ଏହି ଅଭିନେତ୍ରୀ ଜଣକ କେବଳ ପତ୍ରରେ ଘୋଡାଇଲେ ନିଜର ଶରୀରକୁ, ଲୋକମାନେ କହିଲେ ‘ଗାଈ ପାଖକୁ ଯିବନି ନ ହେଲେ…’

ବଲୀଉଡର ଅଭିନେତ୍ରୀମାନେ ପ୍ରାୟତଃ ସବୁଦିନ କିଛି ନା କିଛି କାରଣରୁ ଚର୍ଚାରେ ଆସି ଯାଆନ୍ତି । ଖାସକରି ସୋସିୟାଲ ମିଡିୟାର ଜମାନାରେ ତାଙ୍କର ଛୋଟ ଛୋଟ କାମ ଭାଇରାଲ ହୋଇଯାଏ । ବର୍ତ୍ତମାନ ବଲୀଉଡର ଅଭିନେତ୍ରୀ ଋଚା ଚଡ୍ଡାଙ୍କୁ ନେଇ ଯାଆନ୍ତୁ । ବର୍ତ୍ତମାନ ଇଣ୍ଟର୍ନେଟରେ ତାଙ୍କର ଏକ ଫଟୋ ବହୁତ ଜଲ୍ଦି ଭାଇରାଲ ହେଉଛି । ଏହି ଫଟୋରେ ଋଚା ଚଡ୍ଡା ପତ୍ର ଦ୍ଵାରା ପ୍ରସ୍ତୁତ ଏକ ଡ୍ରେସ ପିନ୍ଧିବାର ନଜର ଆସୁଛନ୍ତି ଓ ଏହି ଡ୍ରେସରେ ସେ ବହୁତ ସୁନ୍ଦର ଦେଖାଯାଛନ୍ତି ।

ଋଚା  ଏହି ଫଟୋରେ କିଛି ଏହିଭଳି ପୋଜ ଦେଇଛନ୍ତି ଯେଉଁଥିରେ ସେ ଏକ ପତ୍ରକୁ ମୁହଁରେ ବି ରଖିଛନ୍ତି । ଋଚାଙ୍କର ଏହି ଅଜବ ଗଜବ ଫଟୋକୁ କିଛି ଲୋକମାନେ ପସନ୍ଦ କରୁଛନ୍ତି ତ କିଛି ଲୋକାମାନେ ତାଙ୍କର ଥଟ୍ଟା କରୁଛନ୍ତି ।

କହିବାକୁ ଗଲେ ଋଚା ଚଡ୍ଡା ବର୍ତ୍ତମାନ ମାଂସାହାରୀ ରୁ ଶାକାହାରୀ ହୋଇ ଯାଇହକନ୍ତି । ଏମିତିରେ ସେ ଏହାକୁ ଘୋଷଣା କରିବା ପାଇଁ ଏହିଭଳି ବେଶଭୂଷା ବାଲା ଆଈଡିୟାକୁ ବାଛିଛନ୍ତି । ସେ ଲୋକମାନଙ୍କୁ ଜାଗୃତ କରିବା ପାଇଁ ଏହିଭଳି ସବୁଜ ପତ୍ର ଭରା ଡ୍ରେସ ପିନ୍ଧିଛନ୍ତି । ଋଚା ଏହି ଫଟୋକୁ ଶେୟାର କରିବା ମାତ୍ରେ ହିଁ ଏହା ସଙ୍ଗେ ସଙ୍ଗେ ଭାଇରାଲ ହୋଇଗଲା । କିଛି ଲୋକମାନେ ତାଙ୍କୁ ଏଥିପାଇଁ ଶୁଭେଚ୍ଛା ବି ଦେଲେ । କିନ୍ତୁ କିଛି ଲୋକମାନେ ଋଚାଙ୍କର ଏହି ଡ୍ରେସକୁ ନେଇ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ।

ଜଣେ ୟୁଜର ଋଚାଙ୍କୁ ଥଟ୍ଟାରେ କହିଲ କି “ଏହି ପତ୍ର ବାଲା ଡ୍ରେସକୁ ପିନ୍ଧି ବାହାରକୁ ବାହାରିବ ନାହିଁ । ଯଦି ରାସ୍ତାରେ ଗାଈ କିମ୍ବା ଛେଳି ମିଳିଯିବେ ତେବେ ମାମଲା ବହୁତ ଖରାପ ହୋଇଯିବ‘ । ପୁଣି ଏକ ୟୁଜର ଲେଖିଲ କି “ସମ୍ଭାଳି, କେଉଁଠି ବହୁତ ଜୋରରେ ପବନ ନ ହେଉ, ନ ହେଲେ ତୁମର ଡ୍ରେସର ପତ୍ର ଉଡି ଯାଇପାରେ । ଆଉ ଜଣେ ଲେଖିଲା କି “ଚାଲ ତୁମକୁ ଦେଖି ଶାକାହରି ହୋଇଯିବା ।

ବର୍ତ୍ତମାନ ମୁଁ ସର୍ବେ ପ୍ରଥମେ ଏହି ପତ୍ରକୁ ହିଁ ଖାଇବାକୁ ଚାହୁଁଛି । ଏହିଭଳି କେତେକ ଲୋକମାନେ ତାଙ୍କର ଏହି ଫୋଟକୁ ଟ୍ରୋଲ ଆରମ୍ଭ କରିଦେଇଛନ୍ତି ।

ଆପଣଙ୍କୁ କହିଦେଛୁ ଯେ ଋଚା ନିଜର ଫିଲ୍ମିକ୍ୟାରିୟରରେ ପ୍ରାୟତଃ ସପୋର୍ଟିଂଗ ଅଭିନେତ୍ରୀର ରୋଲ କରିଛନ୍ତି । ଋଚା ବର୍ତ୍ତମାନ ପର୍ଯ୍ୟନ୍ତ ବଲୀଉଡରେ ପାଖାପାଖି ୧୦ – ୧୧ଟି ଫିଲ୍ମରେ କାମ କରିଛନ୍ତି । କିନ୍ତୁ ତାଙ୍କର ଅଭିନୟ ସବୁବେଳେ ଏକ ଉଚ୍ଚ ଲେବୁଲର ହୋଇଥାଏ । ସେ ନିଜର ସମସ୍ତ ରୋଲକୁ ବହୁତ ଭଲ ଭାବରେ କରିଥାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।