ପୁଅ ବୟସର ଯୁବକମାନଙ୍କ ସହ ବୁଢୀ ବୟସର ବି ଜବାନିର ମଜା ନେଉଛନ୍ତି, ଏହି ୭ ଜଣ bollywood ହିରୋଇନ

ଏହି ଦୁନିଆରେ ସବୁବେଳେ ହିଁ ଏହି ପରମ୍ପରା ଚାଲି ଆସୁଛି କି ପୁଅ ଓ ଝିଅର ବିବାହ ହୋଇଥାଏ ତ ଝିଅର ବୟସ ସବୁବେଳେ ପୁଅ ଠାରୁ କମ ହୋଇଥାଏ । କିନ୍ତୁ ବଲୀଉଡର କିଛି ଅଭିନେତ୍ରୀମାନେ ଏହି ପରମ୍ପରାକୁ ଭାଙ୍ଗି ନିଜ ମନ ପସନ୍ଦର ଓ ବୟସରେ ନିଜ ଠାରୁ ଛୋଟ ବ୍ୟକ୍ତିଙ୍କୁ ନିଜର ଜୀବନସାଥି ବାଛିଛନ୍ତି । ଆଜି ଆମେ ବଲିଉଡର ୭ ଜଣ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ ତାଙ୍କ ବୟସ ଠାରୁ ବହୁତ କମ ବୟସର ପୁରୁଷଙ୍କ ସହ ବିବାହ କରିଛନ୍ତି ।

ସୁଷ୍ମିତା ସେନ

ସୁଷ୍ମିତା ସେନ ଓ ରୋହମନ ଶାଲ ହାତ ଧରା ଧରି ହୋଇ ଆମେରିକାରେ ରାସ୍ତା ଉପରେ ବୁଲିବାର ଦେଖାଯାଇଛନ୍ତି । ସେ ତାଙ୍କର ନିଜର ବୟଫ୍ରେନ୍ଡ ସହ ବହୁତ ରୋମାଣ୍ଟିକ ଫୋଟ ସୋସିଆଲ ମିଡିଆରେ ଶେୟାର ବି କରିଛନ୍ତି । ସୁଷ୍ମିତା ସେନ ଅଫେୟାର ଅଧିକ ଚର୍ଚାରେ ରହିବାର କାରଣ ଏହା ଅଟେ କି ସୁଷ୍ମିତା ସେନ ନିଜର ବୟଫ୍ରେନ୍ଡଙ୍କ ଠାରୁ ବୟସରେ ବହୁତ ବଡ଼ ଅଟନ୍ତି । ରୋହମନ ଜଣେ ମଡେଲ ଅଟନ୍ତି ଓ ସେ ସୁଷ୍ମିତାଙ୍କ ଠାରୁ ୧୬ ବର୍ଷ ଛୋଟ ଅଟନ୍ତି ।

ପ୍ରିୟଙ୍କା ଚୋପଡା

ବଲିଉଡର ଦେଶୀଗର୍ଲ ପ୍ରିୟଙ୍କା ଚୋପଡା ଓ ନିକ ଜୋନ୍ସଙ୍କ ବିବାହ ଜୋଦପୁରରେ ହୋଇଥିଲା । ଏମାନଙ୍କର ବିବାହ ଏଥିପାଇଁ ବି ଚର୍ଚ୍ଚାରେ ଥିଲା କାରଣ ପ୍ରିୟଙ୍କା ନିକଙ୍କ ଠାରୁ ୧୦ ବର୍ଷ ବଡ଼ ଅଟନ୍ତି ।

ମଲାଇକା ଅରୋଡା

ମଳାଇକା ଅରୋଡା ଓ ଅର୍ଜୁନ କପୁରଙ୍କ ପ୍ରେମ ବର୍ତ୍ତମାନ ସମୟରେ ଚର୍ଚ୍ଚାରେ ଅଛି । ଦୁଇ ଜଣ ହାତ ଧରା ଧରି ହୋଇ ସବୁ ରିୟାଲିଟି ଶୋ ଓ ଡ଼ିନର ଡେଟ ଇତ୍ୟାଦି ସ୍ଥାନରେ ଦେଖା ଯାଆନ୍ତି । ଏମାନେ ଏହି ସମ୍ପର୍କକୁ ସ୍ୱୀକୃତି ତ ଦେଇଛନ୍ତି କିନ୍ତୁ ଏମାନଙ୍କ ମଧ୍ୟରେ ବୟସରେ ପାର୍ଥକ୍ୟ ବହୁତ ଅଛି । ମଲାଇକା ଆରୋଡା ଅର୍ଜୁନଙ୍କ ଠାରୁ ୧୨ ବର୍ଷ ବଡ଼ ଅଟନ୍ତି ।

