ବିବାହ ପୂର୍ବରୁ ମା ବନି ଯାଇଥିଲେ Bollywoodର ଏହି 5 ହିରୋଇନ, 4ନଂଙ୍କୁ ଦେଖିଲେ ଆପଣଙ୍କୁ ବିଶ୍ବାସ ହେବନାହିଁ

ବିବାହ ପୂର୍ବରୁ ମା ହୋଇଯିବା ଭାରତୀୟ ସଂକୃତି ରେ ଏକ ଅପମାନ ଜନକ ହୋଇଥାଏ । ଏହା ସମାଜ ଦ୍ୱାରା ସ୍ୱୀକାର କରାଯାଏ ନାହିଁ । ଯଦି କୌଣସି ଯୁବତୀ ବିବାହ ପୂର୍ବରୁ ଗର୍ଭବତୀ ହୋଇଯାଏ ତେବେ ତୁରନ୍ତ ତାର ବିବାହ କାରିଦିଆଯାଏ ଯାହାଫଳରେ କି ସମାଜରେ ଲୋକ ଲୋଚନକୁ ଏହା ଆସିପାରେନାହିଁ । ଏହି ପରି ଭାବରେ ବଲିଉଡର ୫ ଜଣ ଅଭିନେତ୍ରୀ ବିବାହ ପୂର୍ବରୁ ମା ହୋଇଯାଇଥିଲେ ।

ବଲିଉଡ ରେ ତ ସବୁ ଦିନ କିଛି ନା କିଛି ରୋଚକ ଘଟଣା ଘଟୁଛି । ଏହା କିନ୍ତୁ ଏକ ଚମକୀଲା ପରି ଘଟଣା ଟିଏ । ତେବେ ଆଜି ଆସନ୍ତୁ ଜାଣିବା ସେ କେଉଁ ଅଭିନେତ୍ରୀ ମାନେ ବିବାହ ପୂର୍ବରୁ ମା ହୋଇଯାଇଥିଲେ ଓ ବହୁତ ତରବରିଆ ଭାବରେ ବିବାହ କରିଥିଲେ ।

ମହିମା ଚୌଧୁରୀ

ବଲିଉଡ ଫିଲ୍ମ ପ୍ରଦେଶରେ  ସାହାରୁକ ଖାନଙ୍କ ସହ ଅଭିନୟ କରିଥିବା ଅଭିନେତ୍ରି ମହିମା ଚୌଧିରୀଙ୍କୁ ତ ସମସ୍ତେ ଜାଣିଥିବେ ନିଶ୍ଚିତ । ସେ ବିବାହ ପୂର୍ବରୁ ଗର୍ଭବତୀ ଥିଲେ । ମହିମା ଚୌଧୁରୀଙ୍କ ଏହି ଭଟଣା  ଲୋକ ଲୋଚନ କୁ ଆସିବା ପୂର୍ବରୁ ତରବରିଆ ଭାବେ ବିବାହ କରି ଦେଇଥିଲେ । ମହିମା ପ୍ରସିଦ୍ଧ ବାସ୍ତୁକାର ବବି ମୁଖାର୍ଜୀଙ୍କ ସହ ବର୍ଷ ୨୦୧୪ ରେ ବିବାହ କରିଥିଲେ । ଏହି ବିବାହର କିଛି ମାସ ପରେ ମହିମା ଚୋୖଧିରି ଏକ ଝିଅ ସନ୍ତାନ କୁ ଜନ୍ମ କରିଥିଲେ । ତାଙ୍କର ଏହି ସନ୍ତାନ ବିବାହର ୬ ମାସ ମଧ୍ୟରେ ହୋଇଥିଲା । ଏଥିରୁ ଜଣା ଯାଏ କି ମହିମା ବିବାହ ପୁର୍ବରୁ ଗର୍ଭବତୀ ଥିଲେ ।

ସେଲିନା ଜେଟେଳି

ବଲିଉଡର ଆଉ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ସେଲିନା ଜେଟଲି । ସେଲିନା ଜେଟଲି ୨୦୧୧ ରେ ଦୁବାଇର ଜଣେ ହୋଟେଲ ବ୍ୟବସାୟୀ ପିଟର ହଗ ଙ୍କୁ ବିବାହ କରିଥିଲେ । ସେଲିନା ବିବାହର କିଛି ମାସ ପରେ ଯାଆଁଳା ସନ୍ତାନ ଜନ୍ମ କରିଥିଲେ । ସେ ବିବାହ ପୂର୍ବରୁ ଗର୍ଭବତୀ ଥିଲେ ବୋଲି ଜଣାଯାଏ ।

ସାରିକା

ବଲିଉଡର ପ୍ରସିଦ୍ଧ ଅଭିନେତା କମାଲ ହାସନ ଙ୍କର ଦ୍ଵିତୀୟ ସ୍ତ୍ରୀ ଥିଲେ ସାରିକା । ସେ ସାଉଥ ରେ ଜଣେ ଜଣା ଶୁଣା ପ୍ରସିଦ୍ଧ ଅଭିନେତ୍ରୀ ଥିଲେ । ସାରିକା ବିବାହ ପୂର୍ବରୁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଏହି କାରଣରୁ କମାଲ ହାସନ ତାଙ୍କର ପ୍ରଥମ ସ୍ତ୍ରୀ କୁ ଛାଡି ଦେଇଥିଲେ ଓ ସାରିକାଙ୍କୁ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ବି ତାଙ୍କ ସହ ବିବାହ ବିଚ୍ଛେଦ ହୋଇଥିଲା । ଏହାପରେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ ଜାଣିବେ ଆଶ୍ଚର୍ଯ୍ୟ ହୋଇଯିବେ ।

ଶ୍ରୀଦେବୀ

ସେ ଆଉ କେବି ନୁହେଁ ସେ ହେଉଛନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀ । ଶ୍ରୀଦେବୀଙ୍କର ବିବାହ ପୂର୍ବରୁ ବନୀ କାପୁରଙ୍କ ସହ ସମ୍ପର୍କ ଥିଲା । ସେଥିପାଇଁ ସେ ବନୀ କାପୁରଙ୍କ ବିବାହ ପୂର୍ବରୁ ଗର୍ଭାବତି ହୋଇଥିଲେ । ଶ୍ରୀଦେବୀ କିନ୍ତୁ ଏହାକୁ କାହାଉ ଲୁଚାଇନଥିଲେ । ଶ୍ରୀଦେବୀ ଗର୍ଭବତୀ ହେଲା ପରେ ବନୀ କାପୁର ନିଜର ପ୍ରଥମ ସ୍ତ୍ରୀକୁ ଛାଡ ପତ୍ର ଦେଇଥିଲେ । ଏହାପରେ ବନୀ କାପୁର ଶ୍ରୀଦେବୀଙ୍କ ବିବାହ କରିଥିଲେ । ଏହି ବିବାହର କିଛି ମାସ ପରେ ଶ୍ରୀଦେବୀ ଜାହ୍ନବୀ ଜନ୍ମ ଦେଇଥିଲେ ।

କଙ୍କଣ ସେନ

ଏହାପରେ ଆଉ ଜଣେ ପ୍ରସିଦ୍ଧ ଅଭିନେତ୍ରୀ କଙ୍କଣ ସେନ ବି ବିବାହ ପୂର୍ବରୁ ଗର୍ଭବତୀ ଥିଲେ । ସେଠି ପାଇଁ ଅଭିନେତା ରଣବିର ସୌରୀଙ୍କ ସହ ତରବରିଆ ଭାବେ ବିବାହ କରିଥିଲେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।