ଦେଖନ୍ତୁ କେତେ ଅଛି ଆଜି 2 ଅକ୍ଟୋବରର Gold rate

ସୁନାର ମୂଲ୍ୟ ଏତେ ଦ୍ରୁତ ଗତିରେ ବଢିଚାଲିଛି କି ଲୋକମାନେ ସୁନା କିଣିବାକୁ ସାହସ କରୁ ନାହାନ୍ତି । କହିବାକୁ ଗଲେ ବହୁତ ଲୋକଙ୍କ ସୁନା ବହୁତ ପ୍ରିୟ ହୋଇଥାଏ । କିନ୍ତୁ ସୁନାର ମୂଲ୍ୟ ଅଧିକ ହେବା କାରଣରୁ ଲୋକମାନେ ସୁନା କିଣିବା ପାଇଁ ଅଳ୍ପ ସଙ୍କୋଚ କରୁଛନ୍ତି । କିନ୍ତୁ ବର୍ତ୍ତମାନ ସମସ୍ତଙ୍କ ପାଇଁ ଖୁସି ଖବର ଆସି ଯାଇଛି କି ସୁନାର ମୂଲ୍ୟ ପୂର୍ବ ଦିନ ଅପେକ୍ଷା ବର୍ତ୍ତମାନ ସୁନାର ଦାମ ଧୀରେ ଧୀରେ ହ୍ରାସ ପାଉଛି ଓ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଚାଲିବ ।

ସୁନା କିମ୍ବା ଚାନ୍ଦି କିଣିବାର ଥିବା ଲୋକମାନଙ୍କ ପାଇଁ ବହୁତ ବଡ ଖୁସି ଖବର ରହିଛି । କାରଣ ସୁନା ବହୁତ ଶସ୍ତା ଓ ଚାନ୍ଦି ବି ବହୁତ ଶସ୍ତା ହୋଇଯାଇଛି । କିଛି ଦିନ ପୂର୍ବରୁ ସୁନା ଓ ଚାନ୍ଦିର ରେଟ ବହୁତ ଅଧିକ ରହିଥିଲା । କିନ୍ତୁ ବର୍ତ୍ତମାନ ସୁନା ଓ ଚାନ୍ଦିର ମୂଲ୍ୟ ବହୁତ କମ ହୋଇ ଯାଇଛି । ତେବେ ଆସନ୍ତୁ ଜାଣିବା ସୁନା ଆଜି କେତେ ଶସ୍ତା ହୋଇଛି ନା ପୁଣି ଠାରେ ସୁନାର ଦାମ ବଢିଛି ।

ଆଜି ୨ ଅକ୍ଟୋବର ୨୦୨୦ରେ ଚାନ୍ଦିର ମୂଲ୍ୟ କିଛି ଏହିଭଳି ଅଟେ । ଆଜି ଚାନ୍ଦି ୧ ଗ୍ରାମକୁ ୬୧.୨୦ ଟଙ୍କା, ୮ ଗ୍ରାମକୁ ୪୮୯.୬୦ ଟଙ୍କା, ୧୦ ଗ୍ରାମକୁ ୬୧୨ ଟଙ୍କା, ୧୦୦ ଗ୍ରାମକୁ ୬୧୨୦ ଟଙ୍କା ଓ ୧ କିଲୋକୁ ୬୧,୨୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ଚାନ୍ଦି ଗତ କାଲି ଅପେକ୍ଷା ୫୦୦ ଟଙ୍କା ବଢିଛି ।

ସେହିଭଳି ଆଜିର ସୁନାର ମୂଲ୍ୟ ବି ଅଳ୍ପ ବହୁତ ବଢିଛି । ଆଜିର ସୁନାର ମୂଲ୍ୟରେ ୧୮ କ୍ୟାରେଟର ୧ ଗ୍ରାମକୁ ୪,୦୭୧ ଟଙ୍କା, ୮ ଗ୍ରାମକୁ ୩୨,୫୬୮ ଟଙ୍କା, ୧୦ ଗ୍ରାମକୁ ୪୦,୭୧୦ ଟଙ୍କା, ୧୦୦ ଗ୍ରାମକୁ ୪,୦୭,୧୦୦ ଟଙ୍କା ଅଛି । ସେହିଭଳି ୨୨ କ୍ୟାରେଟ ସୁନାର ମୂଲ୍ୟ ୧ ଗ୍ରାମକୁ ୪,୮୩୭ ଟଙ୍କା, ୮ ଗ୍ରାମକୁ ୩୮,୬୯୬ ଟଙ୍କା, ୧୦ ଗ୍ରାମକୁ ୪୮,୩୭୦ ଟଙ୍କା, ୧୦୦ ଗ୍ରାମକୁ ୪,୮୩,୭୦୦ ଟଙ୍କା ଅଛି । ଆଜି ୨୨ କ୍ୟାରେଟ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ଗତ କାଲୀ ଅପେକ୍ଷା ୧୨୦ ଟଙ୍କା ବଢିଛି ।

୨୪ କ୍ୟାରେଟ ସୁନାର ମୂଲ୍ୟ ୧ ଗ୍ରାମକୁ ୫,୨୭୬ ଟଙ୍କା, ୮ ଗ୍ରାମକୁ ୪୨,୨୦୮ ଟଙ୍କା, ୧୦ ଗ୍ରାମକୁ ୫୨,୭୬୦ ଟଙ୍କା, ୧୦୦ ଗ୍ରାମକୁ ୫,୨୭,୬୦୦ ଟଙ୍କା ଅଛି । ଏମିତିରେ କହିବାକୁ ଗଲେ ଆଜି ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ଗତ କାଲୀ ଅପେକ୍ଷା ୧୨୦ ଟଙ୍କା ବଢିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।