ଇଣ୍ଡିଆର 12 ସବୁଠୁ ସୁନ୍ଦର IAS ଓ IPS ମହିଳା ଅଫିସର

ବନ୍ଧୁଗଣ ଆଜି ଆମେ ସବୁଠାରୁ ସୁନ୍ଦରୀ ଆଇ ଏ ଏସ ଓ ଆଇ ପି ଏସ ମହିଳା ମାନଙ୍କ ବିଷୟରେ ଚର୍ଚ୍ଚା କରିବା । ଆମେ ଦୁନିଆ ରେ ବହୁତ ସୁନ୍ଦରୀ ମହିଳା ଦେଖିଛେ । କିନ୍ତୁ କୌଣସି ସରକାରୀ ଚାକିରୀ କ୍ଷେତ୍ରରେ ବହୁତ କମ ନଜର ଆସିଥାନ୍ତି । ତେବେ ଚାଲନ୍ତୁ ଆମେ ଜାଣିନେବା ସୁନ୍ଦରୀ ଆଇ ଏ ଏସ ଓ ଆଇ ପି ଏସ ମହିଳା ମାନଙ୍କ ବିଷୟରେ । ୧- ପ୍ରଥମ ନମ୍ବର ରେ ସୋନିଆ ନାରଙ୍ଗ । ସୋନିଆ କର୍ଣ୍ଣାଟକ ର ୨୦୦୨ ବ୍ୟାଚ ର ଆଇ ପି ଏସ । ୨୦୦୪ରେ ତାଙ୍କୁ କର୍ଣ୍ଣାଟକ ର ଗୁଲବର୍ଗା ରେ ପ୍ରଥମ ପୋଷ୍ଟିଂଗ ମିଳିଥିଲା ।

ସେ ସେବେ ଚର୍ଚ୍ଚା ରେ ଆସିଥିଲେ ଯେବେ ସେ ସମସ୍ତଙ୍କ ଆଗରେ ଏମ ଏ ଲେ କୁ ଚାପୁଡ଼ା ମାରିଦେଇ ଥିଲେ । ଏବଂ ସୋନିଆ ଙ୍କ ଉପରେ ଏକ ସାଉଥ ସିନେମା ମଧ୍ୟ ବନିଥିଲା ଯାହାର ନାମ ଅହଲ୍ୟା ।

୨- ଦ୍ଵିତୀୟ ନମ୍ବର ରେ ଚନ୍ଦନା ଦୀପ୍ତି । ଚନ୍ଦନା ତେଲେଙ୍ଗାନା ଜିଲ୍ଲାରେ ବହୁତ ସ୍ଥାନରେ କାମ କରିଥିଲେ । ଚନ୍ଦନା ସୋସିୟାଲ ମିଡିଆରେ ବହୁତ ଆକ୍ଟିଭ ଅଛନ୍ତି । ଏବଂ ଚନ୍ଦନା ଙ୍କୁ ଭାରତ-ନାଟ୍ୟମ ମଧ୍ୟ ଶିଖିଛନ୍ତି ।

୩- ତୃତୀୟ ନମ୍ବର ରେ ସ୍ତୁତି ଚରଣ । ସ୍ତୁତି ଜୋଧପୁର ରେ ରୁହନ୍ତି । ସ୍ତୁତି ଙ୍କୁ ଛୋଟବେଳୁ ଆଇ ଏ ଏସ ଅଫିସର ହେବାର ବହୁତ ଇଚ୍ଛା ଥିଲା ଏବଂ ସେ ନିଜର କଠିନ ପରିଶ୍ରମ ରେ ସେ ଏହାକୁ ସଫଳ ମଧ୍ୟ କରି ପାରିଥିଲେ ।

୪- ଚତୁର୍ଥ ନମ୍ବର ରେ ରୋଶନ ଜାକବ । ରୋଶନ ଗୁଣ୍ଡା ଜିଲ୍ଲାରେ ମାଜିଷ୍ଟ୍ରେଟ ହୋଇ ସେବା କରୁଛନ୍ତି । ଏବଂ ସେ ବହୁତ ସମାଜ ସେବା ମଧ୍ୟ କରିଥାନ୍ତି ।

୫- ପଞ୍ଚମ ନମ୍ବର ରେ ରିଜୁ ବାଫନା । ରିଜୁ ଛତିଶଗଡ଼ ରେ ରୁହନ୍ତି । ରିଜୁ ୨୦୦୭ ରେ ୟୁ ପି ଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏବଂ ୨୦୧୪ ରେ ଆଇ ଏ ଏସ ହୋଇ ଯାଇଥିଲେ । ଏବଂ ତାଙ୍କ ହସ ବହୁତ ଆକର୍ଷଣୀୟ ।

୬- ଷଷ୍ଠ ନମ୍ବର ରେ ହେଉଛନ୍ତି ସଂଯୁକ୍ତା ପରାସର । ସଂଯୁକ୍ତା ଆସାମ ରେ ରୁହନ୍ତି । ସେ ଦିଲ୍ଲୀରେ ନିଜର ସ୍ନାତକୋତ୍ତର ରେ ଉତ୍ତୀର୍ଣ୍ଣ ହୋଇ ଥିଲେ । ସଂଯୁକ୍ତା ଙ୍କୁ ୨୦୦୮ ରେ ହିଁ ଆସାମ ର ମାକୁଲ ଜିଲ୍ଲାରେ ପ୍ରଥମ ପୋଷ୍ଟ ମିଳିଥିଲା । ସଂଯୁକ୍ତା ଦେଖିବାକୁ ବହୁତ ଆକର୍ଷଣୀୟ ଓ ସୁନ୍ଦରୀ ।

