ସେ କିଏ ଯାହାକୁ କିଛି ଖାଇବାକୁ ଦେଲେ ବଞ୍ଚିଥାଏ, କିନ୍ତୁ ପାଣି ଦେଲେ ସେ ମରିଯାଏ ? 18 GK Question ଓ Answer

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଯେମିତିକି ଆପଣ ମାନେ ଜାଣିଛନ୍ତି ବର୍ତ୍ତମାନ ଲକଡାଉନ କାରଣରୁ ସ୍କୁଲ ବନ୍ଦ ଅଛି ଓ ପିଲାମାନଙ୍କର ପଢା ପଢୀରେ ବି ବାଧା ଆସୁଛି । ଆପଣ ମନେ ମଧ୍ୟ ଘରେ ବସି ବୋର ନିଶ୍ଚିନ୍ତ ହେଉଥିବେ । ସେଥିପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଏଭଳି ମଜାଦାର ପ୍ରଶ୍ନ ନେଇ ଆସିଛୁ ଯାହା ଆପଣଙ୍କ ବୋରିଙ୍ଗ ସମୟକୁ ମଜାଦାର କରିଦେବ । ଏହା ସହ ଆପଣ ନିଜର ପିଲାମାନଙ୍କୁ କିଛି ଶିକ୍ଷା ମଧ୍ୟ ଦେଇ ପାରିବେ । ତେବେ ଚାଳନ୍ତୁ ଜାଣିବା କିଛି ମଜାଦାର ପ୍ରଶ୍ନ ଓ ତାହର ଉତ୍ତର ।

ପ୍ରଶ୍ନ – ମୋର ଦୁଇଟି ପାଦ ମାଟିରେ ଲାଗିଛି,

କିନ୍ତୁ ମୋ ମୁଣ୍ଡ ତାରାମାନଙ୍କ

ଠାରୁ ବି ଉଚ୍ଚରେ ଅଛି ।

କୁହନ୍ତୁ ଦେଖି ମୁଁ କିଏ ?

ଉତ୍ତର – ବ୍ୟାଚରେ ଷ୍ଟାର ଥିବା ପୋଲିସ ଅଫିସର

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି,

ଯାହାକୁ ଆମେ କେବେ ବି ଖୋଲି ନ ଥାଉ,

କିନ୍ତୁ ତାକୁ ସବୁଦିନ ବନ୍ଦ ନିଶ୍ଚିତ କରିଥାଉ ?

ଉତ୍ତର – ଆଲାରାମ

ପ୍ରଶ୍ନ – ଯିଏ ତିଆରି କରେ ସେ କେବେ ବି କୁହେ ନାହିଁ,

ଯିଏ ନେଇଥାଏ ସେ ଜାଣି ପାରେ ନାହିଁ,

ଓ ଯିଏ ଜାଣିଥାଏ ସେ ନିଏ ନାହିଁ,

କୁହନ୍ତୁ ସେହି ଜିନିଷଟି କଣ ?

ଉତ୍ତର – ଜାଲି ନୋଟ

ପ୍ରଶ୍ନ -ସୁଭାଷ ଚନ୍ଦ୍ର ବୋଷ ଅନ୍ୟ କେଉଁ ନାମରେ ପରିଚିତ ଥିଲେ ?

ଉତ୍ତର – ନେତାଜୀ

ପ୍ରଶ୍ନ – ସୂର୍ଯ୍ୟ କିରଣରେ କଣ ଦେଖାଯାଏ ନାହିଁ ?

ଉତ୍ତର – ଅନ୍ଧାର

ପ୍ରଶ୍ନ – ସେ କିଏ ଯାହାକୁ କିଛି ଖାଇବାକୁ ଦେଲେ ବଞ୍ଚିଥାଏ,

କିନ୍ତୁ ପାଣି ଦେଲେ ସେ ମରିଯାଏ ?

ଉତ୍ତର – ନିଆଁ

ପ୍ରଶ୍ନ – ଏମିତି କେଉଁ ଗଛ ଅଛି ଯାହାର ଫଳର ନାମ ଦୁଇଟି ଅଟେ । କଞ୍ଚା ଥିଲେ ଗୋଟିଏ ଓ ପାଚିଲା ଥିଲେ ଗୋଟିଏ ?

ଉତ୍ତର – ନଡିଆ / ପଇଡ

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି,

ଯିଏ ଦେଖିବାକୁ ଗୋଲ କିନ୍ତୁ ବଳ ନୁହେଁ,

ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ ?

ଉତ୍ତର – ବେଲୁନ

ପ୍ରଶ୍ନ – ଖାଇଲେ ଫଳ, ଡାକିଲେ ଝିଅ, ଆଣିଲେ ରଙ୍ଗ, କୁହନ୍ତୁ ଦେଖି ମୁଁ କିଏ ?

ଉତ୍ତର – କମଳା

ପ୍ରଶ୍ନ – କେଉଁ ପଶୁ ୬ ଦିନ ପର୍ଯ୍ୟନ୍ତ ନିଜରନିଶ୍ଵାସ ବନ୍ଦ କରି ପାରିବ ?

ଉତ୍ତର – ବିଛା

ପ୍ରଶ୍ନ – Flipkart କେଉଁ ଦେଶର କମ୍ପାନୀ ?

ଉତ୍ତର – ଭାରତ

ପ୍ରଶ୍ନ – ରାଷ୍ଟ୍ରାମଣ୍ଡଳ ସମୂହରେ ମୋଟ କେତୋଟି ସ୍ଵତନ୍ତ୍ର ଦେଶ ସାମିଲ ଅଛି ?

ଉତ୍ତର – ୫୩ଟି ଦେଶ

ପ୍ରଶ୍ନ – ଫ୍ରିଜରେ କେଉଁ ଗ୍ୟାସ ରହିଥାଏ ?

ଉତ୍ତର – ଅମୋନିୟା ଗ୍ୟାସ

ପ୍ରଶ୍ନ – କେଉଁ ଦେଶର ଡାକ ଟିକଟ ଉପରେ ସେ ଦେଶର ନାମ ନାହିଁ ?

ଉତ୍ତର – ଗ୍ରେଟ ବ୍ରିଟେନ

ପ୍ରଶ୍ନ – ଭାରତର ପ୍ରଥମ ମହିଳା ଯିଏ ବାୟୁ ସେନାର ପାଇଲଟ ହୋଇଥିଲେ ତାଙ୍କର ନାମ କଣ ?

ଉତ୍ତର – ହରିତା କୌର ଦୟାଲ

ପ୍ରଶ୍ନ – ସବୁଠୁ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚୁଥିବା ପ୍ରାଣୀର ନାମ କଣ ?

ଉତ୍ତର – କଇଁଛ

ପ୍ରଶ୍ନ – ରାଜ୍ୟସଭାର ପ୍ରଥମ ମହିଳା ମହାସଚିବର ନାମ କଣ ?

ଉତ୍ତର – ବି. ଏସ. ରମାଦେବୀ

ପ୍ରଶ୍ନ – କେଉଁ ଫୁଲ ୧୨ ବର୍ଷକୁ ଥରେ ଫୁଟିଥାଏ ?

ଉତ୍ତର – ନୀଲକୁରିଂଜୀ