ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ହେଉ ହେଉ ରହିଗଲେ କରିନା କପୂର, ଆସନ୍ତୁ ଜାଣିବା କିଏ ଅଟନ୍ତି ସେହି ମୁଖ୍ୟ ମନ୍ତ୍ରୀ

କରିନା କପୂର ବଲିଉଡର ଜଣେ ସୁନ୍ଦର ଓ ଷ୍ଟାଇଲିସ ଅଭିନେତ୍ରୀ ଅଟନ୍ତି । ତାଙ୍କ ଝିଅ ତୈମୂରଙ୍କ ଜନ୍ମ ପରେ ସେ ପୁଣି ଫିଲ୍ମ ଜଗତକୁ ଫେରିଛନ୍ତି । କିଛି ଦିନ ତଳେ ଆସିଥିବା ଫିଲ୍ମ “ବୀରେ ଦୀ ୱେଡିଙ୍ଗ” ଫିଲ୍ମରେ ନଜର ଆସିଥିଲେ । ଆଜି ଆମେ ଆପଣଙ୍କୁ ତାଙ୍କ ଫିଲ୍ମ କ୍ୟାରିୟର ବିଷୟରେ ନୁହେଁ ବରଂ ତାଙ୍କ ଲଭ ଲାଇଫ ବିଷୟରେ କହିବୁ । କରିନା କପୂର ଜଣେ ମୁଖ୍ୟମନ୍ତ୍ରୀଙ୍କ ସହ ବିବାହ କରିଥାନ୍ତେ, ଏହି ସମ୍ପର୍କରେ ବହୁତ ଲୋକଙ୍କୁ ଜଣା ନାହିଁ । ଆସନ୍ତୁ ଜାଣିବା କଣ ଅଟେ ଏହି କାହାଣୀ ।

କରିନା କପୂର ଯେଉଁ ମୁଖ୍ୟମନ୍ତ୍ରୀଙ୍କ ସହ ବିବାହ କରିଥାନ୍ତେ , ତାଙ୍କ ନାମ ଅଖିଲେଶ ୟାଦବ ଅଟେ । ଅଖିଲେଶ ୟାଦବ ୟୁପିର ମୁଖ୍ୟମନ୍ତ୍ରୀ ଅଟନ୍ତି । ଅଖିଲେଶ ୟାଦବ କରିନା କପୂରଙ୍କର ଜଣେ ପ୍ରଶଂସକ ଥିଲେ । ସେ କରିନାଙ୍କୁ ପସନ୍ଦ କରୁଥିଲେ । ଅଖିଲେଶ ୟାଦବଙ୍କ ପିତା ମୁଲାୟମ ଏହି ବିବାହରେ ରାଜି ହୋଇନଥିଲେ । ତେଣୁ କରିନା ଓ ଅଖିଲେଶ ୟାଦବଙ୍କ ବିବାହ ହୋଇପାରିନଥିଲା ।

ମୂଲାୟମ ୟାଦବ ଚାହୁଁନଥିଲେ ଅଖିଲେଶ କରିନାଙ୍କୁ ପସନ୍ଦ କରନ୍ତୁ ଓ ସେ ରାଜନୈତିକ ଦଳରେ ରହି କୌଣସି ଅଭିନେତ୍ରୀଙ୍କୁ ବିବାହ କରନ୍ତୁ । ସେଥିପାଇଁ ଅଖିଲେଶ ୟାଦବଙ୍କ ବିବାହ ୧୯୯୯ ମସିହାରେ ଦୀପଲ ୟାଦବଙ୍କ ସହ ହୋଇଥିଲା ।

କରିନା ମଧ୍ୟ ୨୦୧୨ ମସିହାରେ ଅଭିନେତା ସୈଫ ଅଲୀ ଖାନଙ୍କ ସହ ବିବାହ କରିଥିଲେ । କରିନାଙ୍କର ଗୋଟିଏ ପୁଅ ଅଛି । ଯାହାର ନାମ ତୈମୂର ଅଟେ । ଏହା ଥିଲା କରିନା ମୁଖ୍ୟମନ୍ତ୍ରୀଙ୍କ ସହ ବିବାହ କରିପାରି ନ ଥିବାର କାହାଣୀ, ଯାହା ଆମେ ଆପଣଙ୍କ ସହ ଆଲୋଚନା କଲୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।