ମଜେଦାର ଜୋକ୍ସ- ମା (ରାଗିଯାଇ ନିଜ ପୁଅ କୁ)- କୂଳାଙ୍ଗାର ତୁ ବାଳ କାହିଁକି କାଟୁନୁ…

ଯେଉଁଭଳି ଭାବରେ ଶୁଦ୍ଧ ପବନ, ଭଲ ଖାଦ୍ୟପାନ କୌଣସି ବି ମନୁଷ୍ୟର ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ ହୋଇଥାଏ, ଠିକ ସେହିଭଳି ଆପଣଙ୍କ ହସ ବି ଆପଣଙ୍କ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ମହତ୍ଵପୂର୍ଣ ଭୂମିକା ଗ୍ରହଣ କରିଥାଏ । ଯଦି ଆପଣ ସକାଳ ଓ ସନ୍ଧ୍ୟା ସମୟରେ ହସିବାର ଅଭ୍ୟାସ କରିନେବେ ତେବେ କୌଣସି ବି ରୋଗ, ମାନସିକ ହେଉ କିମ୍ବା ଶାରୀରିକ ଆପଣଙ୍କ ପାଖକୁ ବି ଆସିବ ନାହିଁ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତି ମଜାଦାର ଜୋକ୍ସ ନେଇ ଆସିଛୁ, ଯାହାକୁ ପଢିବା ପରେ ଆପଣ ହସି ହସି ପଡି ଯିବେ । ତେବେ ଚାଳନ୍ତୁ ଆରମ୍ଭ କରିବା ।

୧ – ମଣ୍ଟି – ଆମେ ତାମିଲ ଶିଖିବାକୁ ଚାହୁଁଚୁ ।
ବଣ୍ଟି – କଣ ପାଇଁ ?


ମଣ୍ଟି – ଆମେ ଗୋଟିଏ ତାମିଲ ପୋଷ୍ୟ ସନ୍ତାନ ନେଇଛୁ , ସେ କଥା କହିବା ପୂର୍ବରୁ ଆମେ ତାମିଲ ଶିଖିନେବୁ ।

୨ – ଭଉଣୀ ବିଦା ହେଲା ବେଳେ ଛୋଟ ଭାଇ କହିଲା

” ବାପା ଦିଦି କାନ୍ଦୁଛି କିନ୍ତୁ ଭିଣେଇ ଭାଇ କାନ୍ଦୁ ନାହାନ୍ତି ”

” ପୁଅ ଦିଦି ଗେଟ ପର୍ଯ୍ୟନ୍ତ କାନ୍ଦିବ କିନ୍ତୁ ଭିଣେଇ ଭାଇ ତ ମଲା ପର୍ଯ୍ୟନ୍ତ କାନ୍ଦିବ ”

୩ – ମା (ରାଗିଯାଇ ନିଜ ପୁଅ କୁ); କୂଳାଙ୍ଗାର ତୁ ବାଳ କାହିଁକି କାଟୁନୁ ?

ପୁଅ : କଣ ଅସୁବିଧା ହେଲା ଯେ ମା ,ଏହା ଆଜି କାଲିକା ଫେସନ ଅଟେ ,


ମା : (ରାଗିଯାଇ ) ନିଆଁ ଲାଗୁ ଏ ଫେସନ କୁ , ପୁଅ ଵାଲା ତୋର ଭଉଣୀକୁ ଦେଖିବାକୁ ଆସିଥିଲେ ଆଉ ତତେ ପସନ୍ଦ କରିଦେଇ ଚାଲିଗଲେ ।

୪ – ଦାସ ବାବୁ ଓକିଲଙ୍କୁ : ମତେ ମୋ ସ୍ତ୍ରୀ ଠାରୁ ଡିଭୋର୍ସ ଦରକାର , ସେ ୬ ମାସ ହେଲା ମୋ ସହିତ କଥା ହେଉନି

ଓକିଲ : ଥରେ ଭଲ ଭାବରେ ଭାବିନିଅ ,

ଏମିତି ସ୍ତ୍ରୀ ବାର ମ୍ବାର ମିଳେନି ।

୫ – ଗାର୍ଲ ଫ୍ରେଣ୍ଡ – ଜାନୁ ତମେ ଡାକ୍ତର କେମିତି ହେଲ

ବଏ ଫ୍ରେଣ୍ଡ – ଆରେ ତା ପାଇଁ ତ ବହୁତ ବୁଦ୍ଧି ଦରକାର


ଗାର୍ଲ ଫ୍ରେଣ୍ଡ – ସେଥିପାଇଁ ତ କହୁଛି ତମେ ଡାକ୍ତର କେମିତି ହେଲ

ବଏ ଫ୍ରେଣ୍ଡ ବେହୋସ

୬ – ଆମେ କ୍ରିଶ ଗେଲକୁ ଡବ ରେ ଧୋଇଲୁ

ପୁଣି …. ??

ପୁଣି କଣ ଡବ କୁ ଦୁଇ ଥର ଟାଇଡ଼ ରେ ଧୋଇବାକୁ ପଡିଲା ।

6- ପୁଅ କହିଲା- ପାପା ମୋର ଜନ୍ମ କେମିତି ହେଲା ?

ପାପା କହିଲେ- ଏହା ବହୁତ ଲମ୍ବା କାହାଣୀ

ପୁଅ କହିଲା- ତଥାପି Short ରେ କୁହ ନା ?

ପାପା କହିଲେ- ପୁଅ ଥଣ୍ଡା ମୌସମ ଥିଲା ଓ

ସବୁ ମେଡିକାଲ ଷ୍ଟୋର ବନ୍ଦ ଥିଲା ।

ଆପଣଙ୍କୁ ଆମର ଏହି ସବୁ ହସକଥା ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।