କେଉଁ ଜିନିଷ ମୁଣ୍ଡ ପାଖରେ ରଖି ଶୋଇବା ଦ୍ୱାରା ଅକାଳ ମୃତ୍ୟୁ ହୋଇଥାଏ, ଆସନ୍ତୁ ତାହା ଜାଣିବା

ବାସ୍ତୁ ଶାସ୍ତ୍ର ଅନୁସାରେ କାର୍ଯ୍ୟ କରିଲେ ଅସମ୍ଭବ ପ୍ରକାରର ଧନ ବୃଦ୍ଧି ସହିତ ଘରେ ଶାନ୍ତି ଶୃଙ୍ଖଳା ବଜାଇ ରହେ । ଏହି ନିୟମ ରେ ଘର ତିଆରି କରିବା, ଘର ସଜାଇବା, ଖାଇବା, ବେଡ଼ ରୁମ, ପଢ଼ା ଘର, ଲାଟିନ, ରୋଷେଇ ଘର, କେଉଁଠି ତିଆରି କଲେ ଶୁଭ ଫଳ ମିଳେ ଆମେ ଯଦି ସେ ସବୁ ନିୟମ ମାନିବା ତାହାଲେ ଆମର ତଥା ପରିବାରର ନିଶ୍ଚିନ୍ତ ମଙ୍ଗଳ ହେବ ଏଥିରେ ସନ୍ଦେହ ନାହିଁ । ବିଦେଶ ରେ ଲୋକମାନେ ମଧ୍ୟ ବାସ୍ତୁ ଶାସ୍ତ୍ର ପ୍ରତି ପ୍ରଭାବିତ ହେଲେଣି ।

ବାସ୍ତୁ ଶାସ୍ତ୍ର ନିୟମ ନମାନି ଆମେ ରାତିରେ ଶୋଇଲା ବେଳେ ମୁଣ୍ଡ ପାଖରେ ଯଦି ଏହି ସବୁ ପ୍ରକାରର ଜିନିଷ ରଖି ମୁଣ୍ଡ ପାଖରେ ଶୋଉଛେ ତେବେ ଆମର ସ୍ୱାସ୍ଥ୍ୟ ଖରାପ ହେବା ସଙ୍ଗେ ସଙ୍ଗେ ଧନହାନୀ, ସ୍ୱାସ୍ଥ୍ୟହାନୀ ଅକାଳ ମୃତ୍ୟୁ ହେବା ସହିତ ପରିବାର ଉପରେ ମଧ୍ୟ ବିପଦ ମାଡି ଆସିବା ସହ ପରିବାର ଉପରେ କୁପ୍ରଭାବ ପଡିଥାଏ । ତେବେ ଜାଣିରଖନ୍ତୁ କେଉଁ ଜିନିଷ ମୁଣ୍ଡ ପାଖରେ ରଖି ସୋଇଲେ ମୃତ୍ୟୁ ହୋଇଥାଏ ।

୧- ଜୋତା ବା ଚପଲ

ଆପଣ ଯେଉଁ ବେଡ଼ ଉପରେ ଶୋଉଛନ୍ତି ସେହି ବେଡ଼ର ତଳେ ବା ମୁଣ୍ଡ ପାଖରେ ପଦରେ ପିନ୍ଧୁଥିବା କୌଣସି ଜିନିଷ ମୁଣ୍ଡ ପାଖରେ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ନିଜର ଶାରୀରିକ କ୍ଷତି ହେବା ସହ ନିଜର ଧନହାନୀ ଘଟିଥାଏ ଏହା ଦ୍ୱାରା ମନୁଷ୍ୟ ଦରିଦ୍ର ପାଲଟି ଯାଇଥାଏ ।

୨-ମନିପର୍ସ

ରାତିରେ ଶୋଇବା ବେଳେ ମୁଣ୍ଡ ତଳେ ତକିଆ ନିଶ୍ଚୟ ଦେଉଥିବେ କିଛି ଲୋକ ଅଛନ୍ତି ତକିଆ ତଳେ ମନିପର୍ସ ରଖି ଶୋଇଥାନ୍ତି । ଏହା ଦ୍ୱାରା ସେମାନଙ୍କର ଅଯଥା ଖର୍ଚ୍ଚ ହୋଇଥାଏ । ଏହା ଦ୍ୱାରା ମନୁଷ୍ୟ ସର୍ବଦା କରଜରେ ବୁଡି ରୁହନ୍ତି ଏବଂ ସମାଜ ରେ ଅନେକ ଅସୁବିଧା ର ସମ୍ମୁଖିନ କରିବାକୁ କରିଥାଏ । ଅନେକମାନଙ୍କ ଠାରୁ ମଧ୍ୟ ଗାଳି, ଅପମାନ ଶୁଣିଥାନ୍ତି ।

୩-ଘଣ୍ଟା ବା ମୋବାଇଲ ଫୋନ

ଏହି ସବୁକୁ ମୁଣ୍ଡ ପାଖରେ ରଖି ଶୋଇବା ଦ୍ୱାରା ଶରୀରର ସ୍ୱାସ୍ଥ୍ୟ ଅବସ୍ଥା ଅସୁସ୍ଥ ହେବା ସହ ଅତ୍ୟଧିକ ଗୁରୁତର ହୋଇପଡେ । ମୋବାଇଲ ଫୋନ ରୁ ବାହାରୁ ଥିବା ରେଡ଼ିଆସନ ଶରୀରକୁ କ୍ଷତି ପହଞ୍ଚାଇବା ସହ ମୃତ୍ୟୁ ମୁଖକୁ ପକାଇ ଥାଏ ।

୪:- ପାଣି ବୋତଲ

ରାତି ରେ ଶୋଇବା ସମୟରେ ମୁଣ୍ଡ ପାଖରେ ପାଣି ବୋତଲ ରଖିବା ଅନୁଚିତ । ଏହା ଦ୍ୱାରା ଚନ୍ଦ୍ରଙ୍କ ର କୁପ୍ରଭାବ ସିଧା ସଳଖ ମସ୍ତିଷ୍କ ଉପରେ ପଡିଥାଏ । ଫଳରେ ମାନସିକ ଉପରେ ଚାପ ବା ରୋଗ ଦେଖିବାକୁ ମିଳି ଥାଏ । ଏହା ପାଇଁ ସମସ୍ତ ପରିବାର ଲୋକଙ୍କ ଉପରେ କୁ ପ୍ରଭାଵ ପଡିଥାଏ ।

୫:-ମାଗାଜିନ ବା ବହି

ଏହି ସବୁକୁ ମୁଣ୍ଡ ତଳେ ଦେଇ ଶୋଇଲେ ସ୍ମରଣ ଶକ୍ତି ହ୍ରାସ ପାଇଥାଏ । ବୃଦ୍ଧି ଭ୍ରଷ୍ଟ ହୋଇଥାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।