ଏହି 8 ଟି ସଂକେତ ଯାହା କହିଥାଏ ଈଶ୍ଵର ଆପଣଙ୍କ ସହିତ ଅଛନ୍ତି, କଣ ଆପଣଙ୍କୁ ମିଳୁଛି ଏମିତି ସଙ୍କେତ ତ ଆପଣ ବହୁତ ଭାଗ୍ଯବାନ !

ଆଜି ଆମେ ଆପଣଙ୍କୁ ଏମିତି କିଛି ସଂକେତ ବିଷୟରେ କହିବୁ ଯେଉଁଥିରୁ ଆପଣ ବୁଝି ଯିବେ କି ଆପଣ ଇଶ୍ଵର ଠାରୁ କେତେ ନିକଟତର ଅଛନ୍ତି । ଇଶ୍ଵର ଆପଣଙ୍କୁ କେତେ ଭଲ ପାଆନ୍ତି । ଭଗବାନ ଯଦି ଆପଣଙ୍କୁ ଭଲ ପାଉଛନ୍ତି ତେବେ ତାଙ୍କର ପ୍ରଥମ ସଂକେତ ହେଉଛି ଆପଣ ଯେ କୌଣସି କାର୍ଯ୍ୟ କରିବେ ସେଥିରେ ଆପଣଙ୍କୁ ବିଫଳତା ମିଳିବ । ଏହା ଆପଣଙ୍କୁ ଅଳ୍ପ ଅଜବ ଲାଗିପାରେ । କିନ୍ତୁ ଏହା ସତ୍ୟ ଅଟେ ।

ଆପଣ ସବୁ କାର୍ଯ୍ୟରେ ପରିଶ୍ରମ କରିବେ ନିଜର ୧୦୦ ପ୍ରତିଶତ ଦେବେ ତଥାପି ଆପଣଙ୍କୁ ସଫଳତା ମିଳିବ ନାହିଁ । ଏହା ବାରମ୍ବାର ହେବ । ଏହା ସେହି ସମୟ ପର୍ଯ୍ୟନ୍ତ ହେବ ଯେଉଁ ସମୟ ପର୍ଯ୍ୟନ୍ତ ଆପଣଙ୍କ ଆଖି ଖୋଲି ନ ଯାଉଛି । ଦ୍ଵିତୀୟ ସଂକେତ ହେଉଛି ଆପଣଙ୍କ ଆପଣ ଉପରେ ଯେଉଁ ବିଶ୍ଵାସ ଅଛି ତାହା ଶେଷ ହୋଇଯିବ ।

ଇଶ୍ଵର ଯେତେବେଳେ ଆପଣଙ୍କ ସହିତ ଥିବେ ତେବେ ସେହି ସମୟରେ ଆପଣ ନିଜକୁ ଏକୁଟିଆ ଅନୁଭବ କରିବେ । ଆପଣ ବୁଝି ପାରିବେ ନାହିଁ କି ଆପଣ ଆଗକୁ କଣ କରିବେ । ଆପଣ ନିଜକୁ ଏକ ଏମିତି ସ୍ଥିତିରେ ପାଇବେ ଯେଉଁଠି ଆପଣଙ୍କର କେହି ବି ସାହାର୍ଯ୍ୟ କରି ପାରିବେ ନାହିଁ । ତୃତୀୟ ସଂକେତ ହେଉଛି ଆପଣଙ୍କ ଜୀବନରେ ଦୁଃ-ଖ ଚ-ର-ମ ସୀ-ମା ଉପରେ ଥିବ । ଆପଣଙ୍କୁ ଲାଗିବ ଏହା ଠାରୁ ଆଉ ଅଧିକ କଣ ଖ-ରା-ପ ହୋଇଥାନ୍ତା । ଆପଣ ଦୁଃ-ଖ-ର ଚ-ର-ମ ସୀ-ମା ଉପରେ ଥିବେ ।

ଏହି ଦୁଃଖ ଦ୍ଵାରା ବ୍ୟକ୍ତି ଭାଙ୍ଗି ତ ଯାଏ କିନ୍ତୁ ଏହି ଦୁଃଖ ଦ୍ଵାରା ଇଶ୍ଵର ପ୍ରତି ପ୍ରେମ ଭାବନା ବି ଜାଗ୍ରତ ହୋଇଥାଏ । ସେ ବୁଝିଯାଏ କି ସଂସାରରେ ସବୁ ସୁଖ ସୁବିଧା ନାହିଁ । ଚତୁର୍ଥ ସଂକେତ ଯେତେବେଳେ ଆପଣଙ୍କ ସବୁ ଆଶା ଭାଙ୍ଗି ଯିବ । ଆପଣ ନିଜକୁ ଚିହ୍ନି ପାରିବେ । ଏହା ପର ଠାରୁ ଆପଣଙ୍କ ଜୀବନରେ ଏକ ନୂତନ ପରିବର୍ତ୍ତନ ଆସିଥାଏ । ପଞ୍ଚମ ସଂକେତ ହେଉଛି ଆପଣଙ୍କ ଚରିତ୍ରରେ ପରିବର୍ତ୍ତନ ଆସିବା । ଆପଣ ପୂର୍ବ ଅପେକ୍ଷା ଶାନ୍ତ ସ୍ଥିର ଓ ଜିନିଷକୁ ବୁଝିବାକୁ ଚେଷ୍ଟା କରିବେ ।

ଯେତେବେଳେ ଆମେ ଭଗବାନଙ୍କ ରାସ୍ତାରେ ଯାଇଥାଉ ସେତେବେଳେ ସେ ଆମ ମଧ୍ୟରେ ପରିବର୍ତ୍ତନ ଆଣିଥାନ୍ତି । ଆପଣ କୌଣସି ବି ଜିନିଷରେ ପରାଜାୟ କିମ୍ବା ବିଜୟ ଅନୁଭବ କରିବେ ନାହିଁ । ଆପଣ ନିଜର ଜୀବନ ପ୍ରତି ଚିନ୍ତାଧାରା ବଦଳାଇବେ । ବାହାର ସଂସାରରେ ଘଟୁଥିବା ସବୁ ଘଟଣାକୁ ଆପଣ ଗୋଟିଏ ନାଟକ ରୂପରେ ଦେଖିବା ଆରମ୍ଭ କରିଦେବେ । ଯେତେବେଳେ ଆପଣଙ୍କୁ ଅନୁଭବ ହେବ କି ଆପଣ ଇଶ୍ଵରର ବହୁତ ନିକଟତର ହୋଇଯିବେ ତେବେ ଆପାନଙ୍କୁ ସବୁଠୁ ବଡ ଝଟକା ଲାଗିବ ।

ଏହା ଭଗବାନଙ୍କ ସବୁଠୁ ବଡ ପରୀକ୍ଷା ଅଟେ । ଏଠି ଆପଣଙ୍କ ବିଶ୍ଵାସ ଓ ବୁଦ୍ଧି ପରୀକ୍ଷା କରାଯିବ । ଏହି ସମୟରେ ଆପଣ ନିଜ ଉପରେ ଧର୍ଯ୍ୟ ରଖନ୍ତୁ । ଅଷ୍ଟମ ସଂକେତ ଏମିତି ଅଟେ କି ଭଗବାନ ଆପଣଙ୍କ ସହିତ ଅଛନ୍ତି ବୋଲି ଅନୁଭବ ହେବ ।