ଦମ ଅଛି ତ ହସ ରୋକିକି ଦେଖାଅ, 8ଟି ମଜାଦାର Jokes, ଯାହାକୁ ଶୁଣି ହସି ହସି ଗଡିଯିବେ

ଆଜିର ଏହି ବ୍ୟସ୍ତ ପୂର୍ଣ ଜୀବନରେ ମନୁଷ୍ୟ ପାଖରେ ହସିବା ପାଇଁ ବିଲିକୁଲ ବି ସମୟ ନାହିଁ । ଲୋକମାନେ ଜୀବନର ଦୌଡରେ ଏତେ ବ୍ୟସ୍ତ ହୋଇ ଯାଇଛନ୍ତି କି ସେମାନଙ୍କ ପାଇଁ ଖୁସିରେ ଦୁଇ ମୁହୂର୍ତ ଅତିବାହିତ କରିବା ପାଇଁ ବି ସମୟ ନାହିଁ । ଯେତେବେଳେ କି ଜୀବନରେ ଅସଲ ଖୁସି ଛୋଟ ଛୋଟ କଥାରେ ହିଁ ଆସିଥାଏ । ଜୀବନରେ କିଛି ପାଇବା ଓ ହରାଇବା ମଧ୍ୟରେ ଯେଉଁ ସମୟ ଥାଏ ତାହା ହିଁ ଅସଲ ଜୀବନ ଅଟେ ।

ଏମିତିରେ ଜୀବନର ସବୁ ମୁହୂର୍ତକୁ ସୁଖମୟ କରନ୍ତୁ । ନିଜେ ବି ଆନନ୍ଦରେ ରୁହନ୍ତୁ ଓ ଅନ୍ୟ ବ୍ୟକ୍ତିଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣ ବି ଜୀବନର ବ୍ୟସତତା ମଧ୍ୟରେ ହସିବ ଭୁଲି ଯାଇଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ଭଲ ଜୋକ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣଙ୍କ ଦିନ ହୋଇଯିବ ଓ ଆପଣ ନିଜର ହସକୁ ଅଟକାଇ ପାରିବେ ନାହିଁ ।

ଜୋକ – ୧

ଗପୁ ଓ ପପୁ କଥା ହେଉ ଥିଲେ

ଗପୁ ପପୁକୁ ପଚାରିଲା – ତୁ ସ୍କୁଲ କାହିଁକି ଯାଉନୁ

ପପୁ କହିଲା – ମୁଁ ବହୁତ ଥର ଯାଇଛି

କିନ୍ତୁ ମୋତେ ସମସ୍ତେ ତଡି ଦେଇ କୁହନ୍ତି କି

ତୋର ଝିଅଙ୍କ ସ୍କୁଲରେ କାମ କଣ ?

