ଅଙ୍କିତାଙ୍କୁ ଏବେ ଦେଖା ଯାଉଛି ସୁଶାନ୍ତଙ୍କ ଆତ୍ମା, କହିଲେ ଏମିତି କଥା ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ…

ସୁଶାନ୍ତଙ୍କର ମୃତ୍ୟୁକୁ ପାଖପାଖି ଏକ ମାସ ହୋଇ ଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ବି ତାଙ୍କର ଫ୍ୟାନମାନଙ୍କୁ ବିଶ୍ଵାସ ହେଉ ନାହିଁ କି ସୁଶାନ୍ତ ଆମ ଗହଣରେ ଆଉ ନାହାନ୍ତି । ସୁଶାନ୍ତ ଅନ୍ୟ ଏକ ଦୁନିଆକୁ ଚାଲି ଯାଇଛନ୍ତି । କହିବାକୁ ଗଲେ ତାଙ୍କର ସମର୍ଥକମାନଙ୍କୁ ଏହିଭଳି ଲାଗୁଛି ତ ଚିନ୍ତା କରନ୍ତୁ ସେହି ଝିଅକୁ କେମିତି ଲାଗୁଥିବ ଯିଏ ନିଜ ଜୀବନର ୬ ବର୍ଷ ସୁଶାନ୍ତଙ୍କ ସହ ବିତାଇଥିଲେ । ତାଙ୍କ ଜୀବନର ୬ ବର୍ଷ ସୁଶାନ୍ତଙ୍କ ନାମରେ କରି ଦେଇଥିଲେ ।

ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଅଙ୍କିତା ଲୋଖଣ୍ଡେ । ଦୁଇଜଣଙ୍କ ମଧ୍ୟରେ ଏତେ ନିବିଡ ସମ୍ପର୍କ ଥିଲା କି ଅଙ୍କିତା ସୁଶାନ୍ତଙ୍କ ବିନା କିମ୍ବା ସୁଶାନ୍ତ ଅଙ୍କିତାଙ୍କ ବିନା ବଞ୍ଚି ପାରୁ ନ ଥିଲେ ।

ଏହା ସହିତ ତାଙ୍କର ସାଙ୍ଗମାନେ ତାଙ୍କ ପ୍ରେମର ଉଦାହରଣ ଅନ୍ୟମାନଙ୍କୁ ଦେଉଥିଲେ । କିନ୍ତୁ ୨୦୧୬ରେ ସେମାନଙ୍କ ଏହି ପ୍ରେମ ସମ୍ପର୍କ ଭାଙ୍ଗି ଯାଇଥିଲା । ସେମାନଙ୍କ ରାସ୍ତା ଅଲଗା ଅଲଗା ହୋଇଗଲା । ପୁଣି ୪ ବର୍ଷ ପରେ ସୁଶାନ୍ତଙ୍କ ଜୀବନକୁ କ୍ରୀତି, ରିୟା ଆସିଲେ କିନ୍ତୁ କେହି ବି ଅଙ୍କିତା ଙ୍କ ସ୍ଥାନକୁ ନେଇ ପାରିଲେ ନାହିଁ ।

ଏହି ୪ ବର୍ଷ ପର୍ଯ୍ୟନ୍ତ ସୁଶାନ୍ତ ଅଙ୍କିତାଙ୍କ ବିନା ଅଧୁରା ହୋଇ ଯାଇ ଥିଲେ । କିନ୍ତୁ ୨୦୨୦ରେ ଭଗବାନ ସୁଶାନ୍ତଙ୍କୁ ଆମ ଠାରୁ ଛଡାଇ ନେଇଗଲେ ଓ ଏହି ଘଟଣା ପରେ ଅଙ୍କିତା ପୁରା ଭାଙ୍ଗି ପଡିଲେ । ୧୬ ଜୁନରେ ସମସ୍ତେ ସୁଶାନ୍ତଙ୍କୁ ଯେଉଁ ଅବସ୍ଥାରେ ଦେଖିଲେ ସେଥିରୁ ଜଣା ପଡୁ ଥିଲା କି ସୁଶାନ୍ତଙ୍କୁ ତାଙ୍କର ଫ୍ୟାନମାନେ କେତେ ଭଲ ପାଉଥିଲେ । ସେହି ସମୟରୁ ନେଇ ଆଜି ପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁର ଘଟଣାକୁ କେହି ବି ଭୁଲି ପାରୁ ନାହାନ୍ତି ।

