TV ର ଏହି ଫେମସ ହିରୋଇନ ମାନେ ପ୍ରେମ କଲେ ଜଣକୁ ଓ ବାହା ହେଲେ ଆଉ ଜଣକୁ

ବହୁତ ସମୟ ଏକା ସହିତ କାମ କରି କରି ଦୁଇ କୋଆକ୍ଟର ପରସ୍ପରକୁ ଭଲ ପାଇ ବସିଥାନ୍ତି । TV ସିରିଏଲ ତ ବହୁତ ଲମ୍ବା ହୋଇଥାଏ ତେଣୁ ପରସ୍ପର ସହିତ ଆକ୍ଟିଂ କରୁ କରୁ ଦୁହେଁ ଦୁହିଁଙ୍କୁ ଭଲ ପାଇବସିଥାନ୍ତି । କିନ୍ତୁ ଏମାନଙ୍କର କୌଣସି ସ୍ଥିରତା ରହିଥାଏ କି ଆଗକୁ ଦୁହେଁ ବିବାହ କରିବେ ବୋଲି । TV ଇଣ୍ଡଷ୍ଟ୍ରି ରେ ବହୁତ ଜଣ ଅଛନ୍ତି ଯିଏ ଭଲ ଜଣଙ୍କୁ ପାଇଛନ୍ତି କିନ୍ତୁ ପରେ ବିବାହ ଅନ୍ୟ ଜଣଙ୍କୁ କରିଛନ୍ତି । ଆଜି ଆମେ ସେହିପରି ଆକ୍ଟରେସ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

ଦିବ୍ୟାଙ୍କା ତ୍ରିପାଠୀ- ଦିବ୍ୟାଙ୍କା TV ଇଣ୍ଡଷ୍ଟ୍ରି ର ବହୁତ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ଦିବ୍ୟଙ୍କା tv ରେ ବହୁତ ସିରିଏଲ ରେ ଅଭିନୟ କରିଛନ୍ତି ଏବଂ ସେ ନିଜ କୋଆକ୍ଟର ଶରତ କୁ ବହୁତ ସମୟ ପର୍ଯ୍ୟନ୍ତ ଡେଟ କରିଥିଲା । ଏହି ଦୁଇଜଣଙ୍କ ପ୍ରେମ କାହାଣୀ ବନୁ ମେ ତେରୀ ଦୂଲହନ ସେଟ ରେ ହୋଇଥିଲା ।

ଏହି ଦୁଇଜଣ ୭ ବର୍ଷ ପର୍ଯ୍ୟନ୍ତ ଡେଟ କରୁଥିଲେ ଏବଂ ବିବାହ ମଧ୍ୟ କରିଥାନ୍ତେ କିନ୍ତୁ ଶେଷ ସମୟରେ ଶରତ ଦିବ୍ୟଙ୍କା ଙ୍କ ଠାରୁ ବିଚ୍ଛେଦ ହୋଇଯାଇଥିଲେ । ଯାହା ପରେ ଦିବ୍ୟଙ୍କା ବହୁତ ଦିପ୍ରେଶନ ରେ ଚାଲିଯାଇଥିଲେ । ତାପରେ କିଛି ସମୟ ପରେ ତାଙ୍କ ଜୀବନରେ ବିବେକ ଏନ୍ତ୍ରୀ କରିଥିଲେ । ଏବଂ ତାଙ୍କୁ ବିବାହ କରି ଦିବ୍ୟଙ୍କା ବହୁତ ଖୁସିରେ ଅଛନ୍ତି ।

ରୁବିନା ଦୀଳୟକ

ଛୋଟି ବହୁ ସିରିଏଲ ରେ କାମ କରି ଏହି ଅଭିନେତ୍ରୀ ନିଜ କୋଷ୍ଟାର ଅଭିନାସ ସଜଦେବ । ଦୁହେଁ ବହୁତ ବର୍ଷ ଧରି ପରସ୍ପରକୁ ଡେଟ କରୁଥିଲେ କିନ୍ତୁ ବିବାହ କରିବା କଥା ଶୁଣି ଦୁହେଁ ବ୍ରେକ ଅପ କରିଥିଲେ ଏହା ପରେ ଅଭିନାଶ tv ସିରିଏଲ ଅଭିନେତ୍ରୀ ଶର୍ମିଲା ଦେଶାଇ ଙ୍କ ସହିତ ବିବାହ କରିଥିଲେ । ଏବଂ ରୁବୀନା TV ଆକ୍ଟର ଅଭିନବ ଶୁକ୍ଳା ଙ୍କ ସହିତ ବିବାହ କରିଥିଲେ । ଯାହା ସହିତ ଆଜି ରୁଵିନା ବହୁତ ଖୁସି ଅଛନ୍ତି ।