ଜୋକ – ୨

ଶିକ୍ଷକ ପପୁକୁ ପଚାରିଲେ – ତୁ ଏତେ ଚିନ୍ତିତ କାହିଁକି ଅଛୁ

ପପୁ କିଛି ଜବାବ ଦେଲା ନାହିଁ

ପୁଣି ଶିକ୍ଷକ ପଚାରିଲେ

ତୁ କଣ ପେନ ଆଣିବା ଭୁଲି ଯାଇଛୁ

ପପୁ ପୁଣି ଚୁପ

ଶିକ୍ଷକ ପୁଣି ପଚାରିଲେ

ତୁ କଣ ରୋଲ ନମ୍ବର ଭୁଲି ଯାଇଛୁ

ପପୁ ପୁଣି ଚୁପ

ଶିକ୍ଷକ ପୁଣି ପଚାରିଲେ

ଆରେ କଣ ହୋଇଛି କିଛି କହୁନୁ କାହିଁକି

କଣ ଭୁଲି ଯାଇଛୁ

ପପୁ ରାଗିଯାଇ କହିଲା

ମୁଁ ଭୁଲ ବିଷୟରେ କପି ନେଇ  ଚାଲି ଆସିଛି

ଆଉ ତମକୁ ପେନ, ପେନସିଲ ଆଉ ରୋଲ ନମ୍ବରର ଚିନ୍ତା ପଡିଛି

ଜୋକ – ୩

ରାଜୁ ଥରେ ବାପାଙ୍କ ସହ ବଜାରକୁ ବୁଲିବାକୁ ଯାଇଥିଲା

ସେଠି ଜଣେ ଝିଅ ରାଜୁ ଦେଖି ଅଳ୍ପ ହସି ଦେଲା

ବାପା ରାଜୁକୁ ପଚାରିଲା – ସେ କିଏ

ରାଜୁ କହିଲା – ସେ ମୋର ଲଭର

ଆଉ ଥରେ ସେମିତି ପପୁ ବାପାଙ୍କ ସହ ବୁଲୁଥିଲା

ସେଠି ପୁଣି ଗୋଟିଏ ଝିଅ ରାଜୁକୁ ଦେଖି ହସିଲା

ବାପା ପଚାରିଲେ ଆରେ ଇଏ ପୁଣି କିଏ

ରାଜୁ ଅଳ୍ପ ହସି କହିଲା

ସମ୍ପର୍କ ସମାନ କିନ୍ତୁ ଆଇଟମ ଅଲଗା

ଜୋକ – ୪

ଶିକ୍ଷକ – ଯିଏ ମୋ ପ୍ରଶ୍ନର ଉତ୍ତର ଦେବ

ସେ ଘରକୁ ଯାଇ ପାରିବ

ରାମ ସେଠୁ ତାର ବ୍ୟାଗ ବାହାରକୁ ଫୋପାଡ଼ି ଦେଲା

ଶିକ୍ଷକ ରାଗିଯାଇ ପଚାରିଲେ – ଇଏ ବ୍ୟାଗ କିଏ ପକାଇଲା

ପପୁ କହିଲା ମୋ ବ୍ୟାଗ

ମୁଁ ଏଥର ଘରକୁ ଯାଇ ପାରିବି ତ

ଜୋକ – ୫

ଜଣେ ମହିଳା ବ୍ରାହ୍ମଣଙ୍କ ପାଖକୁ ଯାଇ କହିଲା

ମୋତେ ପୂଜା କରିବାର ଅଛି

ବ୍ରାହ୍ମଣ ପଚାରିଲେ – କଣ ବିବାହ ପାଇଁ

ମହିଳା ଜଣକ କହିଲା

ନାହିଁ ଆଜିକାଲି ଫେସବୁକରେ

like କି comment ଆସୁନି ତ

ଜୋକ – ୬

ଜୀବନରେ ତ ପାପ ଆମେ ବି ବହୁତ କରିଛୁ

କିନ୍ତୁ କେବେ କାହାକୁ ମ୍ୟାସେଜ କରି

କହି ନାହିଁ କି

please like my profile pic………

ଜୋକ – ୭

ଡାକ୍ତର ଅସୁସ୍ଥ ମହିଳାର ସ୍ୱାମୀ ଚମ୍ପୁଙ୍କୁ କହିଲେ

I AM SORRY

ଆପଣଙ୍କ ସ୍ତ୍ରୀ କେବଳ ଆଉ ମାତ୍ର ଦୁଇ ଦିନ ପର୍ଯ୍ୟନ୍ତ ବଞ୍ଚିବେ

ଚମ୍ପୁ : ଡାକ୍ତର ଏମିତି କୁହନ୍ତୁ ନାହିଁ

ଆପଣଙ୍କୁ SORRY କହିବାର ଦରକାର ନାହିଁ

କାରଣ ଯେଉଁଠି ୨୦ ବର୍ଷ ବିତିଗଲା

ସେଠି ଆଉ ଦୁଇ ଦିନ ବି ବିତିଯିବ

ଆପଣ ଚିନ୍ତା କରନ୍ତୁ ନାହିଁ………..

ଜୋକ – ୮

ନିଶାରେ ସ୍ଵାମୀ ସ୍ତ୍ରୀର ପେଟ ଉପରେ ହାତ ରଖି ପଚାରିଲା

ଏହି ରାସ୍ତା କେଉଁଠି ଯାଉଛି…??

ସ୍ତ୍ରୀ ଇସାରା କରି କହିଲା

ଏହି ହାରାମୀକୁ ପଚାର

ଇଏତ ସବୁବେଳେ ଯିବା ଆସିବା କରୁଛି

ଆପଣଙ୍କୁ ଆମର ଏହି ସବୁ ଜୋକ୍ସ ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।