ମିସ୍ ଇଣ୍ଡିଆ ଜୁହୀ, ଯାହା ପଛରେ ପୁରା ବଲୀଉଡ ପାଗଳ ଥିଲା… ସେ କାହିଁକି ବାଛିଲେ ବୁଢା ସ୍ଵାମୀ? କାରଣ ପଇସା ନୁହେଁ

ଜୂହୀ ଚାୱଲା ପରି ସୁନ୍ଦରୀ ଅଭିନେତ୍ରୀ ଭଳି କେହି ନାହାଁନ୍ତି ବଲୀଉଡ ରେ । ପୂର୍ବ ମିସ ଇଣ୍ଡିଆ ଜୂହୀ ଚାୱଲା ୯୦ ଦଶକର ନିଜର ସୁନ୍ଦରତା ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଲୋକଙ୍କ ର୍ହୁଦୟ ରେ ରାଜ କରୁଥିଲେ । କ୍ଯାରିୟର ର ଆରମ୍ଭ ରୁ ହିଁ ଜୂହୀଙ୍କର ଯୋଡି ସବୁଠାରୁ ବେସୀ ଅମିର ଖାନ ସହ ଭଲ ଯମୁଥିଲା । ଅମିର ଏବଂ ଜୂହୀ ଏକତ୍ର ବହୁତ ଫିଲ୍ମ ରେ ଅଭିନୟ କରିଛନ୍ତି । ଜୂହୀ ଆଜି ବି ସେମିତି ସୁନ୍ଦର ଦେଖା ଯାଉଛନ୍ତି ଯେମିତି ପୂର୍ବରୁ ଦେଖାଯାଉ ଥିଲେ ।

କିନ୍ତୁ ଅଭିନୟ ସମୟରେ ସେ ଅଚାନକ ଏଭଳି ଏକ ପଦକ୍ଷପ ନେଲେ କି ଯାହାଦ୍ୱାରା ତାଙ୍କର ଫ୍ୟାନ ମାନେ ଚକିତ ହୋଇଗଲେ । ନିଜର ଫ୍ୟାନ ମାନଙ୍କୁ ଚକିତ କରି ଜୂହୀ ୧୯୯୫ ମସିହାରେ ବିବାହ କରିନେଲେ ।

ତାଙ୍କ ସ୍ଵାମୀ ଙ୍କର ନାମ ଜୟ ମେହତା ଅଟେ । ଜୟ ଏବଂ ଜୂହୀଙ୍କର ଯୋଡି ଦେଖିବାକୁ ଭଲ ଲାଗେ ନାହିଁ । ଯେଉଁଠାରେ ଜୂହୀ ଆଜି ଭି ସୁନ୍ଦରତାର ଦେବୀ ଭଳି ଦେଖା ଯାଆନ୍ତି ସେଠି ତାଙ୍କ ସ୍ଵାମୀ ତାଙ୍କ ଠାରୁ ବୟସରେ ବଡ ଦେଖା ଯାଆନ୍ତି ।

ଆପଣଙ୍କ ଜାଣିବା ପାଇଁ  କହି ଦିଆ ହଉଛି ଯେ ଜୂହୀ ଚାୱଲା ବିବାହ ବଡ ଚୁପଚାପ ଭିତରେ କରିଥିଲେ । ତାଙ୍କର ବିବାହ ବିଷୟରେ କାହାକୁ ବି ଜଣାନଥିଲା । ମୀଡିୟା ରିପୋର୍ଟ ଅନୁସାରେ ଜୂହୀ ଏହା ନିଜର କ୍ଯାରିୟରକୁ ବଞ୍ଚେଇବାକୁ ଯାଇ କରିଥିଲେ ।

ପ୍ରଗ୍ନେଂଟ ହେବା ପରେ ଜୂହୀ ନିଜର ବିବାହ ର କଥା ସମସ୍ତଙ୍କୁ ଜଣାଇଥିଲେ । ବିବାହ ପୂର୍ବରୁ ଜୂହୀ ଏବଂ ଜୟ ମେହତା ର ସମ୍ପର୍କ ବିଷୟରେ ଖବର ମିଡିୟା ରେ ଖୁବ ପ୍ରଚଳିତ ଥିଲା । ଜୂହୀ ଜୟ ଙ୍କୁ ଗଭୀରତା ସହ ପ୍ରେମ କରୁଥିଲେ ସେଥିପାଇଁ ସେମାନେ ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇ ଗଲେ ।