ବିନା ପ୍ୟାଣ୍ଟ ପିନ୍ଧି ବାଜାରକୁ ବାହାରିଲେ ରକୁଲପ୍ରୀତ, ଲୋକମାନେ କରିବାକୁ ଲାଗିଲେ ଥଟ୍ଟା ଓ କହିଲେ ‘ପ୍ୟାଣ୍ଟ ପିନ୍ଧିବାକୁ ଭୁଲିଗଲ କି?’

ସୋସିୟାଲ ମିଡିୟାରେ ଯଦି କେହି ୟୂଜର୍ସଙ୍କୁ ପସନ୍ଦ ଆସିଯାଏ ତେବେ ତାଙ୍କର ପ୍ରଶଂସା କରନ୍ତି କିନ୍ତୁ ଯଦି କୌଣସି କାର୍ଯ୍ୟ ପସନ୍ଦ ଆସେ ନାହିଁ ତେବେ ତାହାକୁ ଟ୍ରୋଲ କରା ଯାଇଥାଏ । ସେଲିବ୍ରିଟୀମାନଙ୍କର ଟ୍ରୋଲ ହେବା କୌଣସି ଖରାପ କଥା ନୁହେଁ । କିଛି ଏମିତି ହିଁ ଘଟଣା ଅଭିନେତ୍ରୀ ରକୁଲପ୍ରୀତଙ୍କ ସହ ହୋଇଛି । ସୋସିୟାଲ ମିଡିୟାରେ ରକୁଲପ୍ରୀତଙ୍କର ଗୋଟିଏ ଫଟୋକୁ ଅପଲୋଡ କରାଯାଇଛି ଯେଉଁଥିରେ ସେ କାରରୁ ବାହାରୁଛନ୍ତି ।

ଏବଂ ସେହି ସମୟରେ ସେ ସାର୍ଟ ପିନ୍ଧିଛନ୍ତି କିନ୍ତୁ ତଳେ ପ୍ୟାଣ୍ଟ ଦେଖାଯାଉ ନାହିଁ । ବର୍ତ୍ତମାନ ତାଙ୍କର ଏହି ଫଟୋ ପାଇଁ ସେ ସୋସିୟାଲ ମିଡିୟାରେ ବହୁତ ଚର୍ଚାର ବିଷୟ ହୋଇଯାଇଛନ୍ତି ।

ବିନା ପ୍ୟାଣ୍ଟ ପିନ୍ଧି ବଜାରକୁ ବାହାରିଲେ ରକୁଲପ୍ରୀତ, ଲୋକମାନେ ନେଲେ ମଜା

ବଲୀଉଡର ଅଭିନେତ୍ରୀ ରକୁଲପ୍ରୀତ ସିଂହଙ୍କ ସହିତ କିଛି ଏମିତି ଘଟଣା ହୋଇଯାଇଛି କି ସେ ବର୍ତ୍ତମାନ ଲୋକମାନଙ୍କୁ ଏହାର ଉତ୍ତର ଦେଇ ବୁଲୁଛନ୍ତି । କହିବାକୁ ଗଲେ ଗୋଟିଏ ଇଭେଣ୍ଟରେ ରକୁଲପ୍ରୀତଙ୍କର ଡ୍ରେସ କିଛି ଏହିଭଳି ଥିଲା କି ଯେଉଁଥିରେ କେବଳ ସାର୍ଟ ଥିଲା ପ୍ୟାଣ୍ଟ ନଥିଲା । କେହିଜଣେ ତାଙ୍କର ସେହି ଫଟୋକୁ ଉଠାଇ ସୋସିୟାଲ ମିଡିୟାରେ ଛାଡିଦେଲେ । ସେହି ଫଟୋରେ ବର୍ତ୍ତମାନ ଲୋକମାନେ କମେଣ୍ଟ କରୁଛନ୍ତି ।

ଜଣେ ୟୂଜର କହିଲେ କି, “ପ୍ୟାଣ୍ଟ ପିନ୍ଧିବାକୁ ଭୁଲିଗଲ ନା କଣ ?” ଏହି ସବୁ ଖରାପ କାମେଣ୍ଟ ପରେ ରକୁଲପ୍ରୀତ ଟ୍ରୋଲରମାନଙ୍କୁ ଏକ ଭଲ ଉତ୍ତର ଦେଇଛନ୍ତି ।

ରକୁଲପ୍ରୀତ ଲେଖିଲେ କି, “ ଯିଏ ମୋର ଆଚାର ବିଚାର ଉପରେ ପ୍ରଶ୍ନ କରୁଛନ୍ତି ସେହି ଲୋକମାନେ ସେହି ସମୟରେ କଣ ପାଇଁ କିଛି କୁହନ୍ତି ନାହିଁ ଯେତେବେଳେ ମହିଳାମାନଙ୍କର ଶୋଷଣ ହେଉଥାଏ । ମୁଁ ଏହି କଥା ମାନସିକ ରୋଗରେ ପୀଡିତ ଥିବା ଲୋକମାନଙ୍କୁ କହୁଛି କି ତାଙ୍କର ବି ପରିବାର ଅଛି । ତାଙ୍କୁ କେମିତି ଲାଗିବ ଯେତେବେଳେ ତାଙ୍କ ସହିତ ଏହିଭଳି କିଛି ହେବ । ମୋତେ ଲାଗୁଛି କି ଏହା ଉପରେ ତାଙ୍କର ମା ତାଙ୍କୁ ଚାପୁଡା ମାରିବେ ।”

ସେହି ଫୋଟ ପଛର ରହସ୍ୟ ହେଉଛି ରକୁଲପ୍ରୀତ ଡେନିମ ସାର୍ଟ ତଳେ ଡେନିମ ଶର୍ଟ୍ସ ପିନ୍ଧିଛନ୍ତି ଏବଂ କହିବାକୁ ଗଲେ ତାଙ୍କର ଏହି ଫଟୋର ଗୋଟିଏ ପାର୍ଶ୍ଵ ହିଁ ଶେୟାର କରାଯାଇଛି ଯେତେବେଳେ ତାଙ୍କର ଦୁତ୍ଵିୟ ଫଟୋ ସାମନାକୁ ଆସିଲା ତେବେ ଟ୍ରୋଲରମାନେ ନିଜର ଖରାପ କମେଣ୍ଟକୁ ଡିଲିଟ କରିଦେଲେ ।

ସାଉଥର ଲୋକପ୍ରିୟ ଅଭିନେତ୍ରୀ ରକୁଲ ପ୍ରୀତ

୧୦ ଅକ୍ଟୋବର, ୧୯୯୦ରେ ଦିଲ୍ଲୀରେ ଜନ୍ମି ରକୁଳ ପ୍ରୀତ ସିଂହ ଏହି ସମୟରେ ହାଇଦ୍ରାବାଦରେ ରହୁଛନ୍ତି । ସେ ବହୁତ ବ୍ୟୁଟୀ କନ୍ଟେସ୍ଟ ଜିତିଛନ୍ତି ଏବଂ ସାଉଥର ବହୁତ ସୁପରହିଟ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଏତଦ ବ୍ୟତିତ ସେ ବଲୀଉଡରେ ମଧ୍ୟ କାମ କରିଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ପୋଷ୍ଟଟି ପସନ୍ଦ ଆସିଥାଏ, ଅଧିକରୁ ଅଧିକ ଶେୟାର କରନ୍ତୁ ଓ ଆମ ପେଜକୁ ଲାଇକ କରନ୍ତୁ ।