ବିବାହ ପରେ ଏହି ୫ ଜଣ ଅଭିନେତ୍ରୀଙ୍କୁ ମିଳିଲା ନାହିଁ ମା’ ହେବାର ସୁଖ, ଜଣଙ୍କର ବିବାହକୁ ତ ୫୩ ବର୍ଷ ହୋଇସାରିଛି

ମା’ ହେବା ସମସ୍ତ ମହିଳାମାନଙ୍କର ସ୍ଵପ୍ନ ହୋଇଥାଏ । ଯେତେବେଳେ ଆପଣଙ୍କର ନିଜର ସନ୍ତାନ ଥାଏ ତେବେ ବୃଦ୍ଧ ଅବସ୍ଥାରେ ବି ଆପଣଙ୍କର ହୃଦୟ ଲାଗି ରହିଥାଏ । ପରିବାର ଓ ବଂଶକୁ ଆଗକୁ ବଢାଇବା ପାଇଁ ପୁଅ କିମ୍ବା ଝିଅ ହେବା ଜରୁରୀ ଅଟେ । କିନ୍ତୁ ବିବାହ ପରେ ସମସ୍ତଙ୍କୁ ଏହି ସୁଖ ମିଳି ନ ଥାଏ । ଆଜି ଆମେ ଆପଣଙ୍କୁ ବଲୀଉଡର ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବିବାହ ପରେ ମା’ ହୋଇ ପାରିଲେ ନାହିଁ ।

ଶବାନା ଆଜମୀ

Image courtesy: Google

ଗତ ଜମାନର ଅଭିନେତ୍ରୀ ଶବାନା ଆଜମୀଙ୍କର ନାମ ବଲୀଉଡର ବଡ ବଡ ଷ୍ଟାରମାନଙ୍କ ମଧ୍ୟରେ ସାମିଲ ଅଛି । କହିବାକୁ ଗଲେ ଶବାନା ଆଜମୀଙ୍କୁ ଫିଲ୍ମ କ୍ୟାରିୟରରେ ବହୁତ ଖୁସି ମିଳିଛି କିନ୍ତୁ ତାଙ୍କୁ ନିଜର ପୁଅ କିମ୍ବା ଝିଅର ସୁଖ ଆଜି ପର୍ଯ୍ୟନ୍ତ ବି ମିଳିନାହିଁ । ଆପଣଙ୍କୁ କହିଦେଉଛୁ କି ଶବାନା ଆଜମୀ ବଲୀଉଡର ପ୍ରସିଦ୍ଧ ଲେଖକ ଜାବେଦ ଅଖ୍ତରଙ୍କ ସହ ବର୍ଷ ୧୯୯୪ରେ ବିବାହ କରିଥିଲେ । ଏହା ପୂର୍ବରୁ ଜାଵେଦ ହନୀ ନାମକ ଏକ ମହିଳା ସହ ବିବାହ କରିଥିଲେ । ଏହି ବିବାହରେ ତାଙ୍କୁ ଦୁଇଟି ସନ୍ତାନ ହୋଇଛନ୍ତି । କିନ୍ତୁ ଶବାନା ଆଜମୀଙ୍କ ଠାରୁ ତାଙ୍କର କୌଣସି ସନ୍ତାନ ନାହିଁ ।

ଜୟା ପ୍ରଦା

Image courtesy: Google

ବଲୀଉଡର ସୁନ୍ଦର ଅଭିନେତ୍ରୀ ଜୟା ପ୍ରଦାଙ୍କର ହୃଦୟ ଶ୍ରୀକାନ୍ତ ନାହଟାଙ୍କ ଉପରେ ଆସିଥିଲା । କହିଦେଉଛୁ କି ଶ୍ରୀକାନ୍ତ ପୂର୍ବରୁ ହିଁ ବିବାହିତ ଥିଲେ ଓ ତାଙ୍କର ୩ ଟି ସନ୍ତାନ ବି ଥିଲେ । ଏହା ସତ୍ତ୍ୱେ ବି ଜୟା ୧୯୮୬ରେ ତାଙ୍କୁ ବିବାହ କରିଲେ । ବର୍ତ୍ତମାନ ତାଙ୍କର ବିବାହକୁ ୩୨ ବର୍ଷ ହୋଇ ଯାଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ଜୟା ପ୍ରଦା ମା’ ହୋଇପାରି ନାହାନ୍ତି ।

