Jyotish Shastra- ଶାଶୁଘରେ ରାଜ କରନ୍ତି ଏହି 6 ଟି ନାମର ଝିଅ

ପ୍ରତେକ ଝିଅ ନିଜ ଜୀବନରେ ବିବାହ ପରେ ନିଜ ବାପା ଘର ଛାଡି ଶାଶୁଘର ଯିବାକୁ ପଡିଥାଏ । ବିବାହ ପ୍ରତେକ ଝିଅର ଏକ ସ୍ଵପ୍ନ ରହିଥାଏ । ବିବାହ ପରେ ଗୋଟେ ଝିଅର ନୂଆ ଜୀବନର ଆରମ୍ଭ ହୋଇଥାଏ ।

ସବୁ ଝିଅ ମାନେ ଇଚ୍ଛା କରିଥାନ୍ତି ଯେ ତାଙ୍କ ବୈବାହିକ ଜୀବନ ସୁଖମୟ ହେଉ । ଆଜି ଆମେ ଆପଣ ମାନଙ୍କୁ ଏମିତି ୬ ଜଣ ନାମର ଝିଅ ମାନକ ବିସାୟରେ କହିବାକୁ ଯାଉଛୁ ଯେଉଁ ମାନେ ବିବାହ ପରେ ନିଜ ଶାଶୁଘରେ ସମସ୍ତଙ୍କର ଲାଡଲି ହେବା ସହ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ୧- A ନାମର ଝିଅ ମାନେ : ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନେ ହୃଦୟରୁ ବହୁତ କୋମଳ ହୋଇଥାନ୍ତି ।

ଏମାନେ ବହୁତ ଭାଗ୍ୟଶାଳୀ ମଧ୍ୟ ହେବା ସହ ଏମାନଙ୍କର ଯୋଡି ଉପରବାଲା ତିଆରି କରିଥାଏ ବୋଲି ମାନାଯାଏ । ଏହି ନାମର ଝିଅ ମାନେ ନିଜେ ଖୁସିରେ ରହିବା ସହ ଶାଶୁଘରେ ମଧ୍ୟ ସମସ୍ତଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରିଥାନ୍ତି । ଏମାଙ୍କ ଲାଇଫ ପାର୍ଟନର ଏମାନଙ୍କର ସବୁବେଳେ ସାଥ ଦେଇଥାନ୍ତି ।

୨- D ନାମର ଝିଅମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅମାନେ ନିଜ ପାର୍ଟନରଙ୍କ ସହ ଶାଶୁଘର ଲୋକଙ୍କର ମଧ୍ୟ ଖାସ ଯତ୍ନ ନେଇଥାନ୍ତି । ଏମାନେ ଅଧିକ ସଚୋଟତା ହୋଇଥିବାରୁ ସମସ୍ତେ ତାଙ୍କୁ ବହୁତ ଭଲ ପାଇଥାନ୍ତି । ଏମାନେ ନିଜ ଶାଶୁଘର ଲୋକଙ୍କୁ ଓ ଲାଇଫ ପାର୍ଟନରଙ୍କୁ ଖୁସୀ ରଖିବାର ଶୈଳୀକୁ ବେଶ ଭଲ ଭାବେ ଜାଣିଥାନ୍ତି ।

୩- M ନାମର ଝିଅମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅମାନେ ସ୍ଵଭାବରୁ ସରଳ ହୋଇଥିବାରୁ ଶାଶୁଘରେ ସମସ୍ତଙ୍କର ହୃଦୟକୁ ଜିତିଥାନ୍ତି । ନିଜର କଥା କହିବାର ଶୈଳୀ ପାଇଁ ଏମାନେ ଶାଶୁଘରେ ମନ ସମାନ ପାଇବା ସହ ନିଜ କଥା ମନେଇବାର କ୍ଷମତା ମଧ୍ୟ ଏମାନଙ୍କ ଠାରେ ରହିଥାଏ ।

୪- S ନାମର ଝିଅମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅମାନେ ନିଜ ଶାଶୁଘରେ ସବୁବେଳେ ହସ ଖୁଶିର ମାହୋଲ ରଖିବାକୁ ଚେଷ୍ଟା କରିଥାନ୍ତି । ଏମାଙ୍କ ଠାରେ ଆତ୍ମାବିଶ୍ଵାସ ଅଧିକ ରହି ନଥିବାରୁ ଏମାନେ ଅଧିକ ମଜବୁତ ହୋଇଥାନ୍ତି । ଏମାନେ ମ୍ୟାରେଜ ପରେ ଶାଶୁଘର ଲୋକଙ୍କ ଓ ଲାଇଫ ପାର୍ଟନରଙ୍କ ମନ ଜିତିବାରେ ମାହିର ହୋଇଥାନ୍ତି ।

୫- P ନାମର ଝିଅମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅମାନେ ନିଜ ଶାଶୁଘରେ ମହାରାଣୀଙ୍କ ଭଳି ଲାଇଫ ସ୍ପେନ୍ଡ କରିଥାନ୍ତି । ଏମାନେ ସବୁ ସମୟରେ ନିଜ ନିଜ ପାର୍ଟନର ଓ ଶାଶୁଘର ଲୋକଙ୍କର ଧ୍ୟାନ ରଖିଥାନ୍ତି । ଏମାନଙ୍କ ଶାଶୁଘର ଲୋକେ ମଧ୍ୟ ଏମାନଙ୍କୁ ପଲକରେ ରଖିଥାନ୍ତି ।

୬- R ନାମର ଝିଅମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅମାନେ ସମାଜରେ ନିଜ ଅଲଗା ପରିଚୟ କରିଥିଲେ ମଧ୍ୟ ବିବାହ ପରେ ଏମାନେ ନିଜ ଶାଶୁଘର ଲୋକଙ୍କୁ ନେଇ ଚାଲିବାକୁ ପସନ୍ଦ କରନ୍ତି । ଏମାନଙ୍କର ଏହି ଗୁଣ ପାଇଁ ଏମାନେ ଶାଶୁଘରେ ପ୍ରଶଂସା ପାଇବା ସହ ମହାରାଣୀଙ୍କ ଭଳି ରହିଥାନ୍ତି । ଏମାନେ ନିଜ ପରିବାର ଓ ଲାଇଫ ପାର୍ଟନରଙ୍କୁ ବହୁତ ସମାନ ଦେଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।