TV ସିରିଏଲ “ବିଦାଇ” ରୁ ଫେମସ ହୋଇଥିବା ଷ୍ଟାରମାନେ ଆଜି ବଞ୍ଚୁଛନ୍ତି ଏମିତି ଜୀବନ…

ବନ୍ଧୁଗଣ ଆପଣ ମାନେ ୨୦୦୭ରେ ଟିଭି ଚ୍ୟାନେଲରେ ପ୍ରସାରିତ ହୋଇଥିବା ସିରିଏଲ “ବିଦାଇ” ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି ଦୁଇ ଭଉଣୀଙ୍କ ଚେହରାର ରଙ୍ଗକୁ ନେଇ ଆଧାରିତ ଥିଲା । ଦୁଇ ଭଉଣୀ ସାଧନା ଓ ରାଗିଣୀ ଯିଏ ବିବାହ ପରେ ମଧ୍ୟ ନିଜ ଚେହରାର ରଙ୍ଗକୁ ନେଇ ଅନେକ ସମସ୍ୟାର ସମୁଖୀନ ହୋଇଥିଲେ ।

ଏହି ସିରିଏଲରେ ସୁନ୍ଦର କହନାଇ ପାଇଁ ଖୁବ ଲୋକପରିୟତା ହାସଲ କରିଥିଲା । ଆଜିକୁ ଏହି ସିରିଏଲଟି ୧୩ ବର୍ଷ ହୋଇଥିଲେ ମଧ୍ୟ ଏଥିରେ ଅଭିନୟ କରିଥିବା କଳାକାର ମାନଙ୍କର ଲାଇଫ ଷ୍ଟାଇଲରେ ବହୁତ ପରିବର୍ତ୍ତନ ଆସିଛି । ତେବେ ଆସନ୍ତୁ ଜାଣିବା ସେହି କଳାକାର ମାନଙ୍କ ବିଷୟରେ କିଛି ରୋମାଞ୍ଚକର କଥା ।

୧- “ସୁଲଗ୍ନା ପାଣିଗ୍ରାହୀ” : “ବିଦାଇ” ସିରିଏଲରେ ସାକ୍ଷୀ ଭୂମିକାରେ ନଜର ଆସିଥିବା ଅଭିନେତ୍ରୀ ସୁଲଗ୍ନା ପାଣିଗ୍ରାହୀ ସିମ୍ପଲ ଶାଢୀରେ ନଜର ଆସିଥିଲେ । ଆଗ ଅପେକ୍ଷା ସେ ବର୍ତ୍ତମାନ ବହୁତ ଷ୍ଟାଇଲିସ ଓ ଗ୍ଲାମରିୟସ ଦେଖା ଯାଉଛନ୍ତି । ଏହା ସହ ତାଙ୍କ ଡ୍ରେସ ଓ ହେୟାର ଷ୍ଟାଇଲରେ ମଧ୍ୟ ଚେଞ୍ଜେସ ଆସିଛି ।

୨-  “କିନଶୂକ ମହାଜନ” : ଏହି ସିରିଏଲରେ ରାଗିଣୀଙ୍କର ସ୍ଵାମୀ ରଣବିର ଭୂମିକାରେ ନଜର ଆସିଥିବା ଅଭିନେତା କିନଶୂକ ମହାଜନ ଯିଏ ନିଜର ସରଲା ଅନ୍ଦାଜରେ ଦର୍ଶକ ମାନଙ୍କର ହୃଦୟରେ ଘର କରିଥିଲେ । ଆଗ ଅପେକ୍ଷା ବର୍ତ୍ତମାନ ସେ ଷ୍ଟାଇଲିସ ଓ ହ୍ୟାଣ୍ଡସମ ଦେଖା ଯାଉଛନ୍ତି । କୁର୍ତା ପାଜମା ପିନ୍ଧୁଥିବା ଏହି ଅଭିନେତା ଜଣକ ଆଜି ଜିନ୍ସ ଓ ଫରମାଲ ଡ୍ରେସରେ ବହୁତ ସୁନ୍ଦର ଲାଗୁଛନ୍ତି ।

୩- “ସାରା ଖାନ” : ଏହି ସିରିଏଲରେ ସୁନ୍ଦର ଝିଅ ସାଧନା ଚରିତ୍ରରେ ଅଭିନୟ କରି ଅଭିନେତ୍ରୀ ସାରା ଖାନ ଖୁବ ଲୋକପ୍ରିୟତା ହାସଲ କରିଥିଲେ । ଆଗ ଅପେକ୍ଷା ବର୍ତ୍ତମାନ ସେ ବହୁତ ଗରଜେସ ଓ ଷ୍ଟାଇଲିସ ଦେଖା ଯାଉଛନ୍ତି । ଏହି ସିରିଏଲରେ ଶାଢୀରେ ନଜର ଆସିଥିବା ସାରା ଖାନ ଆଜି ସର୍ଟ ଡ୍ରେସ କ୍ଯାରି କରୁଛନ୍ତି । ସେ ନିଜର ଚେହେରାର ପ୍ଲାଷ୍ଟିକ ସର୍ଜରୀ କରି ଆଗ ଅପେକ୍ଷା ବହୁତ ସୁନ୍ଦର ଲାଗୁଛନ୍ତି ।

୪- “ଅଙ୍ଗଦ ହସିଯା” : ଏହି ସିରିଏଲରେ ସାଧନାଙ୍କର ସ୍ଵାମୀ ଅଲେଖ ଇନ୍ଦ୍ରଜିତ ଭୂମିକାରେ ଅଭିନୟ କରି ଅଙ୍ଗଦ ହସିଜା ଖୁବ ଚର୍ଚ୍ଚାରେ ରହିଥିଲେ । ଆଗ ଅପେକ୍ଷା ବର୍ତ୍ତମାନ ତାଙ୍କର ପର୍ଶନାଲିଟି ଓ ଷ୍ଟାଇଲରେ ବହୁତ ଚେଞ୍ଜ୍ସ ଆସିଛି । ସେ ନିଜର ହେୟାର ଷ୍ଟାଇଲକୁ ଚେଞ୍ଜ କରିବା ସହ ଅଲଗା ଲୁକରେ ନଜର ଆସୁଛନ୍ତି ।

୫-  “ପାରୁଲ ଚୌହାନ” : ଏହି ସିରିଏଲରେ ରାଗିଣୀ ଭିମିକରେ ଅଭିନୟ କରି ପାରୁଲ ଚୌହାନ ଦର୍ଶକ ମାନକ ନଜରେ ଖୁବ ଲୋକପ୍ରିୟ ହୋଇଥିଲେ । ଆଗ ଅପେକ୍ଷା ବର୍ତ୍ତମାନ ସେ ଷ୍ଟାଇଲିସ ଓ ଗରଜେସ ଦେଖା ଯାଉଛନ୍ତି । ଏହି ସିରିଏଲରେ ଶାଢୀରେ ନଜର ଆସିଥିବା ରାଗିଣୀ ବର୍ତ୍ତମାନ ତାଙ୍କର ହେୟାର ଷ୍ଟାଇଲ ବଦଳିବା ସହ ସର୍ଟ ଡ୍ରେସରେ ମଧ୍ୟ ନଜର ଆସୁଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।