କ୍ରିକେଟର ସହିତ ପ୍ରେମରେ ପଡି ସାରିଛନ୍ତି ଏହି ହିରୋଇନ ମାନେ, ବାହାଘରର କାର୍ଡ ଛାପିବା ପରେ ବି ମିଳିଲା ନାହିଁ ପ୍ରେମ

କ୍ରିକେଟର ଓ ବଲୀଉଡର ସମ୍ପର୍କ ବହୁତ ପୁରୁଣା ଅଟେ । ପ୍ରାୟତଃ କ୍ରିକେଟ ଦୁନିଆର କୌଣସି ନା କୌଣସି ଖେଳାଳି ସହ ବଲୀଉଡ ଅଭିନେତ୍ରୀ ସହ ଯୋଡି ହୋଇଥାଏ । ଅନୁଷ୍କା ଶର୍ମା, ହେଜଲ କୀଚ, ସାଗରିକା ଘଟଗେ, ଗୀତା ବସରା ଭଳି କେତେକ ଅଭିନେତ୍ରୀମାନେ କ୍ରିକେଟରଙ୍କ ସହ ବିବାହ କରିଛନ୍ତି । ଏମିତିରେ ଆଜିର ଏହି ପୋସ୍ଟରେ ଆମେ ଆପଣମାନଙ୍କୁ ୫ ଜଣ ଏମିତି ବଲୀଉଡ ଅଭିନେତ୍ରୀମାନଙ୍କ ସହ ଦେଖା କରାଇବୁ ଯାହାଙ୍କର ଅଫେୟାର କ୍ରିକେଟରଙ୍କ ସହ ରହିଥିଲା କିନ୍ତୁ ସେମାନଙ୍କର ବିବାହ ହୋଇ ପାଇଲା ନାହିଁ ।

ଅମୃତା ସିଂହ – ରବି ଶାସ୍ତ୍ରୀ

ଭାରତୀୟ ଟିମର ପୂର୍ବ ଖେଳାଳି ଓ ବର୍ତ୍ତମାନ ଭାରତୀୟ ଟିମର କୋଚ ରବି ଶାସ୍ତ୍ରୀ ଅଭିନେତ୍ରୀ ଅମୃତ ସିଂହଙ୍କୁ ବି ଡେଟ କରି ସାରି ଛନ୍ତି । ୮୦ ଦଶକରେ ତାଙ୍କର ସମ୍ପର୍କ ମିଡିୟାର ଚର୍ଚାର ବିଷୟ ଥିଲା । ଗୋଟିଏ ମାଗାଜିନରେ ଅମୃତା ଓ ରବିଙ୍କ ସହିତ ଫଟୋ ବି ଛପି ଥିଲା ଓ କୁହାଯାଉଥିଲା କି ଏମାନେ ଦୁଇ ଜଣ ବହୁତ ଜଲ୍ଦି ବିବାହ ବି କରି ପାରନ୍ତି । କିନ୍ତୁ ତାଙ୍କର ସମ୍ପର୍କ ବହୁତ ଜଲ୍ଦି ଶେଷ ବି ହୋଇଗଲା ଓ ରବି ଶାସ୍ତ୍ରୀ ୧୯୯୦ରେ ରିତୁ ସିଂହଙ୍କୁ ବିବାହ କରି ନେଲେ ।