ଏହି ଏକ ମାସ ମଧ୍ୟରେ ଅଙ୍କିତା ଓ ସୁଶାନ୍ତଙ୍କ ବନ୍ଧୁମାନେ ଅଙ୍କିତାଙ୍କ ଅବସ୍ଥା ବିଷୟରେ ବହୁତ ବୟାନ ବି ଦେଇ ସାରିଛନ୍ତି ବନ୍ଧୁମାନଙ୍କ ଅନୁସାରେ ନା ହିଁ ଅଙ୍କିତା ଘରୁ ବାହାରକୁ ବାହାରୁଛନ୍ତି, ନା ହିଁ କାହା ସହିତ ମିଳାମିଶା କରୁଛନ୍ତି, ନା ହିଁ ଠିକ ସେ ଖାଉଛନ୍ତି, ନା ହିଁ ଶୋଇ ପାରୁଛନ୍ତି କାରଣ ଶୋଇବା ସମୟରେ ତାଙ୍କୁ ସୁଶାନ୍ତ ହିଁ ନଜର ଆସୁଛନ୍ତି । କିନ୍ତୁ ଏହା ମଧ୍ୟରେ ବର୍ତ୍ତମାନ ସମୟରେ ଏମିତି ଖବର ଆସୁଛି କି ଯାହା ବିଷୟରେ ଶୁଣିଲେ ଆପଣମାନଙ୍କ ହୃଦୟ ଭାଙ୍ଗି ଯିବ ।

ଅଙ୍କିତାଙ୍କୁ ସୁଶାନ୍ତ ନଜର ଆସୁଛନ୍ତି । ସେ ବସି ବସି ସୁଶାନ୍ତଙ୍କ ସହ କଥା ହେଉଛନ୍ତି । ଆଉ କହୁଛନ୍ତି କି ମୋତେ ସୁଶାନ୍ତ ନଜର ଆସୁଛି । ସେ ମୋତେ ବିଭିନ୍ନ କଥା କହୁଛି । ଏହି କଥା ବିଷୟରେ ଅଙ୍କିତାଙ୍କ ଜଣେ ନିବିଡ ବନ୍ଧୁ ଅଙ୍କିତାଙ୍କ ବିଷୟରେ କହିଛନ୍ତି । ସେ ଦିନରେ ବସି ବସି ନିଜ ସହ କଥାବାର୍ତ୍ତା ହେଉଛନ୍ତି ଓ ମନକୁ ମନ ହସୁଛନ୍ତି । ଏହି ସବୁ ବିଷୟରେ ପଚାରିଲେ ସେ କହୁଛନ୍ତି କି ସୁଶାନ୍ତଙ୍କ ମୋ ସହିତ କଥାବାର୍ତ୍ତା କରୁଛନ୍ତି ।

ଏହି ସବୁ କଥା ଶୁଣି ଆପଣଙ୍କ ଆଖିରେ ବି ପାଣି ଆସି ଯିବ । ବର୍ତ୍ତମାନ ଆମେ ଅଙ୍କିତାଙ୍କୁ ଏହା କହିବାକୁ ଚାହୁଁଛୁ କି ଆପଣ ଏହି ସେହ୍ନ ପ୍ରେମ ସେତେବେଳେ କଣ ପାଇଁ ଦେଖେଇଲେ ନାହିଁ ଯେତେବେଳେ ସେ ଆମ ଗହଣରେ ଥିଲେ । ଯଦି ସେ ଅବସାଦରେ ଥିଲେ ତେବେ ଆପଣ ସେତେବେଳେ କାହିଁକି ତାଙ୍କ ପାଖରେ ଛିଡା ହେଲେ ନାହିଁ । ଆପଣ କାହିଁକି ନିଜର ରାସ୍ତା ଅଲଗା କରିନେଲେ । ଆପଣ ଅନ୍ୟ କାହା ସହିତ ଚାଲିଗଲେ ଓ ସୁଶାନ୍ତ ବି ଅନ୍ୟ କାହା ସହିତ ଚାଲିଗଲେ ।

କିନ୍ତୁ ଦୁଇଜଣଙ୍କର ହୃଦୟ କେବେ ବି ଅଲଗା ହୋଇ ପାରି ନ ଥିଲା । ସୁଶାନ୍ତଙ୍କ ଗଲା ପରେ  ଏହି କଥା ତାଙ୍କ ଡାଏରୀ ଓ ତାଙ୍କର ଅବସ୍ଥା ଦେଖି ଜଣା ପଡୁଛି । ଆମେ ଇଶ୍ଵରଙ୍କ ପାଖରେ ପାର୍ଥନା କରୁଛୁ କି ସେ ଆପଣଙ୍କୁ ଏହି ଅବସ୍ଥାରୁ ଉଧାର କରନ୍ତୁ ଓ ସୁଶାନ୍ତଙ୍କୁ ନ୍ୟାୟ ମିଳୁ ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।