ଝିଅମାନଙ୍କର ପ୍ରଥମ ( ଋତୁସ୍ରାବ ) କେଉଁ ବାର, ତିଥି,ମାସରେ ହେଲେ ( ବନ୍ଧ୍ୟା ଓ ବିଧବା )ହୋଇଥାନ୍ତି

ଝିଅମାନଙ୍କର ଋତୁସ୍ରାବ ବିଷୟରେ ପ୍ରାୟତଃ ସମସ୍ତେ କିଛି ନା କିଛି ଜାଣିଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ଝିଅମାନଙ୍କର ଏହି ଋତୁସ୍ରାବ ବିଷୟରେ କିଛି ମହତ୍ଵପୂର୍ଣ ସୂଚନା ଦେବୁ । କନ୍ୟାମାନେ ପ୍ରଥମ ଋତୁମତି କେଉଁ ତିଥିରେ ହେଲେ କଣ ପ୍ରଭାବ ପଡିଥାଏ ସେହି ବିଷୟରେ କହିବୁ । ଯଦି କୌଣସି କନ୍ୟା ପ୍ରଥମ ଋତୁମତି ପ୍ରତିପଦ ତିଥିରେ ହେଉଛି ସେହି କନ୍ୟା ସର୍ବଦା ଅସୁସ୍ଥ ରହିଥାଏ । ଯେଉଁ କନ୍ୟା ଦ୍ଵିତୀୟା ତିଥିରେ ପ୍ରଥମ ଋତୁମତି ହୋଇଥାଏ ତେବେ ସେହି କନ୍ୟା ସବୁବେଳେ ଦୁଖରେ ଥାଏ ଓ ତାହାର ସ୍ମରଣ ଶକ୍ତି ବି କମ୍ଜୋର ହୋଇଯାଏ ।

ସେହିଭଳି ତୃତୀୟ ତିଥିରେ ପ୍ରଥମ ଋତୁମତି ହୋଇଥାଏ ସେହି କନ୍ୟା ପୁତ୍ର ସୁଖ ଲାଭ କରି ପାରେ ନାହିଁ । ଯେଉଁ କନ୍ୟା ଚତୁର୍ଥୀ ତିଥିରେ ପ୍ରଥମ ଋତୁମତି ହୋଇଥାଏ ସେହି କନ୍ୟାର ଗର୍ଭ ନଷ୍ଟ ହୋଇଥାଏ । ପଞ୍ଚମୀ ତିଥିରେ ପ୍ରଥମ ଋତୁମତି ଯେଉଁ କନ୍ୟା ହୋଇଥାଏ ଆୟୁଷ କମ ହୋଇଥାଏ ଓ ତାହାର ଜୀବନ କଷ୍ଟଦାୟକ ବି ହୋଇଥାଏ ।

ଷଷ୍ଠୀ ତିଥିରେ ଯେଉଁ କନ୍ୟା ପ୍ରଥମ ଋତୁମତି ହୋଇଥାଏ ସେହି କନ୍ୟାର ଜନ୍ମ ଓ ଜୀବନ ଅସଫଳ ହୋଇଥାଏ । ଯେଉଁ କନ୍ୟା ସପ୍ତମୀ ତିଥିରେ ପ୍ରଥମ ଋତୁମତି ହୋଇଥାଏ ତାକୁ ବନ୍ଧ୍ୟା ଦୋଷ ଲାଗିଥାଏ । ଯେଉଁ କନ୍ୟା ଅଷ୍ଟମୀ ତିଥିରେ ପ୍ରଥମ ଋତୁମତି ହୋଇଥାଏ ସେହି କନ୍ୟା ସୁଖୀ ହୋଇଥାଏ । ନବମୀ ତିତିରେ ସୁଖୀ ଓ ନିରୋଗୀ ହୋଇଥାଏ । ଦଶମୀ ତିଥିରେ ରାକ୍ଷସୀ ପ୍ରକୃତିର ହୋଇଥାଏ । ଏକାଦଶୀ ତିଥିରେ ଖରାପ ପ୍ରକୃତିର ହୋଇଥାଏ । ଦ୍ଵାଦଶୀ ତିଥିରେ ଧାର୍ମିକ ହୋଇଥାଏ ।

