ଫଟୋରେ ନଜର ଆସୁଥିବା ଏହି କୁନି ପିଲାଟି ଆଜି ହେଉଛନ୍ତି Bollywood ର ଜଣେ ଟପ ହିରୋଇନ, କଣ ଆପଣ ଚିହ୍ନି ପାରୁଛନ୍ତି ସେ କିଏ ?

ସୋସିଆଲ ମିଡିଆ ବର୍ତ୍ତମାନ ସମସ୍ତଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ଯାଇଛି । ସେଲିବ୍ରେଟି ମାନେ ଏହି ସୋସିଆଲ ମିଡିଆରେ ପ୍ରାୟତଃ ନିଜ ଫଟୋ ଓ ଭିଡିଓ କୁ ସେୟାର କରନ୍ତି । ଏମିତି ରେ କିଛି ବଲିଉଡ ଷ୍ଟାର ମାନେ ନିଜର ପିଲା ବେଳର ଫଟୋ ଅଧିକାଂଶ ସମୟରେ ସେୟାର କରିଥାନ୍ତି । ସୋସିଆଲ ମିଡିଆରେ ଏହି କିଛି ଦିନ ହେବ ଏକ ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ଛୋଟ ପିଲା ନଜର ଆସୁଛି ଯିଏ ଆଜି ବଡ ହୋଇ ବଲିଉଡ ର ଏକ ଫେମସ ଅଭିନେତ୍ରୀ ହୋଇ ଯାଇଛି । ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ଜଣକ କିଏ ।

ବଲିଉଡ ର ଏହି ଫେମସ ଅଭିନେତ୍ରୀ ନିଜର ଇଂଷ୍ଟାଗ୍ରାମରେ ନିଜ ପିଲାବେଳର ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ଏକ ଲାଲ ରଙ୍ଗର ସ୍ଵିମସୁଟ ପିନ୍ଧିଥିବାର ନଜର ଆସୁଛନ୍ତି । ଏହା ସହିତ ଫଟୋରେ ସେ ବହୁତ କ୍ୟୁଟ ଏକ୍ସପ୍ରେସନ ମଧ୍ୟ ଦେଇଛନ୍ତି । ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଇଏ ହେଉଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କରିନା କପୁର ଖାନ ।

କରିନା ନିଜର ପିଲା ବେଳର ଫଟୋକୁ ନିଜ ଇନ୍ସ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି କ୍ୟାପ୍ସନରେ କ୍ୟାପ୍ସନରେ ଲେଖିଛନ୍ତି, ‘ମୁଁ ଏହି ଦିନ… ଯେତେବେଳେ କେହି ମୋ ସହ ହାତ ମିଶାଇବା ପାଇଁ ପ୍ରୟାସ କରିଥାଏ । ଆମେ ଆପଣଙ୍କୁ କହି ଦେଉଛୁ ଯେ, ସେ ଏହି କ୍ୟାପ୍ସନ କରୋନା ଭାଇରସ ପାଇଁ ଲେଖିଛନ୍ତି ।

ତାଙ୍କର ଏହି ପିଲା ବେଳର ଫଟୋକୁ ତାଙ୍କ ଫ୍ୟାନ୍ସ ମାନେ ବହୁତ ପସନ୍ଦ କରୁଛନ୍ତି । କରିନାଙ୍କ ଫ୍ୟାନ୍ସ ମାନେ ତାଙ୍କ ପିଲା ବେଳର ଫଟୋ ସହ ତାଙ୍କ ପୁଅ ତେମୁରର ଫଟୋକୁ ମଧ୍ୟ ତୁଳନା କରିଛନ୍ତି । ଏହି ଫଟୋ ରେ କରିନାଙ୍କ ଏକ୍ସପ୍ରେଶନ ବହୁତ କ୍ୟୁଟ ଲାଗୁଛି ।

କରିନାଙ୍କ ପିଲା ବେଳର ଫଟୋ ପାଇଁ ଜଣେ ଫ୍ୟାନ ଏକ କମେଣ୍ଟ ଲେଖି କହିଲେ, ‘ତେମୁରର ଫଟୋ ତ ତାଙ୍କ ନିଜ ଆକାଉଣ୍ଟରେ ହି ଅପ୍ଲୋଡ ହେବା ଦରକାର’ । ଆପଣଙ୍କୁ କହିଦେଉଛୁ କି ବର୍ତ୍ତମାନ କରିନା ଶେଫ ଅଲି ଖାନ ଙ୍କୁ ବିବାହ କରି ବହୁତ ଖୁସିରେ ଅଛନ୍ତି ଓ ସେ ବର୍ତ୍ତମାନ ଦ୍ଵିତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି । ଏହି ଖୁସି ଖବର ପାଇ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ବହୁତ ଖୁସି ଅଛନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ବଲିଉଡ ର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।