ଭାରତକୁ ଆଶ୍ଚର୍ଯ୍ୟଜନକ ଧମକ ଦେଲା ପାକିସ୍ଥାନ, କଣ କହିଲା ଦେଖନ୍ତୁ

ବର୍ତମାନ ର ସବୁଠାରୁ ବଡ଼ ଖବର ଧମକ ଦେଇଛି ପାକିସ୍ଥାନ । ତେବେ ପାକିସ୍ଥାନ ଧମକ ଆମରି ରିଜିଅନ କୁ ନେଇ ଦେଇଛି ଯାହା ହେଉଛି POK ରିଯିଅନ ra ଲୋକଙ୍କ ଉପରେ ପାକିସ୍ତାନ ଧମକ ଦେଇଛି । କଣ ଧମକ ଦେଇଛି ଆମେ ଜାଣିବା ଏବଂ ଏଥିରେ ଭାରତ ର ରୋଲ କଣ ରହିଛି ଚାଲନ୍ତୁ ଜାଣିବା ।

ଯେବେଠୁ ଆମର ଭାରତ ସ୍ଵାଧୀନ ହେଲାଣି ସେବେ ଠାରୁ ପାକିସ୍ଥାନ ମଧ୍ୟ ସ୍ଵାଧୀନ ହୋଇଛି । ପାକିସ୍ଥାନ ଗୋଟେ ଅବୈଧ ଭାବରେ POK ରିଜିଅନ କୁ ମାଡିବସିଛି । ଏବଂ ମାଡି ବସିଥିବା କାରଣରୁ ଭାରତ ସେହି ଜାଗାକୁ ଯାଇପାରୁନି ଏବଂ ଭାରତ ର ଯିବା କ୍ଷଣି ସେମାନେ ଆକ୍ରମଣ କରିବାକୁ ଜଗି ବସିଛନ୍ତି । ପ୍ରାୟ ସମୟ ସେମାନେ ଭାଓଲେସନ କରନ୍ତି ।

ଯେବେଠୁ ଚୀନ ର କେସ ସାମ୍ନାକୁ ଆସିଛି ସେବେଠୁ ନେପାଳ ଏବଂ ପାକିସ୍ତାନ ବହୁତ ଆକ୍ତିଭ ହୋଇଯାଇଛନ୍ତି । ସେଠିକାର ଚାଷୀ ମାନଙ୍କ ଉପରେ ପାକିସ୍ଥାନ ର ସୈନ୍ୟ ଗୁଳି ଚାଳନା କରନ୍ତି ବିନା କୌଣସି କାରଣରେ ଏବଂ ସେମାନେ ଭୟରେ ତାଙ୍କ ଘରକୁ ପଳାନ୍ତି । ଏହି ପ୍ରକାର ଆକ୍ରମଣ ଏବେ ବହୁତ ବଢ଼ି ଯାଇଛି । POK ର ଲୋକମାନେ ଭାରତ ସହିତ ମିଶିବାକୁ ଚାହାଁନ୍ତି କିନ୍ତୁ ପାକିସ୍ଥାନ ସେମାନଙ୍କୁ ମିଶିବାକୁ ଦେଇନାହିଁ ।

ପାକିସ୍ଥାନ ପ୍ରତି ମୁହୂର୍ତ୍ତରେ ସେମାନଙ୍କୁ ଅଟକାଏ ଏବଂ ଏହି ଅଟକାଇବା ଏକ ଆନ୍ଦୋଳନ ର ରୂପ ନିଏ କିନ୍ତୁ ଏବେ ଏହି ଆନ୍ଦୋଳନ ବହୁତ ବଡ଼ ରୂପ ନେଇଛି । ଏବଂ ସେମାନେ ଭାରତ ସହିତ ମିଶିବାକୁ ଦାବି କରିଛନ୍ତି । ସେମାନେ ମୋଦି ସରକାର ଙ୍କ ଫଟୋ ଏବଂ ଭାରତ ର ତ୍ରିରଙ୍ଗା କୁ ନେଇ ସେଠାରେ ମାରିବାକୁ ଲାଗିଛନ୍ତି । ଏଥିପାଇଁ ପାକିସ୍ଥାନ କୁ ବିରକ୍ତିକର ଭାବ ଆସିଛି ଏବଂ ପାକିସ୍ଥାନ ତାଙ୍କୁ ଧମକ ଦେଇଛି ।

ମାସ ମର୍ଡର ର ଧମକ ଦେଇଛି ପାକିସ୍ଥାନ । ମାନେ ବହୁତ ଲୋକଙ୍କୁ ଗୋଟେ ଘରେ ବନ୍ଦ କରି ତାଙ୍କୁ ଗୁଳି କରି ମାରିଦେବ ବୋଲି କହିଛିି ପାକିସ୍ଥାନ । ଏହା ଏକ ବହୁତ ବଡ଼ ଧମକ ତେବେ ଏହାକୁ ଭାରତ କେମିତି ସାମ୍ନା କରୁଛି ଏବଂ ଯେହେତୁ ସେ ଲୋକମାନେ ଭାରତ ସହିତ ମିଶିବାକୁ ଚାହୁଁଛନ୍ତି ତ ଭାରତର ନିଶ୍ଚିନ୍ତ ଭାବରେ ଏଠି କିଛି ଦାୟିତ୍ବ ରହିଛି ।

ଏହି ଖବର ଲଦାଖ ର MP ଙ୍କ ଦ୍ଵାରା ସାମ୍ନାକୁ ଆସିଛି । ତେବେ ଭାରତ ଏଠି କରିବ କଣ । ତେବେ ଭାରତର ତାଙ୍କୁ ସାହାଯ୍ୟ କରିବା ନିଶ୍ଚିନ୍ତ ଦରକାର କିନ୍ତୁ ଦେଖା ଯାଉ କଣ ପଦକ୍ଷେପ ନେବାକୁ ଯାଉଛି ଭାରତ ।  ତେବେ ପାକିସ୍ଥାନ ର ଏହି ଧମକ କୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।