ଶୋଇବା ପୂର୍ବରୁ ଗରମ ପାଣିରେ ଏହି ୩ଟି ଜିନିଷ ପକାଇ ପିଇ ନିଅନ୍ତୁ ଏହି ଜୁସ, ବହୁତ କମ ଦିନରେ ପେଟର ସବୁ ଚର୍ବି ହେଇଯିବ ଗାୟବ

ବର୍ତ୍ତମାନ ସମୟରେ ପ୍ରାୟତଃ ଲୋକମାନେ ମୋଟା ହୋଇଯିବାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସମସ୍ତେ ପତଳା ଏବଂ ସୁନ୍ଦର ହେବାକୁ ଚାହିଁ ଥାନ୍ତି । କିନ୍ତୁ ମୋଟାପା ତାଙ୍କର ସୁନ୍ଦରତା ଉପରେ ଲାଗିଥିବା ଦାଗ ଭଳି ହୋଇଥାଏ । ଭଲ ଲୋକମାନେ ନିଜର ମୋଟା ହେବା କାରଣରୁ ଅସୁନ୍ଦର ଦେଖା ଯାଆନ୍ତି । ମୋଟାପାର ସମସ୍ୟା ଖରାପ ଖାଦ୍ୟ ଖାଇବା ଦ୍ଵାରା ହୋଇଥାଏ । ବର୍ତ୍ତମାନ ସମୟରେ ଲୋକମାନଙ୍କ ପାଖରେ ସମୟ କମ ଥିବାରୁ ସେମାନେ ବାହାର ଖାଦ୍ୟରେ ଅଧିକ ନିର୍ଭର କରୁଛନ୍ତି ।

ବାହାରେ ଖାଇବା ଦ୍ଵାରା ବଢିଥାଏ ମୋଟାପା :

ବାହାରେ ଖାଦ୍ୟରେ ତେଲ ମସଲା ଅଧିକ ମାତ୍ରାରେ ଥାଏ ଯେଉଁ କାରଣରୁ ବ୍ୟକ୍ତି ଜଲ୍ଦି ମୋଟାପାର ଶିକାର ହୋଇ ଯାଇଥାଏ । ଯଦି ଆପଣ ବି ମୋଟାପାର ସମସ୍ୟାରେ ଅଛନ୍ତି ତେବ ଆପଣ ଚିନ୍ତିତ ହୁଅନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ ଏକ ଚମତ୍କାରୀ ଜୁସ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ସବୁଦିନ ଖାଇବା ଦ୍ଵାରା କିଛି ଦିନ ମଧ୍ୟରେ ହିଁ ଆପଣ ପତଳା ହୋଇଯିବେ । ଆପଣଙ୍କୁ ଏହି ଚମତ୍କାରୀ ଜୁସର ବ୍ୟବହାର ଶୋଇବା ପୂର୍ବରୁ କରିବା ଉଚିତ । ଆଜି ଆମେ କହିବାକୁ ଯାଉଛୁ କାକୁଡିର ଜୁସ ବିଷୟରେ ।

ଏହା ଆପଣଙ୍କର ପେଟକୁ ସଫା କରିଥାଏ ଏବଂ ଏହା ସହିତ ଆପଣଙ୍କର ଶରୀରର ଚର୍ବିର ମାତ୍ରାକୁ ବଢାଇବାରେ କମ କରିଥାଏ । ଏଥିରେ କ୍ୟାଲୋରି ବହୁତ କମ ମାତ୍ରାରେ ମିଳିଥାଏ, ଯାହା ଆପଣଙ୍କୁ ପତଳା ହେବାରେ ସାହାର୍ଯ୍ୟ କରିଥାଏ ।

ଜୁସ ବନାଇବାର ସାମଗ୍ରୀ :

·    ୨ଟି କାକୁଡି, ୨ଟି ଛୋଟ ଚାମଚର ଲେମ୍ବୁ ରସ, ଅଦାର ଗୋଟିଏ ଛୋଟ ଖଣ୍ଡ, ୨ ଚାମଚ ଚିନି, ଗୋଟିଏ ଛୋଟ ଚାମଚରେ ଜୀରା ପାଉଡର, ୩ – ୪ ପୁଦିନାର ପତ୍ର, ଲୁଣ ସ୍ଵାଦ ଅନୁସାରେ ।

ବନାଇବାର ବିଧି :

ସର୍ବେ ପ୍ରଥମେ କାକୁଡିକୁ ଧୋଇକରି ତାହାର ଛୋଟ ଛୋଟ ଖଣ୍ଡ କାଟି ଦିଅନ୍ତୁ । ଚୋପା ନ ଛଡାଇ ଏହାକୁ ଜୁସରରେ ପକାଇ ଦିଅନ୍ତୁ ଏବଂ ତା ସହିତ ଅଦା ଏବଂ ପୋଦିନା ପତ୍ରକୁ ମଧ୍ୟ ପକାଇ ଦିଅନ୍ତୁ ଏବଂ ଜୁସ ବାହାର କରନ୍ତୁ । ଏଥିରେ ଚିନି, ଲେମ୍ବୁ ରସ, ଜୀରା ପାଉଡର ଏବଂ ଲୁଣକୁ ଭାବାରେ ମିଶାନ୍ତୁ । ବର୍ତ୍ତମାନ ଆପଣ ଏହି ଜୁସ କୁ ଶୋଇବା ପୂର୍ବରୁ ସେବନ କରି ପାରିବେ ।

କିଛି ଦିନ ମଧ୍ୟରେ ଆପଣଙ୍କର ବାହାରିଥିବା ପେଟ ଧୀରେ ଧୀରେ ଭିତରକୁ ପଶିଯିବ ।

ଆଶା କରୁଛୁ ଆପଣଙ୍କୁ ଏହି ସ୍ୱାସ୍ଥ୍ୟ ଟିପ୍ସଟି ନିଶ୍ଚୟ ସାହାଯ୍ୟ କରିବ। ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ ଏବଂ କମେନ୍ଟ କରି ଆପଣଙ୍କ ମତାମତ ନିଶ୍ଚୟ ଦିଅନ୍ତୁ ।