ସାୟରା ବାନୋ

Image courtesy: Google

କହିବାକୁ ଗଲେ ସାୟରା ବାନୋଙ୍କୁ ବଲୀଉଡର ସବୁଠୁ ବଡ ସୁପରଷ୍ଟାର ଦିଲୀପ କୁମାରଙ୍କ ସହ ପ୍ରେମ ହୋଇଥିଲା ଓ ୨୨ ବର୍ଷର ସାୟରା ବାନୋ ୪୪ ବର୍ଷର ଦିଲୀପ କୁମାରଙ୍କ ସହ ବିବାହ କରିଥିଲେ । ଆଜି ପର୍ଯ୍ୟନ୍ତ ସେମାନେ ଏକ ସୁଖୀ ଜୀବନ ଯାପନ କରୁଛନ୍ତି । ଏମାନଙ୍କର ବିବାହକୁ ୫୩ ବର୍ଷ ହୋଇ ଯାଇଛି ତଥାପି ଦୁଇ ଜଣଙ୍କର କୌଣସି ସନ୍ତାନ ନାହାଁନ୍ତି ।

କିରଣ ଖେର

Image courtesy: Google

କିରଣ ଖେର ନିଜର ପ୍ରଥମ ବିବାହ ପରେ ମା’ ତ ହେଲେ କିନ୍ତୁ ଦ୍ଵିତୀୟ ବିବାହରେ ମା’ ହୋଇ ନାହାନ୍ତି । କହିବାକୁ ଗଲେ କିରଣଙ୍କର ପ୍ରଥମ ବିବାହ ଗୌତମ ବେରୀଙ୍କ ସହ ହୋଇଥିଲା । ସେହି ସମୟରେ ତାଙ୍କର ଏକ ପୁଅ ସିକନ୍ଦର ହୋଇଥିଲା । କିନ୍ତୁ ଡିଭୋର୍ସ ପରେ ସେ ଅନୁପମ ଖେରଙ୍କ ସହ ବିବାହ କରିଥିଲେ । କିନ୍ତୁ ଏମାନଙ୍କର କୌଣସି ବି ସନ୍ତାନ ନାହାଁନ୍ତି ।

ସଙ୍ଗୀତା ବିଜଲାନୀ

Image courtesy: Google

ସଙ୍ଗୀତା ବିଜଲାନୀ ଭାରତର ପୂର୍ବ ମିସ ଇଣ୍ଡିଆ ରହିସାରିଛନ୍ତି । ବଲୀଉଡରେ ବି ସେ ବହୁତ ଫିଲ୍ମରେ କାମ କରିଛନ୍ତି । ତାଙ୍କର ବିବାହ ପୂର୍ବ କ୍ରିକେଟର ଓ ରାଜନୈତିକ ମୋହମ୍ମଦ ଅଜହରୁଦ୍ଦୀନଙ୍କ ସହ ହୋଇଥିଲା । ଏହି ବିବାହ ୧୬ ବର୍ଷ ପର୍ଯ୍ୟନ୍ତ ଚାଲିଲା ଓ ଶେଷରେ ୨୦୧୦ରେ ଏମାନଙ୍କର ଡିଭୋର୍ସ ହୋଇଗଲା । କିନ୍ତୁ ଦୁର୍ଭାଗ୍ୟ ବଶତଃ ଏତେ ବର୍ଷ ଏକା ସହିତ ରହିବା ସତ୍ତ୍ୱେ ବି ସଙ୍ଗୀତାଙ୍କୁ ସନ୍ତାନ ସୁଖ ମିଳିଲା ନାହିଁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।