୫ଟି ଭାରତୀୟ ଖେଳାଳି, ଯେଉଁ ମାନଙ୍କ ଝିଅର ନା ବହୁତ କ୍ୟୁଟ, ନମ୍ବର ୧ଙ୍କ ଝିଅ ଲୋକଙ୍କ ପ୍ରଥମ ପସନ୍ଦ

ଆଜି ଆମେ ଆପଣମାନଙ୍କୁ ଭାରତୀୟ କ୍ରିକେଟ ଖେଳାଳିଙ୍କ ଝିଅ ମାନଙ୍କ ନାମ ବିଷୟରେ କହିବୁ, ଯେଉଁ ମାନେ ଦେଖିବା ପାଇଁ ବହୁତ ସୁନ୍ଦର ଓ କ୍ୟୁଟ ଅଟନ୍ତି । ତେବେ ଆସନ୍ତୁ ଜାଣିବା ଏହି ଖେଳାଳି ମାନଙ୍କର ଝିଅ ମାନଙ୍କ ବିଷୟରେ ।

ସୁରେଶ ରାଇନା-

ଗତ  କିଛି ବର୍ଷ ହେବ ଭାରତୀୟ କ୍ରିକେଟ ଟିମକୁ ଫେରିବା ପାଇଁ ଅପେକ୍ଷା କରିଥିବା ସୁରେଶ ରାଇନା ବହୁତ ଶୀଘ୍ର ଆଇପିଏଲରେ ନଜର ଆସିବେ । ସୁରେଶ ରାଇନାଙ୍କ ଝିଅର ନାମ ହେଉଛି ଗ୍ରାସିଆ । ଏହି ନାମର ଅର୍ଥ ହେଉଛି ଭଗବାନଙ୍କ କୃପା ।

ରବୀନ୍ଦ୍ର ଜାଡ଼େଜା-

ଭାରତୀୟ କ୍ରିକେଟ ଟିମର ଅନୁଭବି ଅଲରାଉଣ୍ଡର ଖେଳାଳି ରବୀନ୍ଦ୍ର ଜାଡ଼େଜାଙ୍କ ଝିଅ ବହୁତ କ୍ୟୁଟ ଓ ସୁନ୍ଦର ଦେଖାଯାଏ । ତାଙ୍କ ଝିଅର ନାମ ହେଉଛି ନିଧୟାନା ଯାହାର ଅର୍ଥ ସହଜ ଜ୍ଞାନ ।

ମହେନ୍ଦ୍ର ସିଂହ ଧୋନୀ-

ଭାରତୀୟ କ୍ରିକେଟ ଟିମର ପୂର୍ବତମ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀଙ୍କ ଝିଅ ହେଉଛି ବହୁତ ସୁନ୍ଦର ଓ କ୍ୟୁଟ । ତାଙ୍କ ଝିଅର ନାମ ହେଉଛି ଜୀବା । ଜୀବା ସବୁବେଳେ ନିଜ ପାପାଙ୍କ ସହ ସୋସିଆଲ ମିଡିଆରେ ନଜର ଆସିଥାଏ । ଜୀବାର ଅର୍ଥ ଲଗ୍ଜରି ଅଟେ ।

ହରଭଜନ ସିଂହ-

ଭାରତୀୟ କ୍ରିକେଟ ଟିମର ଭଲ ସ୍ପିନ ବୋଲର ହର୍ଭଜନ ସିଂହଙ୍କ ଝିଅର ନାମ ହେଉଛି ହୀନାୟା ହିର । ହୀନୟାର ଅର୍ଥ ହେଉଛି ଅଭିବ୍ୟାନ୍ତି କରିବା । ତାଙ୍କ ଝିଅ ଦେଖିବା ପାଇଁ ବହୁତ କ୍ୟୁଟ ।

ଆର ଅଶ୍ଵିନ-

ଭାରତୀୟ କ୍ରିକେଟ ଟିମର ବୋଲର ଅଶ୍ଵିନ ଦୁଇଟି ଝିଅଙ୍କର ପିତା ଅଟନ୍ତି । ଅଶ୍ଵିନଙ୍କ ସାନ ଝିଅର ନାମ ହେଉଛି ଆଧ୍ୟା । ଅଧ୍ୟାର ଅର୍ଥ ହେଉଛି ଦେବୀ ଦୂର୍ଗା ।