ଯେଉଁ ହଲିଉଡ କଳକାରମାନଙ୍କୁ ଆପଣ ଭାବୁଛନ୍ତି ବିଦେଶୀ, ଅସଲରେ ସେମାନେ ଅଟନ୍ତି ଭାରତୀୟ, ନାମସବୁ ଜାଣିଲେ ଚମକି ପଡିବେ

ଭାରତରେ ଝିଅମାନଙ୍କୁ କମଜୋର କୁହଯାଏ ଓ ଆଜି ବି ଭାରତରେ କିଛି ଏମିତି ଘର ଅଛି ଯେଉଁଠି ଝିଅମାନଙ୍କୁ କହିବା ପର୍ଯ୍ୟନ୍ତ ବି ଆଜାଦୀ ନାହିଁ । କିନ୍ତୁ ଏହି ଭାରତର କିଛି ଝିଅମାନେ ଏମତି ଅଛନ୍ତି ଯେଉଁମାନେ ସାଧାରଣ ପରିବାରର ହୋଇ ମଧ୍ୟ ଆଜି କିଛି ଅଲଗା କରି ଦେଖାଇଛନ୍ତି । ଯେଉଁଥିରେ ଦେଶର ନାମ ପ୍ରସିଦ୍ଧ ହୋଇ ପାରିଛି । ଯଦି ଫିଲ୍ମ ଦୁନିଆର ଲଥାବାର୍ତ୍ତା କରିବୁ ତେବେ ଭାରତର କିଛି ସାଧାରଣ ପରିବାରର ଝିଅମାନେ ହଲିଉଡର ଅଭିନେତ୍ରୀ ହୋଇଛନ୍ତି । ଚାଳନ୍ତୁ ତାଙ୍କ ବିଷୟରେ ଜାଣିବା

ଭାରତୀୟ ହେବା ସତ୍ବେ ବି ଏହି ଅଭିନେତ୍ରୀମାନେ ହଲିଉଡ ଯାଇ ନିଜର ପରିଚୟ କରିଛନ୍ତି

ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଭାରତରେ ଜନ୍ମ ନେଲେ କିନ୍ତୁ ସେମାନେ ହଲିଉଡ ଫିଲ୍ମରେ ବହୁତ ପପୁଳାର ହୋଇଯାଇଛନ୍ତି ।

ଅର୍ଚି ପଞ୍ଜାବୀ

ଅଭିନେତ୍ରୀ ଅର୍ଚି ପଞ୍ଜାବୀଙ୍କର ଜନ୍ମ ପଞ୍ଜାବର ଏକ ପଞ୍ଜାବୀ ପରିବାରରେ ହୋଇ ଥିଲା । ତାଙ୍କର ମାତା ପିତା ଦୁଇ ଜଣ ହିଁ ଭାରତୀୟ ଅଟନ୍ତି । କିନ୍ତୁ ସେ ହଲିଉଡରେ ଯେଉଁ ଲୋକପ୍ରିୟତା ହାସଲ କରିଛନ୍ତି ତାହା ବୋଧେ ବଲୀଉଡରେ ରହି ବି ତାଙ୍କୁ ମିଳି ନ ଥାନ୍ତା ।

ନାଜନୀନ କନ୍ଟ୍ରୈକ୍ଟର

ଏକ୍ଟ୍ରେସ ନାଜନୀନ କନ୍ଟ୍ରୈକ୍ଟର ବି ହଲିଉଡର ଜଣେ ଫେମସ ଅଭିନେତ୍ରୀ ଅଟନ୍ତି । ତାଙ୍କର ଜନ୍ମ ମୁମ୍ବାଇରେ ହୋଇଥିଲା । କିନ୍ତୁ ସେ ବଲୀଉଡରେ ନୁହେଁ ହଲିଉଡରେ ନିଜର ପରିଚୟ ପ୍ରସ୍ତୁତ କରିଲେ ଓ ତାଙ୍କୁ ସେଠି ବହୁତ ପସନ୍ଦ ବି କରାଗଲା ।

ଫ୍ରୀଡା ପିଂଟୋ

ଏକ୍ଟ୍ରେସ ଫ୍ରୀଡା ପିଂଟୋଙ୍କର ଜନ୍ମ ମୁମ୍ବାଇରେ ହୋଇଥିଲା । କିନ୍ତୁ ତାଙ୍କର ପ୍ରଥମ ଫିଲ୍ମରେ ହିଁ ସେ ଲୋକମାନଙ୍କୁ ନିଜର ଦିବାନା କରିଦେଲେ । ଫ୍ରୀଡା ପିଂଟୋ ଫିଲ୍ମ ‘ସ୍ଲମଡଗ ମିଲିୟନର’ରୁ ହିଁ ହଲିଉଡରେ ଏଣ୍ଟ୍ରି ନେଇଥିଲେ ଓ ଏହି ଫିଲ୍ମ ପାଇଁ ତାଙ୍କୁ ଓସ୍କାର ବି ମିଳିଥିଲା ।

ନୌରୀନ ଡେବୁଲ୍ଫ

ଏକ୍ଟ୍ରେସ ନୌରୀନ ଡେବୁଲ୍ଫଙ୍କର ଜନ୍ମ ଭାରତରେ ହୋଇଥିଲା ଓ ସେ ଏକ ଗୁଜୁରାତି ପରିବାରର ଅଟନ୍ତି । ସେ ନିଜର କ୍ୟାରିୟର ଆରମ୍ଭ ହଲିଉଡର ଏକ ଶାର୍ଟ ଫିଲ୍ମରୁ କରିଥିଲେ । କିନ୍ତୁ ଆଜି ତାଙ୍କର ନାମ ହଲିଉଡର ସବୁଠୁ ପପୁଲାର ଏକ୍ଟ୍ରେସମାନଙ୍କ ମଧ୍ୟରେ ସାମିଲ ଅଛି ।

ପଦ୍ମା ଲକ୍ଷ୍ମୀ

ଭାରତର ଚେନ୍ନଈରେ ଜନ୍ମିତ ପଦ୍ମା ଲକ୍ଷ୍ମୀଙ୍କର ପୁରା ନାମ ପଦ୍ମା ପାର୍ବତୀ ଲକ୍ଷ୍ମୀ ଅଟେ । ସେ ଏକ ଚେନ୍ନଈର ମାଧ୍ୟମ ବର୍ଗର ପରିବାର ଅଟନ୍ତି । କିନ୍ତୁ ସେ ହଲିଉଡରେ ବହୁତ ନାମ କରିଛନ୍ତି । ପଦ୍ମା ଲକ୍ଷ୍ମୀ ହଲିଉଡର ଗୋଟିରୁ ବଢି ଗୋଟିଏ ଫିଲ୍ମ ଓ ୱେବ ସିରିଜରେ କାମ କରିଛନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।