ଜୀବନରେ ସଫଳ ହେବାର ଅଛି ତ ଏହି କଥା କୁ ମନେରଖିଥିବେ, ଆପଣଙ୍କ ଜୀବନ ବଦଳାଇଦେବ ଏହି ଗୋଟେ କଥା

ବନ୍ଧୁଗଣ ଯଦି ଭରସା ଭଗବାନ ଙ୍କ ଉପରେ ଅଛି ତେବେ ଭାଗ୍ୟ ରେ ଯାହା ଥିବ ମିଳିବ ଏବଂ ଭରସା ଯଦି ନିଜ ଉପରେ ଅଛି ତେବେ ଭଗବାନ ଆପଣଙ୍କ ଇଚ୍ଛା ଅନୁସାରେ ଫଳ ମିଳିବ । ଏବଂ ସେ ବ୍ୟକ୍ତି ଉପରେ କେବେବି ସନ୍ଦେହ କିମ୍ବା ଧୋକା ଦେବା ନାହିଁ ଯିଏ ଏ ସମୟରେ ବି ଆପଣଙ୍କୁ ସମସ୍ୟ ଦେଉଛି । ମଣିଷ ସେତେବେଳେ ବଦଳି ଯାଏ ଯେବେ କୌଣସି ଜଣେ ଖାସ ବ୍ୟକ୍ତି ତା ଜୀଵନ କୁ ଆସିଥାଏ କିମ୍ବା କୌଣସି ଖାସ ବ୍ୟକ୍ତି ଜୀବନ ରୁ ଚାଲିଯାଏ ।

ଏବଂ ଲୁଣ ଭଳି ପିତା ଜ୍ଞାନ ଦେଉଥିବା ବ୍ୟକ୍ତି ହିଁ ପ୍ରକୃତ ବନ୍ଧୁ ଥାଏ । ଏବଂ ମିଠା ମିଠା କଥା କହୁଥିବା ବ୍ୟକ୍ତି ଚୁଗଲ ଖୋର ହୋଇଥାଏ । ଇତିହାସ ସାକ୍ଷୀ ଅଛି ଯେ ଆଜି ପର୍ଯ୍ୟନ୍ତ ଲୁଣ ରେ କେବେବି ପୋକ ଲାଗେନି କିନ୍ତୁ ମିଠା ରେ ଲାଗିଯାଏ । ଏବଂ କଡା ସତ୍ୟ ହେଉଛି ମାତା ପିତାଙ୍କ କଥା ବହୁତ ଖରାପ ଲାଗେ କିନ୍ତୁ ତାଙ୍କ ସମ୍ପତି ସମସ୍ତ ଙ୍କୁ ଭଲ ଲାଗିଥାଏ ।

ସମ୍ପର୍କ ହୃଦୟ ରୁ ହେବା ଆବଶ୍ୟକ କେବଳ ଶବ୍ଦ ରେ ନୁହେଁ ସେହି ପରି ରାଗ କିମ୍ବା ଶତ୍ରୁତା ଶବ୍ଦ ରେ ହିଁ ହେବା ଉଚିତ ହୃଦୟ ରେ ନୁହେଁ । ମଣିଷ ଯେବେ ବି କିଛି ଭୁଲ କାମ କରିଥାଉ ତେବେ ବାମ ଡାହାଣ ଏପଟ ସେପଟ ସବୁ ଦେଖେ କିନ୍ତୁ ଉପରକୁ ଦେଖେ ନାହିଁ । ଯେ ପର୍ଯ୍ୟନ୍ତ ଆପଣଙ୍କୁ ଆପଣଙ୍କର ନିଜର ସବୁଠୁ ବଡ଼ ଡର ବିଷୟରେ ଜଣା ନାହିଁ ସେ ପର୍ଯ୍ୟନ୍ତ ଆପଣ ନିଜର ସବୁଠୁ ବଡ଼ ବଳ ବିଷୟରେ ମଧ୍ୟ ଜାଣିପାରିବେ ।

ଏବଂ ଖୁସି ରହିବାର ଗୋଟିଏ ମନ୍ତ୍ର ଅଛି ଭରସା ଓ ଇଚ୍ଛା କେବଳ ନିଜ ଉପରେ ରଖ ଆଉ କାହା ଉପରେ ନୁହେଁ । ସେ ବ୍ୟକ୍ତି ସହ ରୁହ ଯାହାଙ୍କର ସମୟ ଖରାପ ଅଛି କିନ୍ତୁ ଯାହାର ମନସା ଖରାପ ତାହା ସହ ରୁହ ନାହିଁ । ନିଜ ଘର ର କବାଟ କୁ ଛୋଟ ହିଁ ରହୁ ଯିଏ ତଳକୁ ନଇଁ ଆସିଗଲା ଜାଣିବ ସେ ତମ ନିଜର । ଯେବେ ସମ୍ପର୍କରେ ଅଭିମାନ, ଅଭିଯୋଗ ଆଦି କମ ହୋଇଯାଏ ସେତେବେଳେ ଜାଣିବ କି ଆପଣ ଙ୍କ ସଂପର୍କ ଦୁର୍ବଳ ହୋଇ ପଡ଼ିଲାଣି ।

କିଏ ଜଣେ ବହୁତ ଭଲ କଥା କହିଛନ୍ତି କି ଯିଏ ମନରେ କିଛି ଭର୍ତ୍ତି କରି ବଞ୍ଚେ ସେ କେବେବି ମନ ଭର୍ତ୍ତି କରି ବଂଚି ପାରେନି । ମନୁଷ୍ୟ ତ ଜନ୍ମ ର ଦୁଇ ବର୍ଷ ପରେ କଥା କହିବା ଶିଖି ଯାଏ କିନ୍ତୁ କଣ କହିବାର ଅଛି ତାହା ଜୀଵନ ଯାକ ଶିଖି ପାରେ ନାହିଁ । ଆଜି କାଲି ର ସମ୍ପର୍କ ଠୁ ତ ମୋବାଇଲ ଫୋନ ବହୁତ ଭଲ ଶେଷ ହେବା ପୂର୍ବରୁ ବର୍ନିଂ ତ ଦିଏ । ଧୋକା ଖାଇଥିବା ବ୍ୟକ୍ତି ଧୋକା ଖାଇ ବୁଝିଯାଏ କିନ୍ତୁ ଧୋକା ଦେଉଥିବା ବ୍ୟକ୍ତି ଭୁଲ କରିଚାଲି ଥାଏ ।

ଏବଂ ଜଣେ ବହୁତ ଭଲ କଥା କହିଛନ୍ତି କି ସମୟ ସବୁବେଳେ ସମାନ ନଥାଏ । ସିଏ ବି କାନ୍ଦେ ଯିଏ ଅନ୍ୟ କୁ କନ୍ଦାଏ । ଜୀବନ ରେ ଯେତେ ଦୁଃଖ କଷ୍ଟ ଆସୁ ତାକୁ ସବୁବେଳେ ହସି କି ସାମ୍ନା କରିବା ଆବଶ୍ୟକ । କାରଣ ସୂର୍ଯ୍ୟ ଯେତେ କଷ୍ଟ ଦେଲେ ମଧ୍ୟ ସମୁଦ୍ର କେବେବି ଶୁଖେ ନାହିଁ । ପରିଶ୍ରମ ର ଫଳ ଯେତେ ଡେରି ହେଲେ ମଧ୍ୟ ମିଳେ । ସେଥିପାଇଁ ସବୁବେଳେ ପରିଶ୍ରମ କରିବା ଆବଶ୍ୟକ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।