ଈଶା ଶେରବାନୀ – ଜହୀର ଖାନ

କିଛି ସମୟ ପୂର୍ବରୁ ଭାରତୀୟ କ୍ରିକେଟ ଟିମର ପୂର୍ବ ବୋଲର ଜହିର ଖାନ ବଲୀଉଡର ଅଭିନେତ୍ରୀ ସାଗରିକା ଘଟଗେଙ୍କ ସହ ବିବାହ କରିଥିଲେ । କିନ୍ତୁ କହିଦେଛୁ ଯେ ସାଗରିକାଙ୍କ ପୂର୍ବରୁ ଜହିର ଖାନ ଅଭିନେତ୍ରୀ ଈଶା ଶେରବାନୀଙ୍କ ସହ ରିଲେଶନଶିପରେ ଥିଲେ । ଦୁଇ ଜଣ ପାଖାପାଖି ୮ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରୁଥିଲେ ଓ ଏହା ବି ଖବର ଆସୁଥିଲା କି ଏମାନଙ୍କର ବାହାଘରର କାର୍ଡ ବି ଛପି ଯାଇଥିଲା । କିନ୍ତୁ କିଛି ସମୟ ପରେ ଏମାନଙ୍କର ବ୍ରେକଅପ ବି ହୋଇଗଲା ।

ନଗମା – ସୌରବ ଗାଙ୍ଗୁଲି

ଗୋଟିଏ ସମୟରେ ସୌରଭ ଗାଙ୍ଗୁଲିଙ୍କ ସହିତ ଅଭିନେତ୍ରୀ ନାଗମାଙ୍କର ଅଫେୟାର ମିଡିୟାରେ ବହୁତ ବଡ ଚର୍ଚାର ବିଷୟ ଥିଲା । କୁହାଯାଏ କି ଦୁଇ ଜଣ ଏକ ସୀରିୟସ ରିଲେଶନଶିପରେ ଥିଲେ । କିନ୍ତୁ କିଛି କାରଣରୁ ଦୁଇ ଜଣଙ୍କର ସମ୍ପର୍କ ଭାଙ୍ଗି ଗଲା ଓ ସୌରଭ ଡୋନାଙ୍କ ସହ ବିବାହ କରିନେଲେ । ଆପଣଙ୍କୁ କହିଦେଛୁ ଯେ ୪୦ ବର୍ଷ ପାର କରିସାରିଥିବା ନାଗମା ଆଜି ପର୍ଯ୍ୟନ୍ତ କୁଆଁରୀ ଅଛନ୍ତି ।

ଦୀପିକା ପାଦୁକୋଣ – ୟୁବରାଜ ସିଂହ

ଗୋଟିଏ ସମୟଥିଲା ଯେତେବେଳେ ଦୀପକାଙ୍କ ସହ ୟୁବରାଜଙ୍କର ନାମ ଯୋଡା ଯାଉଥିଲା । କହିଦେଛୁ ଯେ ଏହି ସମ୍ପର୍କ ମିଡିୟାରେ ବହୁତ ଚର୍ଚାରେ ରହିଥିଲା । କିନ୍ତୁ ଦୁଇ ଜଣଙ୍କର ଅଫେୟାର ଅଧିକ ଦିନ ପର୍ଯ୍ୟନ୍ତ ଚାଲି ପାରିଲା ନାହିଁ ଓ ଦୁଇ ଜଣଙ୍କର ବ୍ରେକଅପ ହୋଇଗଲା ।

କିମ ଶର୍ମା – ୟୁବରାଜ ସିଂହ

କେବଳ ଦୀପିକା ପାଦୁକୋଣଙ୍କ ସହିତ ନୁହେଁ ୟୁବରାଜ ସିଂହଙ୍କର ନାମ ଅଭିନେତ୍ରୀ କିମ ଶର୍ମାଙ୍କ ସହିତ ବି ଯୋଡି ଥିଲା । ଦୁଇ ଜଣ ବହୁତ ସମୟ ପର୍ଯ୍ୟନ୍ତ ପରସ୍ପରକୁ ଡେଟ ବି କରିଥିଲେ । ପ୍ରାୟତଃ ଦୁଇ ଜଣ ଗୋଟିଏ ଜାଗାରେ ଏକା ସହିତ ସପ୍ଟ ବି ହେଉଥିଲେ । କିନ୍ତୁ କୌଣସି କାରଣରୁ ଦୁଇ ଜଣ ଅଲଗା ହୋଇଗଲେ । କିମ ୟୁବରାଜଙ୍କର ଜୀବନରେ ଦୀପିକାଙ୍କ ପୂର୍ବରୁ ଆସିଥିଲେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।