କୃଷକଭାଇ ମାନଙ୍କୁ ମିଳିବ ଏଗାର ହଜାର ଟଙ୍କା, ପ୍ରଧାନମନ୍ତ୍ରୀ ଆଣିଲେ ନୂଆ ଯୋଜନା

ବର୍ତ୍ତମାନ ଏକ ଭଲ ଖବର ଶୁଣିବାକୁ ମିଳୁଛି କି ମୋଦୀ ସରକାର କୃଷକମାନଙ୍କୁ ପୁଣି ଠାରେ କିଛି ଟଙ୍କା ଦେବେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା କାଳ ମଧ୍ୟରେ ଯେଉଁଠି ଦେଶର ଆର୍ଥିକ ସ୍ଥିତି ଖରାପ ଅଛି ସେହି ସମୟରେ ମୋଦୀ କୃଷକମାନଙ୍କୁ ସ୍ଵାବଲମ୍ବୀ କରିବା ପାଇଁ ତାଙ୍କୁ କିଛି ଟଙ୍କା ଦେବେ । କହିବାକୁ ଗଲେ ନରେନ୍ଦ୍ର ମୋଦୀ କୃଷକମାନଙ୍କ ପାଇଁ ଏକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ।

ଯେମିତି କି ଆପଣମାନେ ସମସ୍ତେ ଜାଣିଛନ୍ତି କି ପିଏମ କିସାନ ସମ୍ମାନ ନିଧି ଯୋଜନାରେ ସରକାର ପ୍ରତି କୃଷକକୁ ବର୍ଷକୁ ୬୦୦୦ ଟଙ୍କା ଦେଉଛନ୍ତି । ବର୍ତ୍ତମାନ ମୋଦୀ ସରକାର ପୁଣି ଥରେ ଏକ ନୂଆ ଯୋଜନା ନେଇ ଆସିଛନ୍ତି ।

ଯେଉଁଥିରେ ଆପଣଙ୍କୁ ପ୍ରତି ବର୍ଷ ୫୦୦୦ ଟଙ୍କା ମିଳିବ । ଏମିତିରେ ଆମେ ଆପଣକୁ କହିଦେବୁ କି କେମିତି ଆପଣ ଏହି ୫୦୦୦ ଟଙ୍କାକୁ ପାଇବେ । କୃଷି ମୂଲ୍ୟ ଏବଂ ମୂଲ୍ୟ ଆୟୋଗ CACP ପ୍ରଧାନମନ୍ତ୍ରୀ ସମ୍ମାନ ନିଧି ଯୋଜନା ବ୍ୟତିତ କୃଷକମାନଙ୍କୁ ବର୍ଷକୁ ୫୦୦୦ ଟଙ୍କା ଦେବା ପାଇଁ ମୋଦୀ ସରକାରଙ୍କୁ ସୁପାରିସ କରିଛନ୍ତି । କହିବାକୁ ଗଲେ ଏହି ଟଙ୍କା କୃଷକମାନଙ୍କୁ ସାର ସବସିଡି ଆକାରରେ ଦିଆଯିବ ।

ଏହି ରାଶି ଦୁଇ ଥର ସିଧାସଳଖ କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଚାଲିଯିବ । ଏହି ଯୋଜନା ଅନ୍ତର୍ଗତ ଖରିଫ ଫସଲ ପାଇଁ ୨୫୦୦ ଟଙ୍କା ଓ ରବି ଫସଲ ପାଇଁ ୨୫୦୦ ତାଙ୍କ ଦିଆଯିବ । ଯଦି କୃଷି ଉତ୍ପାଦନର ସର୍ବନିମ୍ନ ସହାୟତା ମୂଲ୍ୟ ଉପରେ କୃଷି ଆୟୋଗର ସୁପାରିସକୁ ଗ୍ରହଣ କରାଯାଏ ତେବେ ମୋଦୀ ସରକାର ପ୍ରଧାନମନ୍ତ୍ରୀ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ସିଧା ସଳଖ କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବର୍ଷକୁ ୬୦୦୦ ଟଙ୍କା ବ୍ୟତୀତ ୫୦୦୦ ଟଙ୍କା ସାର ସବସିଡି ମିଳିବ ।

ଯଦି ସାର ପାଇଁ କୃଷକମାନଙ୍କୁ ଟଙ୍କା ଦିଆଯିବ ତେବେ ଶସ୍ତା ସାର ବିକ୍ରୟ କରିବା ପାଇଁ କମ୍ପାନୀମାନଙ୍କୁ ଦିଆ ଯାଇ ଥିବା ସବସିଡକୁ ବନ୍ଦ କରି ଦିଆଯିବ । ବର୍ତ୍ତମାନ ସମୟରେ ସରକାର ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ କୃଷକମାନଙ୍କୁ ୩ଟି କିସ୍ତିରେ ୨୦୦୦ ଟଙ୍କା ଦେଉଛନ୍ତି । ଏହି ଯୋଜନାରେ ବର୍ତ୍ତମାନ ପର୍ଯ୍ୟନ୍ତ ୯ କୋଟି କୃଷକ ପଞ୍ଜୀକୃତ ହୋଇସାରିଛନ୍ତି । ଯଦି ଏହି sସୁପାରିସକୁ ଗ୍ରହଣ କରାଯାଏ ତେବେ ସରକାର ମୋଟ ୧୧୦୦୦ ଟଙ୍କା କୃଷକମାନଙ୍କୁ ଦେବେ । ଯାହାକି ସବୁ କୃଷକମାନଙ୍କ ପାଇଁ ଏକ ବଡ ଖୁସି ଖବର ଅଟେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।