ଏହି ୪ ଜଣ ପ୍ରସିଦ୍ଧ କଳାକାର ତଲାକ ପରେ କରିଲେ ନାହିଁ ଦ୍ଵିତୀୟ ବିବାହ, ନମ୍ବର ୨ ତ ସମସ୍ତଙ୍କ ଫେବରେଟ

ବଲୀଉଡର ଦୁନିଆରେ ବହୁତ କଳକାର ଅଛନ୍ତି, ଯେଉଁମାନଙ୍କର ଫ୍ୟାନ ଫଲୋଇଂଗ ଏତେ ଜବରଦସ୍ତ ଅଟେ କି ଲୋକମାନେ ତାଙ୍କର ପ୍ରୋଫଶନଲ ରୁ ନେଇ ପର୍ସନଲ ଲାଇଫ ବିଷୟରେ ଜାଣିବା ପାଇଁ ସବୁବେଳ ଉତ୍ସାହିତ ଥାନ୍ତି । ଆଜି ଆମେ ଆପଣମାନଙ୍କୁ କିଛି ଏମିତି ଷ୍ଟାରମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନଙ୍କର ପର୍ସନଲ ଲାଇଫ ଏତେ ଅଧିକ ଭଲ ନ ଥିଲା, କିନ୍ତୁ ତାଙ୍କର ପ୍ରୋଫଶନଲ ଲାଇଫ ବହୁତ ସଫଳ । ଏହା ସତ୍ବେ ବି ସେହି ଷ୍ଟାରମାନେ ନିଜର ପର୍ସନଲ ଲାଇଫରେ ବହୁତ ଖୁସିରେ ଅଛନ୍ତି ।

ସାଧାରଣ ଲୋକମାନଙ୍କ ଭଳି କଳାକାରମାନେ ବି ସଫଳତାର ସିଢିରେ ଚଢିବା ପରେ ବିବାହ ବନ୍ଧନରେ ବାନ୍ଧି ଯାଆନ୍ତି । ବିବାହ ବନ୍ଧନରେ ବାନ୍ଧିବା ପରେ ଯେଉଁଠି କିଛି ଷ୍ଟାରମାନଙ୍କର ଲାଇଫ ବହୁତ ଭଲ ଅଛି ତ ଅନ୍ୟ ପଟେ କିଛି କଳାକାରମାନଙ୍କର ବିବାହ ଜୀବନ ଏତେ ଭଲ ନାହିଁ । ଏମିତିରେ ଆଜି ଆମେ ଆପଣଙ୍କୁ ସେହି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନଙ୍କର ତଲାକ ହେବା ପରେ ବି ସେମାନେ ଦ୍ଵିତୀୟ ବିବାହ କରିଲେ ନାହିଁ ।

କରିଶ୍ମା କପୁର

Image courtesy: Google

ବଲୀଉଡର ପ୍ରସିଦ୍ଧ ଅଭିନେତ୍ରୀ କରିଶ୍ମା କପୁରଙ୍କ ବିଷୟରେ କହିଲେ ସେ ବର୍ତ୍ତମାନ ଫିଲ୍ମି ଦୁନିଆରୁ ଦୂରେଇ ଯାଇଛନ୍ତି, କିନ୍ତୁ ଆଜି ବି ତାଙ୍କର ଫ୍ୟାନ ଫଲୋଇଂଗ କମ ହୋଇ ନାହିଁ । କହିବାକୁ ଗଲେ କରିଶ୍ମା କପୁର ଦିଲ୍ଲୀର ବିଜନେସମ୍ୟାନ ସଞ୍ଜୟଙ୍କ ସହ ବିବାହ କରିଥିଲେ, କିନ୍ତୁ ତାଙ୍କର ବିବାହ ଅଧିକ ସମୟ ପର୍ଯ୍ୟନ୍ତ ଚାଲି ପାରିଲା ନାହିଁ ଓ ସେମାନଙ୍କର ତଲାକ ହୋଇଗଲା । ବର୍ତ୍ତମାନ କରିଶ୍ମା ନିଜର ଦୁଇ ସନ୍ତାନ ସହ ଜୀବନ ଜାପାନ କରୁଛନ୍ତି ଓ ତାଙ୍କର ଦ୍ଵିତୀୟ ବିବାହକୁ ନେଇ କୌଣସି ଇଚ୍ଛା ନାହିଁ ।

ଋତିକ ରୌଶନ ଓ ସୁଜୈନ ଖାନ

Image courtesy: Google

ଋତିକ ରୌଶନ ଓ ସୁଜୈନ ଖାନଙ୍କର ବିବାହ ୧୭ ବର୍ଷ ପରେ ଭାଙ୍ଗିଗଲା । ସେମାନଙ୍କର ଅଚାନକ ତଲାକର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । କିନ୍ତୁ ତଲାକ ପରେ ଦୁଇ ଜଣ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟ କାହାକୁ ବିବାହ କରି ନାହାନ୍ତି ।

ଅମୃତା ସିଂହ

Image courtesy: Google

ଅମୃତା ସିଂହଙ୍କ ଠାରୁ ତଲାକ ନେବା ପରେ ଯେଉଁଠି ସୈଫ ଅଲୀ ଖାନ କରିନା କପୁରଙ୍କ ସହ ବିବାହ କରି ନେଇଛନ୍ତି । ଅନ୍ୟ ପଟେ କିନ୍ତୁ ଅମୃତା ସିଂହ ଦ୍ଵିତୀୟ ବିବାହ କରି ନାହାନ୍ତି । ସେ ନିଜର ପିଲାମାନଙ୍କ ସହ ଖୁସିରେ ଅଛନ୍ତି । ଅମୃତା ସିଂହ କେବେ ବି ଦ୍ଵିତୀୟ ବିବାହ କରିବା ପାଇଁ ଚିନ୍ତା ବି କରି ନାହାନ୍ତି ।

ମନୀଷା କୋଇରାଲା

Image courtesy: Google

ମନୀଷା କୋଇରାଲା ୨୦୧୦ରେ ନେପାଲର ବିଜନେସମ୍ୟାନଙ୍କ ସହ ବିବାହ କରିଥିଲେ, କିନ୍ତୁ ଦୁଇ ବର୍ଷ ପରେ ଦୁଇ ଜଣଙ୍କ ତଲାକ ହୋଇଯାଇଥିଲା । ତଲାକ ପରେ ମନୀଷା କୋଇରାଲା ବର୍ତ୍ତମାନ ପର୍ଯ୍ୟନ୍ତ ଦ୍ଵିତୀୟ ବିବାହ କରି ନାହାନ୍ତି ଓ ଏହା ଛଡା ସେ ପୂର୍ବ ଅପେକ୍ଷା ବର୍ତ୍ତମାନ ନିଜ ଲାଇଫରେ ବହୁତ ଖୁସିରେ ଅଛନ୍ତି । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।