କରନ ପଟେଲ

କରନ tv ର ଫେମସ ଅକ୍ଟରେଶ କାମିଆ ପଞ୍ଜାବୀ ଙ୍କ ସହିତ ବହୁତ ବର୍ଷ ପର୍ଯ୍ୟନ୍ତ ଥିଲେ । ଦୁଇଜଣଙ୍କ ଭେଟ ଵିଗ ବସ ସେଟ ରେ ହୋଇଥିଲା । ଯେଉଁଠାରୁ ଦୁଇଜଣଙ୍କ ପ୍ରେମ ସମ୍ପର୍କ ବଢିଥିଲା କିନ୍ତୁ ବିବାହ କରିବା କଥା ଶୁଣି କରନ କାମିଆ ଙ୍କ ସହିତ ବ୍ରେକ ଅପ କରି ଅଙ୍କିତା ଭାର୍ଗବ ଙ୍କୁ ବିବାହ କରିଥିଲେ । କମିଆ ପଞ୍ଜାବୀ ମଧ୍ୟ ସଲଂ ଦାବ ଙ୍କୁ ବିବାହ କରିଛନ୍ତି ।

ଆସ୍କା ଗୋରାଡିଆ

ଆସ୍କା ଏବଂ ରୋହିତ ବକ୍ସି ଙ୍କ ବହୁତ ସମୟ ଧରି ଲମ୍ବା ସମ୍ପର୍କ ଥିଲା । ଏମାନଙ୍କ ଭେଟ ଗୋଟେ ସିରିଏଲ ସେଟ ରେ ହୋଇଥିଲା କିନ୍ତୁ ୧୦ ବର୍ଷ ର ସମ୍ପର୍କ ଥିବା ପରେ ମଧ୍ୟ ବିବାହ କରିନଥିଲେ । ଏହା ପରେ ଆସ୍କା ବ୍ରେଣ୍ଡ ଗୋବଲ ଙ୍କୁ ବିବାହ କରିଥିଲେ ଏବଂ ଏବେ ସେ ବହୁତ ଖୁସିରେ ଅଛନ୍ତି ।

ଅନିତା ହସ୍ନନ୍ଦାନି

ଅନିତା tv ଇଣ୍ଡଷ୍ଟ୍ରି ରେ ନିଜର ଏକ ଅଲଗା ପରିଚୟ କରିଛନ୍ତି । ଅନିତା ଏବେ ନାଗିନ ସିରିଏଲ ରେ କାମ କରି ବହୁତ ଚର୍ଚ୍ଚାରେ ରହିଛନ୍ତି । ଅନିତା ଏଜାସ ଖାନ ଙ୍କ ସହିତ ପ୍ରେମ ସମ୍ପର୍କରେ ଥିଲେ । ଅନିତା ବହୁତ ଲୋୟାଲ ଥିଲେ କିନ୍ତୁ ଏଯାସ ଅନିତା ଙ୍କ ସହିତ ଆହୁରି ଝିଅ ମାନଙ୍କୁ ଡେଟ କରୁଥିଲେ । ଯେଉଁ କାରଣରୁ ଏମାନଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା ଏବଂ ଏବେ ଅନିତା ରୋହିତ ରେଡ୍ଡୀ ଙ୍କୁ ବିବାହ କରି ବହୁତ ଖୁସିରେ ଅଛନ୍ତି ।

ଏହି ମାନଙ୍କ ଭିତରୁ ଆପଣଙ୍କର ପସନ୍ଦ ଅଭିନେତ୍ରୀ ଙ୍କ ନା କମ୍ମେନ୍ଟ ରେ ଲେଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।