ବିନା ମେକପ ରେ ବିଲକୁଲ ବୁଢୀ ଭଳି ଲାଗନ୍ତି Bollywood ର ଏହି 5 ଜଣ Actress, ନମ୍ବର 3 ଙ୍କୁ ଦେଖିଲେ ଆପଣ ଚିହ୍ନି ବି ପାରିବେନି

ବଲୀଉଡରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ବୟସକୁ ଲୁଚାଇବା ପାଇଁ ମେକଅପର ସାହାର ନେଇଥାନ୍ତି । ବିନା ମେକଅପରେ ଯଦି ଆପଣ ଏମାନଙ୍କୁ ଦେଖିବେ ତେବେ ଆପଣଙ୍କୁ ଏମାନଙ୍କର ଅ-ସ-ଲ ଚେହେରା ନଜର ଆସିଯିବ ଓ ବୟସ୍କ ମହିଳା ଭଳି ଦେଖାଯିବେ । କିନ୍ତୁ ଯଦି ଏହି ଅଭିନେତ୍ରୀଙ୍କୁ ଆପଣ ମେକଅପରେ ଦେଖି ନେବେ ତେବେ ଏମାନେ ଆଜିକାଲିର ଯୁବ ହିରୋ ହିରୋଇନକୁ ଟକ୍କର ଦେଉ ଥିବାର ନଜର ଆସିବେ । ଆଜି ଆମେ ଆପଣଙ୍କୁ ବଲୀଉଡର ପ୍ରସିଦ୍ଧ ଓ ସୁନ୍ଦର ୫ ଜଣ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ ଅସଲ ଜୀବନରେ ବହୁତ ହିଁ ବୁଢୀ ହୋଇ ଯାଇଛନ୍ତି ।

ରେଖା- ରେଖା ନିଜ ଜମାନାରେ ସବୁଠୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରେ ନମ୍ବର ୧ରେ ଥିଲେ । ଆଜି ୬୫ ବର୍ଷ ବୟସରେ ବି ରେଖା କାହାକୁ ବି ଟକ୍କର ଦେଇ ପାରନ୍ତି । ରେଖାଙ୍କ ଦିବାନା ଲିସ୍ଟରେ କେବଳ ବୟସ୍କ ବ୍ୟକ୍ତି ନୁହନ୍ତି ଯୁବ ପିଢୀ ବି ସାମିଲ ଅଛନ୍ତି । କିନ୍ତୁ ଯଦି ଆପଣ ରେଖାଙ୍କୁ ବିନା ମେକଅପରେ ଦେଖିବେ ତେବେ ଜାଣି ପାରିବେ କି ତାଙ୍କୁ ଯବାନ ଓ ସୁନ୍ଦର ଦେଖାଇବା ପାଇଁ ମେକଅପ କେତେ ସାହାର୍ଯ୍ୟ କରିଥାଏ ।

ମାଧୁରୀ ଦୀକ୍ଷିତ

ବଲୀଉଡର ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଫିଲ୍ମ ଓ ଶୋରେ ଯବାନ ଓ ସୁନ୍ଦର ଦେଖା ଯାଆନ୍ତି । କିନ୍ତୁ ଅସଲରେ ସେ ବୁଢୀ ହୋଇ ଯାଇଛନ୍ତି । ଯଦି ଆପଣ ତାଙ୍କୁ ବିନା ମେକଅପରେ ଦେଖିବେ ତେବେ ଚିହ୍ନି ପାରିବେ ନାହିଁ ।

ତବୁ

ତବୁ ବଲୀଉଡର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ତାଙ୍କର ଅଭିନୟକୁ ବି ସମସ୍ତେ ପସନ୍ଦ କରନ୍ତି । ତବୁ ନିଜର ଫିଲ୍ମି କ୍ୟାରିୟରର ଆରମ୍ଭ ବର୍ଷ ୧୯୮୫ରେ ଆସିଥିବା ଫିଲ୍ମ ‘ହମ ନ ଯବାନ’ ରୁ କରିଥିଲେ । ୪୮ ବର୍ଷର ତବୁ ବିନା ମେକଅପରେ ବହୁତ ବୁଢୀ ନଜର ଆସନ୍ତି ।

ରବିନା ଟଣ୍ଡନ

ରବିନା ଟଣ୍ଡନ ୨୦୦୪ରେ ଅନିଲ ଥଡାନିଙ୍କୁ ବିବାହ କରିଥିଲେ । ୪୫ ବର୍ଷର ରବିନା ଆଜି ବି ସୁନ୍ଦର ଓ ଯବାନ ନଜର ଆସନ୍ତି । କିନ୍ତୁ ଯଦି ଆପଣ ତାଙ୍କୁ ବିନା ମେକଅପରେ ଦେଖିବେ ତେବେ ତାଙ୍କ ଚେହେରାରେ ବଢୁଥିବା ବୟସର ଝଲକ ନଜର ଆସିବ ।

କରିଶ୍ମା କପୁର

କରିଶ୍ମା କପୁର ୯୦ ଦଶକରେ ସବୁଠୁ ସୁନ୍ଦର ଓ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ । କରିଶ୍ମା କପୁର ସୋସିଆଲ ମିଡିଆରେ ବହୁତ ଏକ୍ଟିବ ରୁହନ୍ତି । ପ୍ରାୟତଃ ସେ ନିଜର ଗ୍ଲାମରସ ଫଟୋ ଶେ-ୟା-ର କରିଥାନ୍ତି । ମେକଅପ ସହ ସେ ଯବାନ ଓ ସୁନ୍ଦର ନଜର ଆସନ୍ତି । କିନ୍ତୁ ଯଦି ଆପଣ ତାଙ୍କୁ ବିନା ମେକଅପରେ ଦେଖିବେ ତେବେ କରିଶ୍ମା କପୁର ବୁଢୀ ନଜର ଆସିବେ । ସେ ବର୍ତ୍ତମାନ ୪୫ ବର୍ଷର ହୋଇ ଯାଇଛନ୍ତି ।