ଏହି ୪ ଜଣ ପ୍ରସିଦ୍ଧ କଳାକାର ତଲାକ ପରେ କରିଲେ ନାହିଁ ଦ୍ଵିତୀୟ ବିବାହ, ନମ୍ବର ୨ ତ ସମସ୍ତଙ୍କ ଫେବରେଟ

ଅନ୍ୟମାନଙ୍କୁ ପଢିବାର ସୁଯୋଗ ଦିଅନ୍ତୁ

ବଲୀଉଡର ଦୁନିଆରେ ବହୁତ କଳକାର ଅଛନ୍ତି, ଯେଉଁମାନଙ୍କର ଫ୍ୟାନ ଫଲୋଇଂଗ ଏତେ ଜବରଦସ୍ତ ଅଟେ କି ଲୋକମାନେ ତାଙ୍କର ପ୍ରୋଫଶନଲ ରୁ ନେଇ ପର୍ସନଲ ଲାଇଫ ବିଷୟରେ ଜାଣିବା ପାଇଁ ସବୁବେଳ ଉତ୍ସାହିତ ଥାନ୍ତି । ଆଜି ଆମେ ଆପଣମାନଙ୍କୁ କିଛି ଏମିତି ଷ୍ଟାରମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନଙ୍କର ପର୍ସନଲ ଲାଇଫ ଏତେ ଅଧିକ ଭଲ ନ ଥିଲା, କିନ୍ତୁ ତାଙ୍କର ପ୍ରୋଫଶନଲ ଲାଇଫ ବହୁତ ସଫଳ । ଏହା ସତ୍ବେ ବି ସେହି ଷ୍ଟାରମାନେ ନିଜର ପର୍ସନଲ ଲାଇଫରେ ବହୁତ ଖୁସିରେ ଅଛନ୍ତି ।

ସାଧାରଣ ଲୋକମାନଙ୍କ ଭଳି କଳାକାରମାନେ ବି ସଫଳତାର ସିଢିରେ ଚଢିବା ପରେ ବିବାହ ବନ୍ଧନରେ ବାନ୍ଧି ଯାଆନ୍ତି । ବିବାହ ବନ୍ଧନରେ ବାନ୍ଧିବା ପରେ ଯେଉଁଠି କିଛି ଷ୍ଟାରମାନଙ୍କର ଲାଇଫ ବହୁତ ଭଲ ଅଛି ତ ଅନ୍ୟ ପଟେ କିଛି କଳାକାରମାନଙ୍କର ବିବାହ ଜୀବନ ଏତେ ଭଲ ନାହିଁ । ଏମିତିରେ ଆଜି ଆମେ ଆପଣଙ୍କୁ ସେହି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନଙ୍କର ତଲାକ ହେବା ପରେ ବି ସେମାନେ ଦ୍ଵିତୀୟ ବିବାହ କରିଲେ ନାହିଁ ।

କରିଶ୍ମା କପୁର

ବଲୀଉଡର ପ୍ରସିଦ୍ଧ ଅଭିନେତ୍ରୀ କରିଶ୍ମା କପୁରଙ୍କ ବିଷୟରେ କହିଲେ ସେ ବର୍ତ୍ତମାନ ଫିଲ୍ମି ଦୁନିଆରୁ ଦୂରେଇ ଯାଇଛନ୍ତି, କିନ୍ତୁ ଆଜି ବି ତାଙ୍କର ଫ୍ୟାନ ଫଲୋଇଂଗ କମ ହୋଇ ନାହିଁ । କହିବାକୁ ଗଲେ କରିଶ୍ମା କପୁର ଦିଲ୍ଲୀର ବିଜନେସମ୍ୟାନ ସଞ୍ଜୟଙ୍କ ସହ ବିବାହ କରିଥିଲେ, କିନ୍ତୁ ତାଙ୍କର ବିବାହ ଅଧିକ ସମୟ ପର୍ଯ୍ୟନ୍ତ ଚାଲି ପାରିଲା ନାହିଁ ଓ ସେମାନଙ୍କର ତଲାକ ହୋଇଗଲା । ବର୍ତ୍ତମାନ କରିଶ୍ମା ନିଜର ଦୁଇ ସନ୍ତାନ ସହ ଜୀବନ ଜାପାନ କରୁଛନ୍ତି ଓ ତାଙ୍କର ଦ୍ଵିତୀୟ ବିବାହକୁ ନେଇ କୌଣସି ଇଚ୍ଛା ନାହିଁ ।

ଋତିକ ରୌଶନ ଓ ସୁଜୈନ ଖାନ

ଋତିକ ରୌଶନ ଓ ସୁଜୈନ ଖାନଙ୍କର ବିବାହ ୧୭ ବର୍ଷ ପରେ ଭାଙ୍ଗିଗଲା । ସେମାନଙ୍କର ଅଚାନକ ତଲାକର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । କିନ୍ତୁ ତଲାକ ପରେ ଦୁଇ ଜଣ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟ କାହାକୁ ବିବାହ କରି ନାହାନ୍ତି ।

ଅମୃତା ସିଂହ

ଅମୃତା ସିଂହଙ୍କ ଠାରୁ ତଲାକ ନେବା ପରେ ଯେଉଁଠି ସୈଫ ଅଲୀ ଖାନ କରିନା କପୁରଙ୍କ ସହ ବିବାହ କରି  ନେଇଛନ୍ତି । ଅନ୍ୟ ପଟେ କିନ୍ତୁ ଅମୃତା ସିଂହ ଦ୍ଵିତୀୟ ବିବାହ କରି ନାହାନ୍ତି । ସେ ନିଜର ପିଲାମାନଙ୍କ ସହ ଖୁସିରେ ଅଛନ୍ତି । ଅମୃତା ସିଂହ କେବେ ବି ଦ୍ଵିତୀୟ ବିବାହ କରିବା ପାଇଁ ଚିନ୍ତା ବି କରି ନାହାନ୍ତି ।

ମନୀଷା କୋଇରାଲା

ମନୀଷା କୋଇରାଲା ୨୦୧୦ରେ ନେପାଲର ବିଜନେସମ୍ୟାନଙ୍କ ସହ ବିବାହ କରିଥିଲେ, କିନ୍ତୁ ଦୁଇ ବର୍ଷ ପରେ ଦୁଇ ଜଣଙ୍କ ତଲାକ ହୋଇଯାଇଥିଲା । ତଲାକ ପରେ ମନୀଷା କୋଇରାଲା ବର୍ତ୍ତମାନ ପର୍ଯ୍ୟନ୍ତ ଦ୍ଵିତୀୟ ବିବାହ କରି ନାହାନ୍ତି ଓ ଏହା ଛଡା ସେ ପୂର୍ବ ଅପେକ୍ଷା ବର୍ତ୍ତମାନ ନିଜ ଲାଇଫରେ ବହୁତ ଖୁସିରେ ଅଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।


ଅନ୍ୟମାନଙ୍କୁ ପଢିବାର ସୁଯୋଗ ଦିଅନ୍ତୁ

Reply