Bollywood କୁଇନ Deepika ଙ୍କ ଏହି ସବୁ କଳା କାରନାମା ବିଷୟରେ ଜାଣି ନଥିବେ ଆପଣ, ଦେଖନ୍ତୁ

ବଲିଉଡ କୁଇନ ଦୀପିକା ପାଦୁକୋନ ଏବେ ବହୁତ ଅସୁବିଧାରେ ଅଛନ୍ତି । ଏହାର କାରଣ କିଛି ଅଲଗା ନୁହେଁ ବରଂ ତାଙ୍କର ନିଶା କରିବାର ଅଭ୍ୟାସ ଅଟେ । ଯେଉଁ କାରଣରୁ ସେ ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି । ଏବଂ NCB ଙ୍କ କଡ଼ା ନଜର ଭିତରେ ରହିଛନ୍ତି । ଯେବେଠୁ ଡ୍ରଗ ମାମଲାରେ ରିୟା ଚକ୍ରବର୍ତ୍ତୀ ଙ୍କୁ ଗିରଫ କରାଯାଇଛି ତେବେଠୁ ବଲିଉଡ ର ବହୁତ ବଡ଼ ବଡ଼ ନା ସମ୍ମାକୁ ଆସିଛି ଯିଏ କି ନିଶା କରୁଥିଲେ ବୋଲି ଧରା ପଡିଛନ୍ତି ।

ଏହି ମାନଙ୍କ ଭିତରୁ ଗୋଟେ ନାମ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଙ୍କ ନାମ ରହିଛି । ଦୀପିକା ଙ୍କୁ ନେଇ ସୋସିଆଲ ମିଡିଆରେ ହଲଚଲ ହୋଇଛି । ଦୀପିକା ଙ୍କ ଫ୍ୟାନ୍ସ ତାଙ୍କୁ ବହୁତ ଗାଳି କରିବାରେ ଲାଗିଛନ୍ତି । ଦୀପିକା ଏବଂ ରଣବୀର କ୍ଲବ ରେ ବହୁତ ସମୟ ପାର୍ଟି କରିଥାନ୍ତି । ଏବଂ ସେହି ପାର୍ଟି ରେ ନିଶା ନେଉଥିବା ଲୋକମାନେ ହିଁ ଆସିଥାନ୍ତି ।

ଦୀପିକା ଡିପ୍ରେସନ ରୁ ବାହାରିବା ପାଇଁ ଡ୍ରଗ୍ସ ନେଉଥିଲେ । ଡ୍ରଗ୍ସ ମାମଲା କୁ ନେଇ ଦୀପିକା ଙ୍କ ଚ୍ୟାଟ ଭାଇରାଲ ହେବାକୁ ଲାଗିଛି । ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ ସହିତ ବଲିଉଡ ର ୨୫ ଜଣ ଷ୍ଟାର ମାନଙ୍କ ନା ନେଇଛନ୍ତି । ଦୀପିକା ତାଙ୍କ ମଧ୍ୟରୁ ଜଣେ ଅଟନ୍ତି । ଏଥି ପାଇଁ ଦୀପିକା ଙ୍କୁ ମଧ୍ୟ ଜେରା କରାଯିବ । ଏବଂ ଡ୍ରଗ୍ସ ମାମଲାକୁ ନେଇ ତାଙ୍କୁ ପଚରା ଉଚରା କରାଯିବ ।

ବଲିଉଡ ରେ ଆସିବା ପରେ ଲାଇମ ଲାଇଟ ରେ ରହିବା ପାଇଁ ଦୀପିକା ବାରମ୍ବାର ବଏ ଫ୍ରେଣ୍ଡ ବଦଳାଇ ଥିଲେ । ଦୀପିକା ବଲିଉଡ ଷ୍ଟାର ମାନଙ୍କ ଠାରୁ ଆରମ୍ଭ କରି କ୍ରିକେଟର ମାନଙ୍କ ସହିତ ମଧ୍ୟ ନିଜର ପ୍ରେମ ସମ୍ପର୍କ ରଖିଥିଲେ । ରଣବୀର କପୁର, ନିହାର ପାଣ୍ଡିଆ, ଯୁବରାଜ ସିଂ, ଏମ ଏସ ଧୋନି, ସିଦ୍ଧାର୍ଥ ମାଲିଆ ତାଙ୍କର ପ୍ରେମିକ ଲିଷ୍ଟ ରେ ଥିଲେ । ଶେଷରେ ଦୀପିକା ରଣବୀର ସିଂ ଙ୍କୁ ବିବାହ କରିଥିଲେ ।

ଦୀପିକା ନିଜ ଘରେ ମଧ୍ୟ ଡ୍ରଗ୍ସ ପାର୍ଟି ରଖୁଥିଲେ । ଦୀପିକା ଙ୍କ ଡ୍ରଗ୍ସ ମାଫିଆ ଙ୍କ ସହିତ ସମ୍ପର୍କ ଥିବାର NCB ସନ୍ଦେହ କରିଛି ଏବଂ ଦୀପିକା ଙ୍କୁ ଏ ବିଷୟରେ ପଚରା ଉଚରା କରିଛି । ତେବେ ବଲିଉଡ ର ବଡ଼ ବଡ଼ ଷ୍ଟାର ମାନଙ୍କ କଳା କାରନାମା ସାମ୍ନାକୁ ଆସିବା ପରେ ବଲିଉଡ ରେ ହଙ୍ଗାମା ହୋଇଯାଇଛି ।

ଦୀପିକା ଡ୍ରଗ୍ସ ନେଉଥିଲେ ଏବଂ ଦୀପିକା ଏହା ସ୍ଵିକାର ମଧ୍ୟ କରିଛନ୍ତି । ଦୀପିକା ଙ୍କୁ NCB ଜେରା କରିବାକୁ ଯାଉଛି । ତେବେ ଦୀପିକା ଙ୍କୁ ବଞ୍ଚାଇବା ପାଇଁ ତାଙ୍କ ଶଶୁର ଘର ଏବଂ ତାଙ୍କ ସ୍ଵାମୀ ନିଜର ଚେଷ୍ଟା ଆରମ୍ଭ କରିସାରିଛନ୍ତି । ଦୀପିକା ଙ୍କୁ ସୋସିଆଲ ମିଡିଆରେ ଖୁବ ଟ୍ରୋଲ କରା ଯାଉଛି । ଦୀପିକା ସୁଟିଂ ସମୟରେ ମଧ୍ୟ ନିଶା କରିଥାନ୍ତି ବୋଲି ଜଣାପଡିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।