ଆୱାର୍ଡ ସୋ ରେ ହଟ ଟ୍ରାନ୍ସପାରେଣ୍ଟ ଡ୍ରେସ ପିନ୍ଧି ପହଞ୍ଚିଲେ Rakul Preet Singh, ଭାଇରାଲ ହେଉଛି ଫଟୋ

ବଲିଉଡରେ ଅଭିନୟ କରୁଥିବା ରାକୁଳ ପ୍ରୀତ ସିଂହ ଅବିକା ଜିମ କାରିବାକୁ ନେଇ ବହୁତ ଫୋଟୋ ଦେଖିବାକୁ ମିଳୁଛି ସେ ଏହି ଭଳି କେତେ ଫୋଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ବହୁତ ଛାଡିବାର ଦେଖାଯାଉଛି । ସେ ଏକ ଜିମ ସେଣ୍ଟରକୁ ଯାଇ ସେଠାରେ ବହୁତ ପରିଶ୍ରମ କରୁଥିବାର ଦେଖା ଯାଉଛି । ସେ ଘରେ କରନ୍ତୁ ବା ବାହାରେ ସବୁ ଫୋଟୋ ଗୁଡିକୁ ସେ ବହୁତ ସୋସିଆଲ ମିଡିଆରେ ଛାଡୁଛନ୍ତି ।

ରକୁଲ ଜିମ କରିବା କେବେ ହେଲେ ଭୁଲୁ ନାହାନ୍ତି । ସେ ନିଜକୁ ବହୁତ ଫିଟ ରଖିବା ପାଇଁ ଓ ଅଧିକା ବଳ ଶାଳି ରହିବା ପାଇଁ ଜିମ ସେଣ୍ଟର ଓ ଘରେ ବହୁତ ପରିଶ୍ରମ କରୁଛନ୍ତି । ସେ ବହୁତ ସମୟ ଧରି ଜିମ ସେଣ୍ଟରରେ ଅଧିକ ସମୟ ଧରି ମେହେନତ କରୁଥିବାର ଦେଖା ଯାଉଛି । ସେ ଏବେ କିଛି ଦିନ ଭିତରେ ଜିମ କରୁଥିବା ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଛାଡିବାର ଦେଖା ଯାଉଛି ଯାହାକି ସେ ବହୁତ ଭଲ ଭାବରେ ସେଠାରେ ନିଜର କିପରି ଷ୍ଟାମିନା ବଢାଉଛନ୍ତି ।

ସେ ତାଙ୍କ ସ୍ୱାସ୍ଥ୍ୟ ଠିକ ରଖିବା ଓ ଦେହକୁ ପୁରା ଷ୍ଟ୍ରଙ୍ଗ କରିବା ପାଇଁ ଏବେ ବହୁତ ସମୟ ଧରି ଜିମରେ ସମୟ କାଟୁଛନ୍ତି । ଏହା ପରେ ସେ ତାଙ୍କର ଡ୍ରେସକୁ ନେଇ ମଧ୍ୟ ବହୁତ ଚର୍ଚାରେ ଆସୁଛନ୍ତି । କହିବାକୁ ଗଲେ ସେ ତାଙ୍କ କ୍ଲାସିକ କଲେକ୍ସନ ଡ୍ରେସକୁ ନେଇ ପ୍ରାୟ ବହୁତ ସମୟରେ ସେ ସାମନ୍ନାକୁ ଆସୁଛନ୍ତି ।

