ନିତା ଅମ୍ବାନୀଙ୍କ ଅଟୋମେଟିକ ବାଥରୁମ, ଜାଣନ୍ତୁ ଏହା ବିଷୟରେ କିଛି ରୋଚକ କଥା…

ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଓ ତାଙ୍କର ପରିବାରଙ୍କୁ କୌଣସି ପ୍ରକାରର ପରିଚୟର ଆବଶ୍ୟକ ଦରକାର ନାହିଁ । ସେ ଭାରତର ଗୌରବ ଅଟନ୍ତି । ସେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ମଧ୍ୟରେ ପ୍ରଥମ ସ୍ଥାନରେ ବିରଜାମାନ ଅଛନ୍ତି । ଅମ୍ବାନୀ ଗ୍ରୁପ ତ ଧନର ଭଣ୍ଡାର ଅଟେ । ଏହା କେବଳ ଅମ୍ବାନୀଙ୍କ ପରିବାରର ପରିଶ୍ରମର ଫଳ ଅଟେ କି ସେ ଆଜି ପୁରା ବିଶ୍ଵରେ ପରିଚିତ ଅଛନ୍ତି ।

ସେ କେବଳ ଦେଶରେ ନୁହେଁ ଅଥବା ବିଦେଶରେ ବି ନିଜର ବିଜନେସ କରି ଭାରତର ମର୍ଯ୍ୟାଦାକୁ ବଢାଇଛନ୍ତି । ଏତିକି ନୁହେଁ ଆଜି ସମସ୍ତେ ତାଙ୍କ ଭଲ ଜଣେ ସଫଳ ବିଜନେସମ୍ୟାନ ହେବାକୁ ଯାଉଛନ୍ତି ।

ଯଦି ତାଙ୍କର ଲାଇଫ ଷ୍ଟାଇଲ ବିଷୟରେ କହିବା ତେବେ ସେ ଭାରତର ସବୁଠୁ ଧନୀ ବ୍ୟକ୍ତି ତଣ୍ଟି ଏମିତିରେ ତାଙ୍କର ଲାଇଫ ଷ୍ଟାଇଲ ବି କୌଣସି ରାଜା ମହାରାଜାଙ୍କ ଲାଇଫ ଷ୍ଟାଇଲ ଠାରୁ କମ ନୁହେଁ ।

ଏମିତିରେ ଆଜି ଆମେ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନିତା ଅମ୍ବାନୀଙ୍କ ବାଥରୁମ ବିଷୟରେ କିଛି ରୋଚକ ତଥ୍ୟ ଆପଣଙ୍କୁ ଦେବୁ । ତାଙ୍କର ବାଥରୁମ ବିଷୟରେ ଜାଣିବା ପରେ ଆପଣ ସେହି ବାଥରୁମକୁ କେବଳ ନିଜ ସ୍ଵପ୍ନରେ ହିଁ କରି ପାରିବେ । କାରଣ ତାଙ୍କର ବାଥରୁମ ଯେଉଁ ସବୁ ଜିନିଷ ଅଛି ତାହା ସବୁ ସାଧାରଣ ବ୍ୟକ୍ତିଙ୍କ ପାଇଁ ଅସମ୍ଭବ ଅଟେ ।

ନିତା ଅମ୍ବାନୀଙ୍କ ବାଥ ରୁମ ପୁରା ସ୍ଵଚାଳିତ ଅଟେ । ଏହା ଏକ କମ୍ପୁଟରାଇଜ ବାଥରୁମ ଅଟେ । ଏହି ବାଥରୁମ ପରିବେଶ ସହିତ ଖାପ ଖାଇ ନିଜେ ନିଜେ ବଦଳି ଥାଏ । ଅର୍ଥାତ ଏହି ବାଥରୁମରେ ଗାଧୋଇବା ବେଳେ ଯଦି ମନ ହୁଏ କି ଚାରିଆଡେ ଗଛ ପତ୍ର କି ଝରଣା ଥିବ ତେବେ ସଙ୍ଗେ ସଙ୍ଗେ ଏହି ବାଥରୁମ ଭିତରେ ଏହି ପରି ପରିବେଶ ସୃଷ୍ଟି ହୋଇଯିବ । ଏହି ବାଥରୁମ ଭିତରେ ଏକ ସ୍କ୍ରିନ ସେଭର ଅଛି ।

ଯେଉଁଥିରେ କି ଆପଣ ଏହି ବାଥରୁମ କାନ୍ଥ ଗୁଡିକର ଫୋଟକୁ ବି ବଦଳାଇ ପାରିବେ । ଏହି ବାଥରୁମ ବହୁତ ଦାମୀ ଅଟେ ଅର୍ଥାତ ଏହି ବାଥରୁମ କୋଟି କୋଟି ଟଙ୍କାରେ ତିଆରି କାଯାଇଛି । ଏହି ଭଳି ବାଥରୁମ କେବଳ ବହୁତ ଧନୀ ଲୋକ କିମ୍ବା ଅମ୍ବାନୀ ପରିବାର ଭଳି ଲୋକ ହିଁ ବ୍ୟବହାର କରି ପାରିବେ ।