ନିଜ ପୁତୁରା କୁ ହିଁ ପ୍ରେମ କରି ବସିଲା ମାଉସୀ, ବାହା ହେବା ପାଇଁ ଯେତେବେଳେ କରିଲା ଜିଦ୍ଦ, ଜାଣନ୍ତୁ ତା’ ପରେ କଣ ହେଲା ?

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ପ୍ରେମ ଅନ୍ଧ ହୋଇଥାଏ ଯାହା କେବେ ବି କେଉଁଠାରେ ବି କାହାକୁ ହୋଇଯାଏ । ଯେତେବେଳେ ପ୍ରେମ ହୁଏ ସେତେବଳେ ଜାତି, ରଙ୍ଗ, ଧର୍ମ ବା ସମ୍ପର୍କକୁ ବି ଦେଖାଯାଏ ନାହି ।

ଏହି କଥାର ମିଶାଲ ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାର ଶିକୋହାବାଦ ଠାରେ ଦେଖିବାକୁ ମିଳିଛି । ଏଠାରେ ଜଣେ ମହିଳା ନିଜ ପୁତୁରା ସହ ପ୍ରେମରେ ଏତେ ପାଗଳ ହୋଇଛନ୍ତି ଯେ ସବୁ ଲା-ଜ ସ-ର-ମ ଭୁଲି ସବୁ ସମ୍ପର୍କକୁ ଭୁଲି ନିଜ ପୁତୁରା ସହ ବିବାହ କରିବା ପାଇଁ ଜିଦି କରିଛନ୍ତି । ଏହି ଘ-ଟ-ଣା-କୁ ନେଇ ପରିବାର ଲୋକଙ୍କୁ ପଞ୍ଚାୟତ ଠାରୁ ଆରମ୍ଭ କରି ଥାନା ଯାଏଁ ଯିବାକୁ ପଡିଥିଲା । ଆସନ୍ତୁ ଜାଣିବା ପୁରା ଘ-ଟ-ଣା କଣ ରହିଛି ।

ସୂଚନା ଅନୁସାରେ ନେହାଁ ନାମ ମହିଳା ଜଣକ ନିଜ ବଡ ଭଉଣୀ ଘରେ ରହୁଥିଲେ । ନେହାଁଙ୍କର ନିଜ ଭଉଣୀ ଘରେ ଅଧିକ ସମୟ ବିତାଇଥାନ୍ତି । ନେହାଁଙ୍କର ଭଉଣୀଙ୍କର ଗୋଟେ ପୁଅ ଅଛନ୍ତି ଯାହା ସମ୍ପର୍କରେ ନେହାଁଙ୍କର ପୁତୁରା ଲାଗନ୍ତି । ଗୋଟେ ଘରେ ରହି ପୁତୁରା ବଡ ହେବା ପରେ ଦୁହେଁ ପରସ୍ପରକୁ ପ୍ରେମ କରିଛନ୍ତି ।

ନେହାଁ ନିଜ ପୁତୁରା ଙ୍କର ପ୍ରେମରେ ଏତେ ପା-ଗ-ଳ ଯେ ସେ ତାଙ୍କୁ ଛାଡି ଗୋଟେ ଦିନ ରହି ପାରିବେ ନାହି । ଏହା ଛଡା ଦୁହେଁ ଏକାଠି ବଞ୍ଚିବା ମ-ରି-ବା ଭଳି ବଚନ ମଧ୍ୟ ପରସ୍ପରକୁ ଦେଇ ସାରିଛନ୍ତି । ଦୁହିଙ୍କର ପ୍ରେମ ସ-ମ୍ଭ-ଧ ପରିବାର ଲୋକେ ମାନେ ନ ଜାଣିବାରୁ ଅନେକ ଦିନ ଧରି ଚାଥିଲା । ସବୁକିଛି ଠିକ ଚାଲୁଥିବା ବେଳେ ନେହାଁର ଭଉଣୀ ତାଙ୍କ ପୁଅର ମ୍ୟାରେଜ ଅନ୍ୟ କେଉଁଠି ଠିକ କରିଥିଲେ ।

ଏହା ପରେ ନେହାଁ ନିଜ ହୃଦୟ କଥା ନିଜ ଭଉଣୀକୁ କହିଥିଲେ । ଏହା ପରେ ବହୁତ ବଡ ହଙ୍ଗାମା ହୋଇଥିଲା । ନେହାଁଙ୍କ ପରିବାର ଲୋକେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ବୁଝି ନ ଥିଲେ । ସମସ୍ଯା ସେତେବଳେ ଅଧିକ ହୋଇଥିଲା ଯେବେ ଏହି ଘଟଣା ଥାନାରେ ପହଞ୍ଚି ଥିଲା । ଥାନାରେ ନେହାଁ ଓ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଝ-ଗ-ଡା ହୋଇଥିଲା । ପୋ-ଲି-ସ ଅଧିକାରୀ ତାଙ୍କୁ ଆଲୋଚନା କରି ଘ-ଟ-ଣା-କୁ ଶେଷ କରିବାକୁ କହିଥିଲେ । ଅନେକ ସମୟ ପରେ ସମସ୍ତେ ବୁଝିଇବା ପରେ ନେହାଁ ନିଜ ଘର ଲୋକଙ୍କ ସହ ଯିବାକୁ ରାଜି ହୋଇଥିଲେ ।

ଆପଣ ମାନଙ୍କୁ କହି ରଖୁଛୁ ଯେ ଏହି ଘଟଣା ନୂଆ ନୁହେ ବରଂ ଆଗରୁ ମଧ୍ୟ ଏଭଳି କିଛି ଘଟଣା ସାମନାକୁ ଆସି ସାରିଛି । ଯେଉଁଠାରେ ଦୁଇ ସମ୍ପର୍କୀୟଙ୍କ ମଧ୍ୟରେ ପ୍ରେମ ଗଢି ଉଠୁଛି । ଏହିଭଲାଇ ବ୍ୟକ୍ତି ପ୍ରେମ କରି ଭୁଲି ଯାଇଥାନ୍ତି ଯେ ତାଙ୍କର ସମ୍ପର୍କକୁ ପରିବାର ଓ ସମାଜରେ କେବେ ବି ସ୍ବୀକୃତି ମିଳିବ ନାହି । ଏହିଭଳି ମାମଲାରେ କିଛି ଲୋକେ ଘରୁ ପଳାଇଯାନ୍ତି ତ ଆଉ କିଛି ଲୋକେ ଆ-ତ୍ମ-ହ-ତ୍ୟା କରିଥାନ୍ତି ।

ବନ୍ଧୁଗଣ କଣ ଆପଣ ମାନଙ୍କୁ ଲାଗୁଛି ଯେ ଦୁଇ ସମ୍ପର୍କୀୟଙ୍କ ମଧ୍ୟରେ ପ୍ରେମ ହେବା ଠିକ ନା ଭୁଲ ଆମକୁ କମେଣ୍ଟ କରି ଜଣାଇବେ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