କିନ୍ତୁ ସେ ବହୁତ ବହୁତ ସୁନ୍ଦର ଓ ନାମୀ ଦାମୀ ହେଲେ ମଧ୍ୟ ସେ ତାଙ୍କର ଏହି ଲୁକ ଯୋଗୁଁ ସେ ବହୁତ ଥର ଆଗକୁ ଆସୁଛନ୍ତି ଓ ଏବେ ମଧ୍ୟ ବହୁତ କିଛି କଥା ସମନ୍ନକୁ ଆସିଛି । ଏବେ ତାଙ୍କର ଏକ ଫ୍ରନ୍ଟ ଓପିନ ଗ୍ରାଉଣ୍ଡ ଯୋଗୁଁ ତାଙ୍କର ବହୁତ ଚର୍ଚା ହେବାକୁ ଲାଗିଛି । ଏହି ଭିଡିଓ କହିବାକୁ ଗଲେ ୨୦୧୯ର ଅଟେ ସେ ଏକ ବିଉଟି କଣ୍ଟେଷ୍ଟର ଫଙ୍କସନରେ ଦେଖା ଯାଇଥିଲେ ।

ଯାହା ସେ ସେଠାକୁ ଏକ ଲାଲୀ ରଙ୍ଗର ଏକ ଡ୍ରେସ ପିନ୍ଧିଥିବାର ଦେଖି ତାଙ୍କର ଥିବା ଚାହିତା ଲୋକ ମାନେ ତାଙ୍କ ଉପରେ ହିଁ ରହିଥିଲା । ଆପଣ ମାନେ ସେହି ସମୟରେ ଦେଖିଥିବେ କି ସେ ଏହି ଲାଲୀ ରଙ୍ଗର ଡ୍ରେସ ପିନ୍ଧି ଥିବେ ଯାହା ଦେଖିବାକୁ ବହୁତ ଖରାପ ଲାଗୁଥିଲା । ଏହା ଦେଖି ବହୁତ ଲୋକେ ତାଙ୍କୁ ବହୁତ କଥା ମଧ୍ୟ କହିଥିଲେ ।

ଏହି ଭଳି ଡ୍ରେସ ପିନ୍ଧିଥିବା ହେତୁ ତାଙ୍କର ଏକ କୌଣସି ଅନ୍ତରଙ୍ଗ ଅଙ୍ଗ ଦେଖା ଯାଉଥିଲା । ଏହାପରେ କିଛି ଲୋକେ ତାଙ୍କୁ ସୋସିଆଲ ମିଡିଆରେ ଲୋକେ ତାଙ୍କୁ ବହୁତ ପ୍ରକାରର କଥା କହିଲେ ଓ ତାସହିତ ଏହିପରି ଡ୍ରେସ ନପିନ୍ଧିବା ପାଇଁ ମଧ୍ୟ କହିଥିଲେ । ସେ ସେହି ରଙ୍ଗର ଡ୍ରେସ ପିନ୍ଧିଥିବା ସମୟରେ ସେ ସବୁ ଜିନିଷକୁ ନଜର ହଟାଇ ଦେଇଥିଲେ ଓ ସେ ସେହି ଡ୍ରେସ ପିନ୍ଧି ନିଜକୁ ବହୁତ ହିମତ ଓ ସୁନ୍ଦର ଭଳି ଦେଖା ଯାଉଥିଲେ ।

କହିବାକୁ ଗଲେ ସେ ତାଙ୍କର ଚୁଟିକୁ ବହୁତ ଷ୍ଟାଇଲ କରି ଓ ତାଙ୍କର ଭଲ ମେକପରେ ସେ ତାଙ୍କର ଲୁକ କୁ ବହୁତ ସୁନ୍ଦର ଭାବରେ ସଜ ହୋଇଥିଲେ । ତାଙ୍କ କଥା କହିବାକୁ ଗଲେ ଏବେ ଆସୁଥିବା ଆୟୁଷ୍ମାନ ଙ୍କର ଏକ ଚଳଚିତ୍ରରେ ସେ ହିରୋଇନ ହେବାର ସୁଯୋଗ ମିଳିଛି । ସେ ତାଙ୍କ ସହିତ ଚଳଚିତ୍ର କରିବା ପାଇଁ ପ୍ରଥମ ମଉକା ମିଳିଛି । କହିବାକୁ ଗଲେ ସେ ଏବେ ସିଦ୍ଧାର୍ଥଙ୍କ ସହ ଏକ ଚଳଚିତ୍ର ଅଭିନୟ କରୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।