ଏତେ ଛୋଟ କଥାକୁ ନେଇ ବଡିଗାର୍ଡ୍ସ ଉପରେ ରାଗିଗଲେ ଆଲିୟା ଭଟ୍ଟ, ଲୋକେ କହିଲେ – ‘ରଣବୀର ସହିତ ରହିବ ତ ବତମିଜ…’

ବଲୀଉଡର ଚୁଲବୁଲୀ ଗର୍ଲ ମାନେ ଆଲିୟା ଭଟ୍ଟ ବର୍ତ୍ତମାନ ଦିନରେ ଫିଲ୍ମରୁ ଅଧିକା ରଣବୀର କପୁରଙ୍କ ସହିତ ନିଜର ରିଲେଶନଶିପକୁ ନେଇ ବହୁତ ଚର୍ଚାରେ ରହୁଛନ୍ତି । ଯେଉଁ କାରଣରୁ ଦୁଇ ଜଣଙ୍କର ଭିଡିଓ ଓ ଫଟୋ ସୋସିୟାଲ ମିଡିୟାରେ ବହୁତ ଭାଇରାଲ ବି ହୋଇଥାଏ । ଭାଇରାଲ ହୋଇଥିବା ଫଟୋରେ ଆଲିୟା ଓ ରଣବୀର ପ୍ରାୟତଃ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଥାନ୍ତି । କିନ୍ତୁ ଏଥର ଆମେ ତାଙ୍କର ପ୍ରେମର କଥା ନୁହେଁ, ଅଥବା ଚୁଲବୁଲୀ ଗର୍ଲର ବ୍ୟବହାର ବିଷୟରେ କଥାବାର୍ତ୍ତା କରୁଛୁ ।

ସୋସିୟାଲ ମିଡିୟାରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଆଲିୟା ଭଟ୍ଟ ନିଜର ବଡୀଗାର୍ଡ୍ସଙ୍କୁ ଉପରେ ଗାଳି କରୁଥିବାର ନଜର ଆସୁଛନ୍ତି ।

ଆଲିୟା ଭଟ୍ଟ ପ୍ରାୟତଃ ନିଜ ଫ୍ୟାନମାନଙ୍କ ସହିତ ଭଲ ବ୍ୟବହାର କରିଥାନ୍ତି, କିନ୍ତୁ ଏଥର ତାଙ୍କର ନିଜର ବଡୀଗାର୍ଡ୍ସଙ୍କ ପ୍ରତି ବ୍ୟବହାର ଦେଖି ତାଙ୍କର ଫ୍ୟାନମାନେ ରାଗି ଯାଇଛନ୍ତି । କହିବାକୁ ଗଲେ ଆଲିୟା ଭଟ୍ଟ କ୍ୟାମେରା ସାମନାରେ ହିଁ ନିଜର ବଡୀଗାର୍ଡ୍ସଙ୍କ ଉପରେ ଚିଲାଇବାକୁ ଲାଗିଲେ ଓ ତାଙ୍କୁ ଗାଳି କରିଲେ, ଯାହାର ଏକ ଭିଡିଓ ବହୁତ ଜଲ୍ଦି ଭାଇରାଲ ହେଉଛି । ଏହି ଭିଡିଓରେ ୟୁଜର ମାନେ ଆଲିୟାଙ୍କୁ ଟ୍ରୋଲ ବି କରୁଛନ୍ତି ।

ବଡୀଗାର୍ଡ୍ସଙ୍କ ଉପରେ ରାଗିଲେ ଆଲିୟା ଭଟ୍ଟ

ସୋସିୟାଲ ମିଡିୟା ଉପରେ ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖି ପାରିବେ କି ଆଲିୟା ଯେମିତି ହିଁ ନିଜର ଶୁଟିଙ୍ଗ ସେଟ ଉପରେ ପହଞ୍ଚିଲେ, ସେମିତି ହିଁ ବଡୀଗାର୍ଡ୍ସ ତାଙ୍କୁ ଘେରି ଗଲେ । ଯାହା ପରେ ସେ ମିଡିୟାକୁ ସ୍ମାଇଲ ଦେଲେ, କିନ୍ତୁ ଏହା ମଧ୍ୟରେ ତାଙ୍କର ବଡୀଗାର୍ଡ୍ସ ତାଙ୍କ ଠାରୁ ଦୂରେଇ ଗଲେ ।

 

View this post on Instagram

 

#aliabhatt on location

A post shared by Viral Bhayani (@viralbhayani) on

ଏମିତିରେ ଯେତେବେଳେ ବଡୀଗାର୍ଡ୍ସଙ୍କୁ ଅନୁଭବ ହେଲା କି ଆଲିୟା ଭଟ୍ଟ ପଛରେ ରହିଗଲେ, ତେବେ ସେ ଦଉଡି ଯାଇ ତାଙ୍କ ପାଖରେ ପହଞ୍ଚି ଗଲେ, କିନ୍ତୁ ଏହା ମଧ୍ୟରେ ଆଲିୟା ତାଙ୍କ ଉପରେ ରାଗି ଯାଇ ନିଜର ବଡୀଗାର୍ଡ୍ସଙ୍କୁ ଗାଳି କରିବାକୁ ଲାଗିଲେ ।

ୟୁଜରମାନେ ଲଗାଇଲେ ଆଲିୟା ଭଟ୍ଟଙ୍କର କ୍ଳାସ

ଭାଇରାଲ ହୋଇଥିବା ଏହି ଭିଡିଓକୁ ଦେଖି ୟୁଜରମାନେ ଆଲିୟା ଭଟ୍ଟଙ୍କର କ୍ଳାସ ନେବା ଆରମ୍ଭ କରି ଦେଇଛନ୍ତି । ଏହି ଘଟଣା ଉପରେ ଜଣେ ୟୁଜର ଲେଖିଲା କି ଯେଉଁ ଲୋକମାନେ ଆପଣଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି, ଆପଣ ତାଙ୍କ ଉପରେ ହିଁ ରାଗୁଛନ୍ତି । ତେବେ ଅନ୍ୟ ଏକ ୟୁଜର ଲେଖିଲା କି କ୍ୟାମେରା ସାମନାରେ ଭଲ ଭଲ ଚେହେରା ନେଇ ଆସି ଓ କୁହ କି ସମସ୍ତଙ୍କର ସମ୍ମାନ କର, କିନ୍ତୁ ନିଜେ ଶିଖି ପାରିଲ ନାହିଁ କି ସମ୍ମାନ କେମିତି କାରାଯାଏ ।

ଏତିକି ନୁହେଁ ଅନ୍ୟ ଏକ ୟୁଜର ଲେଖିଲା କି ରଣବୀର ସହିତ ରହି ଅସଭ୍ୟ ହୋଇ ଯାଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।