧିକ ଲୋକଙ୍କୁ ବଞ୍ଚାଇ ପାରିବି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ସୂଚନାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