ତ୍ରୟୋଦଶୀ ତିଥିରେ ସ୍ଵାମୀ ପ୍ରିୟ ହୋଇଥାଏ । ଚତୁଦର୍ଶୀ ତିଥିରେ ଦୁଖୀ ଓ ଲକ୍ଷ୍ମୀ ପାଖରେ ରୁହେ ନାହିଁ । ପୂର୍ଣମୀ ତିଥିରେ ଭାଗ୍ୟବାନ, ପୁତ୍ରବାନ ଓ ଧନୀ ହୋଇଥାଏ । ଅମାବାସ୍ୟା ତିଥିରେ ଗର୍ବୀ ଓ ରୋଗିଣା ହୋଇଥାଏ ।

ସେହିଭଳି ରବିବାର ପ୍ରଥମ ଋତୁମତି ହୋଇଥାଏ ସେହି କନ୍ୟା ବିଧବା କିମ୍ବା ଯନ୍ତ୍ରଣାରେ ଜୀବନ ଜାପନ କରେ । ସୋମବାର ଦିନ ଯେଉଁ କନ୍ୟା ପ୍ରଥମ ଋତୁମତି ହୋଇଥାଏ ସେହି କନ୍ୟା ଭଲ ସ୍ତ୍ରୀ ହୋଇଥାଏ । ମଙ୍ଗଳାବର ଦିନ ଯେଉଁ କନ୍ଯାର ପ୍ରଥମ ଋତୁମତି ହୋଇଥାଏ ସେ ସବୁବେଳେ ଝଗଡା କରିଥାଏ । ବୁଧବାର ଦିନ ଯଦି ହୋଇଥାଏ ସେ ରାଣୀ ଭଳି ଜୀବନ ଜାପନ କରେ । ଗୁରୁବାର ଦିନ ହୋଇଥିଲେ ଭଲ ସ୍ଵାମୀ ଓ ଧନୀ ହୋଇଥାଏ । ଶୁକ୍ରବାର ଦିନ ହେଲ ପୁତ୍ରଲାଭ ହୋଇଥାଏ । ଶନିବାର ଦିନ ହେଲେ ବନ୍ଧ୍ୟାଦୋଷ ଲାଗିଥାଏ ।

ସେହିଭଳି ଯଦି ମାସ ହିସାବରେ କହିବୁ ତେବେ ଯଦି ଜଣେ କନ୍ୟା ବୈଶାଖ ମାସରେ ପ୍ରଥମ ଋତୁମତି ହୋଇଥାଏ ତେବେ ସବୁବେଳେ ଖୁସିରେ ଥାଏ । ଜ୍ୟଷ୍ଠ ମାସରେ ହୋଇଥିଲେ ବିଧବା ଯୋଗ ଥାଏ । ଆଷାଢ ମାସରେ ହୋଇଥିଲେ ଭାଗ୍ୟଶାଳୀ ହୋଇଥାଏ । ଶ୍ରାବଣ ମାସରେ ହୋଇଥିଲେ ଦୁଖି ଓ କଷ୍ଟ ପାଏ । ଭାଦ୍ରବ ମାସରେ ହୋଇଥିଲେ ରୋଗୀ ହୋଇଥାଏ । ଆଶ୍ଵିନ ମାସରେ ହେଲେ ମୃତ ଶିଶୁ ଓ ଦୁଖୀ ହୋଇଥାଏ । କାର୍ତ୍ତିକ ମାସରେ ହୋଇଥିଲେ ପରିବାରକୁ ଭାଙ୍ଗି ଦିଏ ।

ମାର୍ଗଶୀର ମାସରେ ହୋଇଥିଲେ ଧାର୍ମିକ ହୋଇଥାଏ । ପୌଷ ମାସରେ ହୋଇଥିଲେ ସୁନ୍ଦର ଶରୀର ପ୍ରାପ୍ତ କରିଥାଏ । ମାଘ ମାସରେ ହୋଇଥିଲେ ପତୀବ୍ରତା ହୋଇଥାଏ । ଫାଲ୍ଗୁନ ମାସରେ ହୋଇଥିଲେ ଅଧିକ ଆୟୁ ମିଳିଥାଏ । ଚିତ୍ର ମାସରେ ହୋଇଥିଲେ କାମବାସନା ପ୍ରତି ଅଧିକ ଆକୃଷ୍ଟ ଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।