ସ୍ବାମୀ ସ୍ତ୍ରୀ ଭୁଲରେ ବି ଏହି ସମୟରେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ, ନଚେତ ଘରକୁ ଆସିପାରେ ମହାବିପଦ

ସ୍ଵାମୀ ସ୍ତ୍ରୀ ଙ୍କ ସଂପର୍କକୁ ଦୁନିଆର ସବୁଠୁ ପବିତ୍ର ସମ୍ପର୍କ ବୋଲି କୁହାଯାଏ । ଏହି ସମ୍ପର୍କ ଦୁଇ ହୃଦୟର ମିଳନ ଅଟେ । ସ୍ଵାମୀ ଓ ସ୍ତ୍ରୀ ଙ୍କ ପରସ୍ପର ପ୍ରତି ପ୍ରେମ ହିଁ ତାଙ୍କ ସଂସାରକୁ ସବୁ ପରିସ୍ଥିତିକୁ ସାମନା କରି ଆଗକୁ ଗଦେଇ ନେବାରେ ମୁଖ୍ୟ ଭୂମିକା ନେଇଥାଏ ।

ସେମାନଙ୍କ ଏହି ପବିତ୍ର ସମ୍ପର୍କ ହିଁ ତାଙ୍କ ପରିବାରକୁ ଯୋଡି ରଖେ । ଏହି ସମ୍ପର୍କରେ ଉତ୍ତମ ବିଚାର ଏବଂ ବୁଝାମଣା ରହିଲେ ଜୀବନ ଆନନ୍ଦମୟ ହୋଇଥାଏ । ତେବେ ସ୍ଵାମୀ ସ୍ତ୍ରୀ କେଉଁ ସମୟରେ ସମ୍ପର୍କ ରଖିବା ଉଚିତ ଏବଂ ଅନୁଚିତ ଏହା ମଧ୍ୟ ଆମ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି । ଶାସ୍ତ୍ର ଅନୁସାରେ, ସ୍ଵାମୀ ସ୍ତ୍ରୀ ଯଦି ଉଚିତ ସମୟରେ ସମ୍ପର୍କ ନ ରଖନ୍ତି, ତେବେ ଆୟୁ ହ୍ରାସ ପାଇବା ସହ ଘରକୁ ବିଭିନ୍ନ ପ୍ରକାର ବିପଦ ଆସିଥାଏ । ତେବେ ଆଜି ଆମେ ଆପଣଙ୍କୁ କେଉଁ ସମୟରେ ସ୍ଵାମୀ ଏବଂ ସ୍ତ୍ରୀ ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ଉଚିତ ନୁହେଁ ଆପଣଙ୍କୁ ଜଣେଇବୁ ।

ପିତୃ ପୁରୁଷଙ୍କ କୌଣସି ପୂଜା କିମ୍ବା ଶ୍ରାଦ୍ଧ ଚାଲିଥିବା ସମୟରେ ସ୍ଵାମୀ ସ୍ତ୍ରୀ ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ଉଚିତ ନୁହେଁ । କିବା ଘରେ ଯଦି କେହି ମୃ-ତ୍ୟୁବରଣ କରୁଛନ୍ତି ତେବେ ତାଙ୍କ ଶ୍ରାଦ୍ଧ ଦିନ ନ ଯିବା ପର୍ଯ୍ୟନ୍ତ ଶା-ରୀ-ରି-କ ସ-ମ୍ବ-ନ୍ଧ ରଖିବା ଅନୁଚିତ ଅଟେ । ଅର୍ଥାତ ତାଙ୍କ ମୃତ୍ୟୁର ବାର ଦିନ ନ ବିତିବା ପର୍ଯ୍ୟନ୍ତ ଶା-ରୀ-ର-କ ସ-ମ୍ପ-ର୍କ ରଖିବା ଉଚିତ ନୁହେଁ । କାରଣ ଏହି ଦିନ ମାନଙ୍କରେ ନକରାତ୍ମକ ଶକ୍ତି ସମୂହର ପ୍ରଭାବ ସବୁ ଠାରୁ ଅଧିକ ରହିଥାଏ ।

ଏହା ସହ ଘରେ ଯଦି କୌଣସି ପୂଜା କାର୍ଯ୍ୟ ଚାଲିଛି ତେବେ ସେହି ସମୟରେ ମଧ୍ୟ ସ୍ଵାମୀ ସ୍ତ୍ରୀ ଶା-ରୀ-ରି-କ ସ-ମ୍ବ-ନ୍ଧ ରଖିବା ଭଲ ନୁହେଁ । କାରଣ ସେହି ସମୟରେ ଘରକୁ ଭଗବାନଙ୍କ ଆଗମନ ହୋଇଥାଏ । ତେଣୁ ଏହି ସମୟରେ ସ୍ଵାମୀ ସ୍ତ୍ରୀ ଭୁଲରେ ମଧ୍ୟ ସମ୍ପର୍କ ରଖନ୍ତୁ ନାହିଁ । ଏହା ଭଗବାନଙ୍କ ଅପମାନ ସ୍ୱରୂପ ହୋଇଥାଏ ।

ଘରେ ପୂଜା ଚାଲିଥିବା ସମୟରେ ଶା-ରୀ-ରି-କ ସ-ମ୍ବ-ନ୍ଧ ରଖିବା ଦ୍ଵାରା ଭଗବାନ ରୁଷ୍ଟ ହୋଇଯାନ୍ତି ଓ ଘର ଛାଡି ଚାଲିଯାନ୍ତି । ଯାହା ଦ୍ଵାରା ଘର ପାଇଁ ଅମଙ୍ଗଳ ଓ ବିନାଶର କାରଣ ହୋଇଥାଏ ଏବଂ ଘରେ ନାନା ପ୍ରକାର କ୍ଲେଶ ଉପୁଜି ଘରର ସୁଖ ଶାନ୍ତି ଭଗ୍ନ ହୋଇଥାଏ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ ।