GK questions & answers- ଏମିତି କେଉଁ 2 ଟି ସଂଖ୍ୟା ଅଛି, ଯାହାକୁ ଗୁଣନ କରିଲେ ୩୦୦ ଓ ମିଶାଇ ଲେ ୩୫ ହେବ ? ବୁଦ୍ଧିମାନ ଯିଏ ଉତ୍ତର ଦିଅନ୍ତୁ

ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରଶ୍ନ ପଚରାଯାଏ । କିଛି ପ୍ରଶ୍ନ ସହଜ ହୋଇଥାଏ ତ ଆଉ କିଛି କଠିନ ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ରୋମାଞ୍ଚକର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ତେବେ ଆସନ୍ତୁ ଜାଣିବା କଣ ରହିଛି ପ୍ରଶ୍ନ ଓ ତାହର ଉତ୍ତର ।

୧- ସବୁଠାରୁ ପୁରାତନ ପୂରଣ କଣ ଅଟେ ?

ଉତ୍ତର- ମଶ୍ଚ୍ଯ ପୁରାଣ

୨- ଦୁନିଆର ଦିତୀୟ ତାଜମହଲ କେଉଁଠାରେ ଅଛି ?

ଉତ୍ତର- ବଙ୍ଗଳାଦେଶ

୩- ଚୀନରେ ପହଞ୍ଚିଥିବା ପ୍ରଥମ ୟୁରୋପୀୟ କିଏ ଥିଲେ ?

ଉତ୍ତର- ମାର୍କୋପୋଲୋ

୪- ଭାରତ କେତୋଟି ପ୍ରାକୃତିକ ପ୍ରଦେଶରେ ବିଭାଜିତ ଅଟେ ?

ଉତ୍ତର-୪ଟି

୫- ବଗିଚାର ସହର କାହାକୁ କୁହାଯାଏ ?

ଉତ୍ତର- କପୁରଥଲା

୬- ଚମ୍ପାରଣ ସତ୍ୟାଗ୍ରହ କେବେ ହୋଇଥିଲା ?

ଉତ୍ତର- ୧୯୧୭

୭- ସୌରମଣ୍ଡଳର ସବୁଠାରୁ ଛୋଟ ଗ୍ରହ କଣ ?

ଉତ୍ତର- ବୁଧ ଗ୍ରହ

୮- କ୍ଷୀରରେ କେଉଁ ପ୍ରୋଟିନ ରହିଥାଏ ?

ଉତ୍ତର- କେଶିନ ପ୍ରୋଟିନ

୯- ନୀଳ ସହର କାହାକୁ କୁହାଯାଏ ?

ଉତ୍ତର- ଯୋଧପୁର

୧୦- ଲେମ୍ବୁରୁ କେଉଁ ଅମ୍ଳ ମିଳିଥାଏ ?

ଉତ୍ତର- ସାଇଟ୍ରିକ ଅମ୍ଳ

୧୧- କେଉଁ ଦେଶରେ ଗୋଟିଏ ଟ୍ରାଫିକ ସିଗନାଲ ନାହି ?

ଉତ୍ତର- ଭୁଟାନ

୧୨- କେଉଁ ପଶୁର ଦାନ୍ତ ସବୁବେଳେ ବଢିଥାଏ ?

ଉତ୍ତର- ମୂଷା ବା ଠେକୁଆ

୧୩- ପାଚିଲା ଆମ୍ବରେ କେଉଁ ଭିଟାମିନ ମିଳିଥାଏ ?

ଉତ୍ତର- ଭିଟାମିନ-ଏ

୧୪- ଜନସଂଖ୍ୟା ଦ୍ରୁଷ୍ଟିରୁ ଭାରତରେ ସବୁଠାରୁ ବଡ ରାଜ୍ୟ କଣ ?

ଉତ୍ତର- ଉତ୍ତର ପ୍ରଦେଶ

୧୫- ଏପିକଲ୍ଚର କାହା ସହ ସମ୍ବଧିତ ଅଟେ ?

ଉତ୍ତର- ମଧୁମଖି ପାଳନ

୧୬- ଭାରତର ପ୍ରଥମ ମହିଳା ସୁଲତାନ କିଏ ଅଟନ୍ତି ?

ଉତ୍ତର- ରଜିୟା ସୁଲ୍ତାନ

୧୭- ଏସିୟାର ସବୁଠାରୁ ଲମ୍ବା ସୁରଙ୍ଗ କେଉଁଠାରେ ଅଛି ?

ଉତ୍ତର- ଜାପାନ

୧୮- ଭୋଜପୁରୀ କେଉଁ ଦେଶର ଭାଷା ଅଟେ ?

ଉତ୍ତର- ମାରିଷସ

୧୯- ଦକ୍ଷିଣର ବ୍ରିଟେନ କାହାକୁ କୁହାଯାଏ ?

ଉତ୍ତର- ନ୍ୟୁଜଲ୍ୟାଣ୍ଡ

୨୦- ସବୁଠାରୁ ବିଷାକ୍ତ ସାପ କଣ ଅଟେ ?

ଉତ୍ତର- କିଙ୍ଗ କୋବରା

୨୧- ଅନ୍ତରିକ୍ଷରେ ଯାଇଥିବା ପ୍ରଥମ ପଶୁ କିଏ ?

ଉତ୍ତର- କୁକୁର

୨୨- ବିଶ୍ବରେ ସବୁଠାରୁ ଅଧିକ ଚାନ୍ଦି ଉତ୍ପାଦକ ଦେଶ କିଏ ଅଟେ ?

ଉତ୍ତର- ମ୍ୟାକ୍ସିକୋ

୨୩- ଦଚିଗ୍ରାମ ଅଭ୍ୟାୟରଣ କେଉଁଠାରେ ଅଛି ?

ଉତ୍ତର- ଜାମୁ-କାଶ୍ମୀର

୨୪- ସବୁଠାରୁ ଅଧିକ ପକ୍କା ଘରେ କେଉଁ ଦେଶରେ ଅଛି ?

ଉତ୍ତର- ଆମେରିକା

୨୫- ଦୁନିଆରେ ସବୁଠାରୁ ଗରମ ଦେଶ କଣ ଅଟେ ?

ଉତ୍ତର- ଲିବିୟା

୨୬- କେଉଁ ଜିନିଷ ଥଣ୍ଡାରେ ତରଳିଯାଏ ?

ଉତ୍ତର- ମହମବତୀ

୨୭- ହସାଉଥିବା ଗ୍ଯାସର ରାସାୟନିକ ନାମ କଣ ?

ଉତ୍ତର- ନାଇଟ୍ରସ ଅକ୍ସାଇଡ

୨୮- ମନୁଷ୍ୟ ଠାରେ ପ୍ରଥମେ କେଉଁ ଧାତୁର ବ୍ୟବହାର କରାଯାଇ ଥିଲା ?

ଉତ୍ତର- ତମ୍ବା

୨୯- ସୋସିଲା ଭୂମିର ଦେଶ କାହାକୁ କୁହାଯାଏ ?

ଉତ୍ତର- ଅଷ୍ଟ୍ରେଲିୟା

୩୦- ଚିନୀର ସନ୍ଧାନ କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଭାରତ

୩୧- ଭାରତୀୟ ଚାଉଳ ଶୋଧ ସସ୍ଥାନ କେଉଁଠାରେ ଅଛି ?

ଉତ୍ତର- କଟକ

୩୨- ଏମିତି କଣ ଅଛି ଯାହା ବର୍ଷରେ ଥରେ ଆସେ, ମାସରେ ଦୁଇ ଥର ଆସେ, ସପ୍ତାହରେ ଚାରି ଥର ଆସେ, ଦିନରେ ୬ଥର ଆସିଥାଏ ?

ଉତ୍ତର- F ଲେଟର

୩୩. ଏଭଳି କେଉଁ ଦୁଇଟି ସଂଖ୍ୟା ରହିଛି, ଯାହାକୁ ଗୁଣନ କରିଲେ ୩୦୦ ଏବଂ ମିଶାଣ କରିଲେ ୩୫ ହେବ?
ଉତ୍ତର- ୧୫ ଓ ୨୦।

ବନ୍ଧୁଗଣ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।