୭- ସପ୍ତମ ନମ୍ବର ରେ ହେଉଛନ୍ତି ସ୍ମିତା ସଭରୱାଲ । ସ୍ମିତା ୱେଷ୍ଟ ବେଙ୍ଗଲ ରେ ରୁହନ୍ତି । କିନ୍ତୁ ତାଙ୍କ ସମସ୍ତ ପାଠ ପଢା ହାଇଦ୍ରାବାଦ ରେ ହୋଇ ଥିଲା । ୨୦୦୦ ରେ ସେ ୟୁ ପି ଏସ ପରୀକ୍ଷାରେ ରାଙ୍କ ଚତୁର୍ଥ ରେ ଆସିଥିଲେ । ଏବଂ ସ୍ମିତା ଭାରତର ପ୍ରଥମ ଆଇ ପି ଏସ ଅଫିସର ଯିଏ ମୁଖ୍ୟ ମନ୍ତ୍ରୀ କାର୍ଯ୍ୟଳୟ ରେ ନିଯୁକ୍ତି ମିଳି ଥିଲା । ଏବଂ ସ୍ମିତା ଦେଖିବାକୁ ବହୁତ ସୁନ୍ଦରୀ ଓ ଆକର୍ଷଣୀୟ ।

୮- ଅଷ୍ଟମ ନମ୍ବର ରେ ମେରିନ ଜୋଶେପ । ମେରିନ ଜୋଶେପ ଙ୍କ ଜନ୍ମ କେରଳ ରେ ହୋଇଥିଲା । କିନ୍ତୁ ତାଙ୍କ ବାଲ୍ୟକାଳ ଦିଲ୍ଲୀରେ ଯାଇଥିଲା । ସିଏ ଇତିହାସ ରେ ଏମ ଏ କରିଥିଲେ । ଏବଂ ପରେ କେରଳ ର ସବୁଠୁ କମ ବୟସ ମହିଳା ଆଇ ପି ଏସ ଅଫିସର ହୋଇଥିଲେ । ଏବଂ ମେରିନ ଦେଖିବାକୁ ବହୁତ ସୁନ୍ଦର ମଧ୍ୟ ।

୯- ନବମ ନମ୍ବର ରେ ବି ଚନ୍ଦ୍ରକଳା । ବି ଚନ୍ଦ୍ରକଳା ତେଲେଙ୍ଗାନା ର କରିମ ନଗରରେ ରୁହନ୍ତି । ସେ ଭୂଗୋଳ ରେ ସ୍ନାତକୋତ୍ତର କରିଥିଲେ । ଏବଂ ସେ ୨୦୦୮ ରେ ଆଇ ଏ ଏସ କ୍ୟାଡେଡ଼ ବ୍ୟାଚ ର । ସେ ସେବେ ଚର୍ଚ୍ଚା ରେ ଆସିଥିଲେ ଯେବେ ତାଙ୍କ ଏକ ଭିଡିଓ ଭାଇରଲ ହୋଇଥିଲା ଯେବେ ସେ କିଛି ବ୍ୟକ୍ତି ଙ୍କୁ ଭୁଲ କରି ଥିବାରୁ ପାଟି କରୁଥିଲେ । ତାଙ୍କର ଏକ ଝିଅ ମଧ୍ୟ ଅଛି ।

୧୦- ଦଶମ ନମ୍ଭର ରେ ଟିନା ଡାବୀ । ଟିନା ଡାବୀ ଙ୍କ ଜନ୍ମ ଭୋପାଳ ରେ ହୋଇଥିଲା । କିନ୍ତୁ ତାଙ୍କ ବାଲ୍ୟକାଳ ଦିଲ୍ଲୀରେ ଯାଇଥିଲା । ସିଏ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରିଥିଲେ । ଏବଂ ସେ ରାଜସ୍ଥାନ କ୍ୟାଡେଡ଼ ରେ କାମ କରିଥିଲେ । ତାଙ୍କୁ ଲାଲ ବାହାଦୂର ଶାସ୍ତ୍ରୀ ଏକାଡେମୀ ରେ ତାଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିଲା ।

୧୧- ଏକାଦଶ ନମ୍ବର ରେ ପୂଜା ଯାଦବ । ପୂଜା ମହେନ୍ଦ୍ର ଗଡ଼ ହରିୟାଣା ରେ ରହିଥିଲେ । ପୂଜା ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଓ ପିଜି କରିଥିଲେ । ଏବଂ ସେ ୨୦୦୪ରେ ଆଇ ପି ଏସ ବ୍ୟାଚ ର ସଦସ୍ୟ ରହି ଥିଲେ । ସେ ଏବେ ଡେପୁଟି ପୁଲିସ କମିଶନର ଅଛନ୍ତି । ସେ ଦେଖିବାକୁ ବହୁତ ଆକର୍ଷଣୀୟ ।

୧୨- ଦ୍ୱାଦଶ ନମ୍ବର ରେ ନଭଜୋତ ସିମି । ନଭଜୋତ ପଞ୍ଜାବ ରେ ରୁହନ୍ତି ସେ ଜଣେ ଅନୁସୂଚିତ ଜାତିର । ଏବଂ ସେ ନିଜର ସମସ୍ତ ପାଠ ପଢା ପଞ୍ଜାବ ରେ ହୋଇଥିଲା । ଏବଂ ସେ ଲୁଧିୟାନା ରେ ବିଡିଏସ ର ଡିଗ୍ରୀ ହାସଲ କରିଥିଲେ । ଏବଂ ସେ ପଟନା ରେ ଡି ଏସ ପି ଅଛନ୍ତି । ଏବଂ ସେ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ ମଧ୍ୟ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ଦେଶ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।