ଲୋକମାନଙ୍କ ସମସ୍ତେ କାନ୍ଦି ପକେଇଲେ ଯେତେବେଳେ ଅଢେଇ ବର୍ଷର ଛୋଟ ଝିଅଟି ସହିଦ ହୋଇଥିବା ପିତାଙ୍କ ମୂହରେ ଦେଲା ମୁଖାଗ୍ନି, ଦେଖନ୍ତୁ ପୁରା ଘଟଣା – ସହିଦ୍ ଙ୍କ ପାଇଁ ଗୋଟେ ଶେୟାର ନିଶ୍ଚୟ କରିବେ

ପାକିସ୍ତାନ ର କୂଟନୀତି ଯୋଗୁ କେତେ ମା ମାନେ ନିଜ ପୁଅମାନଙ୍କୁ ହାରୁଛନ୍ତି । ସେମିତି କେତେ ସ୍ତ୍ରୀ ଲୋକୋମାନେ ନିଜର ସ୍ଵାମୀଙ୍କୁ ହାରାଉଛନ୍ତି । ସେମିତି କେତେକ ପିଲାଙ୍କ ମୁଣ୍ଡରୁ ନିଜ ବାପାଙ୍କର ଛାୟା ଉଡିଯାଉଛି । ଦୁଇ ଦେଶ ର ଏହି ଯୁଧ୍ୟରେ ଭାରତୀୟ ସୈନିକ ତ ବଳିଦାନ ଦେଉଛନ୍ତି, ତା ସଙ୍ଗେ ସେଙ୍ଗ ତାଙ୍କ ପରିବାର ମଧ୍ୟ ବଳିଦାନ ଦେଉଛନ୍ତି । ପ୍ରତି ବର୍ଷ ଏମିତ କେତେ ଭାରତୀୟ ସୈନିକ ବର୍ଡର ରକ୍ଷା କରିବା ହେତୁ ସହିଦ ହୋଇଯାଉଛନ୍ତି ।

ପୁଲୱାମା ରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଚୁରୂ ର ଗୌରୀସର ଗାଁ ର ଯବାନ ରାଜେନ୍ଦ୍ର ନେଣ ଙ୍କର ପାର୍ଥିବ ଶରୀର ପୁରା ରାଷ୍ଟ୍ରୀୟ ସମ୍ମାନ ସହିତ ମଙ୍ଗଳବାର ଦିନ ଅନ୍ତିମ ସଂସ୍କାର କରଯାଇଥିଲା । ଭାରତୀୟ ପରମ୍ପରା ଅନୁସାରେ ଝିଅ ମାନେ ଶ୍ମଶାନକୁ ଯିବା ଉଚିତ ନୁହେଁ କିନ୍ତୁ ସହିଦ ରାଜେନ୍ଦ୍ର ର ଅଢେଇ ବର୍ଷର ଝିଅ ମିଷ୍ଠୀ ହାତରୁ ନିଜ ପିତା ର ମୁଖାଗ୍ନି କରଯାଇଥିଲା । ସେହି ସମୟରେ ଏହାକୁ ଦେଖି ସମସ୍ତଙ୍କ ଆଖି ରେ ଲୁହ ଆସି ଯାଇଥିଲା ।

 

ଆପଣ ଜାଣି ଚକିତ ହେବେ କି ରାଜେନ୍ଦ୍ର ମାତ୍ର 26 ବର୍ଷ ର ଥିଲେ ଏବଂ 2 ବର୍ଷ ପୂର୍ବରୁ ସୀଆରପୀଏଫ ରେ ଭର୍ତି ହୋଇଥିଲେ । ମଙ୍ଗଳବାର ସକାଳେ ପାର୍ଥିବ ଶରୀରକୁ ତାଙ୍କର ପୈତ୍ରିକ ଗାଁ ଗୌରୀସରକୁ ଅଣାଯାଇଥିଲା । ସହିଦ ଯବାନ ର ଘରର ଅବସ୍ତା ବୋହୁତ ଗଂମ୍ଭୀର ଥିଲା । ତାଙ୍କ ପତ୍ନୀ ନିଜ ଝିଅ ସହିତ ବାପଘରେ ଥିଲେ । ମଙ୍ଗଳବାର ଦିନ ହିଁ ସେ ଶଶୁର ଘରକୁ ପହଞ୍ଚିଲେ । ଯେମିତି ସେ ନିଜ ସ୍ଵାମୀ ର ଶବ ଦେଖିଲେ, ବେହୋସ ହୋଇଗଲେ । ସହିଦ ଯବାନ ର ଗୋଟିଏ ବର୍ଷର ପୁଅ ଅଛି । ଶୋକ ଖବର ପଢିବା ପରେ ଉପଖଂଡ ଅଧିକାରୀ ସଂଜୂ ପାରୀକ ମଧ୍ୟ ଭାବୁକ ହୋଇଗଲେ ।

ସକାଳେ ଯେତେବେଳେ ସହିଦ ଯବାନ ର ଶବ ଯାତ୍ରା ବାହାରିଲା ସେତେବେଳେ ହଜାର ସଂଖ୍ୟାରେ ଗାଁ ଲୋକମାନେ ,ପ୍ରଶାସନିକ ଅଧିକାର ମାନେ, ଜନପ୍ରତିନିଧି ସହିଦ ର ଶବ ଯାତ୍ରା ରେ ସାମିଲ ହୋଇଥିଲେ । ଲୋକମାନଙ୍କ ମନରେ ପାକିସ୍ତାନ ପ୍ରତି ବହୁତ ରାଗ ଦେଖା ଯାଇଥିଲା ।

ସୀଆରପୀଏଫ ଡ଼ିଆଇଜି ଜଗଦୀଶ ମିଣା କହିଲେ କି ଆତଙ୍କବାଦୀଙ୍କ ଆକ୍ରମଣର କଡା ଜବାବ ଦିଆ ହୋଇଛି । ଏହା ଭିତରେ ଆତଙ୍କବାଦୀଙ୍କ ସହ ଲଢିବା ସମୟରେ ଯବାନ ରାଜେନ୍ଦ୍ର ସହିଦ ହୋଇ ଥିଲେ । ରାଜେନ୍ଦ୍ରଙ୍କର ଏହି ବଳିଦାନ ପାଇଁ ପୁରା ଦେଶ ଗର୍ବିତ ।

ଗର୍ବରେ ତାଙ୍କ ପାଇଁ ନିଶ୍ଚୟ ଗୋଟେ ଶେୟାର କରିବେ