ଐଶ୍ୱର୍ୟା ରାୟ ବଚ୍ଚନ

ମିସୱଲ୍ଡ ଓ ସୁନ୍ଦରି ଅଭିନେତ୍ରୀ ରୂପରେ ପରିଚିତ ଐଶ୍ୱର୍ୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ୨୦୦୭ରେ ବିବାହ କରିଥିଲେ । ଏହି ଯୋଡି ବଲୀଉଡର ସବୁଠୁ ପରଫେକ୍ଟ ଯୋଡି ଭାବେ ପରିଚିତ ଅଟେ । ଐଶ୍ୱର୍ୟା ରାୟ ବଚ୍ଚନ ଅଭିଷେକଙ୍କ ଠାରୁ ୨ ବର୍ଷ ବଡ଼ ଅଟନ୍ତି ଓ ଏମାନଙ୍କର ଗୋଟିଏ ଝିଅ ଅଛି ଯାହାର ନାମ ଆରାଧ୍ୟା ଅଟେ । ଐଶ୍ୱରୀୟଙ୍କ ବୟସ ୪୫ ବର୍ଷ ଓ ଅଭିଷେକଙ୍କ ବୟସ ୪୩ ବର୍ଷ ଅଟେ ।

ବିପାଶା ବାସୁ

ବଲୀଉଡର ଅଭିନେତ୍ରୀ ବିପାଶା ବାସୁ ଟିଭି ଜଗତର ଜଣେ ଜଣା ଶୁଣା ଅଭିନେତା କରନ ସିଂହ ଗ୍ରୋବରଙ୍କ ସହ ୨୦୧୬ରେ ବିବାହ କରିଥିଲେ । ଏମାନଙ୍କ ମଧ୍ୟରେ ବି ବୟସର ବହୁତ ତଫାତ ଅଛି । ବିପାଶା କରନଙ୍କ ଠାରୁ ୪ ବର୍ଷ ବଡ଼ ଅଟନ୍ତି । ବିପାଶାଙ୍କ ବୟସ ୩୮ ବର୍ଷ ଓ କର ବୟସ ୩୪ ବର୍ଷ ଅଟେ । ବର୍ତ୍ତମାନ କରନ ଏକତା କପୁରଙ୍କ ଧାରାବାହିକ ‘କସୌଟୀ ଜ଼ିଂଦଗୀ ୨’ରେ ମିସ୍ଟର ବଜାଜର ଅଭିନୟ କରୁଛନ୍ତି ।

ଫରାହ ଖାନ

ବଲୀଉଡର ଜଣା ଶୁଣା କୋରିୟଗ୍ରାଫର ଓ ଫିଲ୍ମ ନିର୍ମାତା ଫରାହ ଖାନ ନିଜ ସ୍ଵାମୀ ଶିରୀଷ କୁନ୍ଦରଙ୍କ ଠାରୁ ବୟସବଡ଼ ଅଟନ୍ତି । ଫରାହ ଖାନ ୫୪ ବର୍ଷ ହେଇଥିବା ବେଳେ ତାଙ୍କ ସ୍ଵାମୀ ଶିରୀଷଙ୍କ ବୟସ ୪୬ ବର୍ଷ ଅଟେ । ଫରାହ ଖାନ ଶିରୀଷଙ୍କ ଠାରୁ ୮ ବର୍ଷ ବଡ଼ ଅଟନ୍ତି । ଏମାନେ ୨୦୦୪ ରେ ବିବାହ କରିଥିଲେ । ଏମାନଙ୍କର ୩ ଟି ସନ୍ତାନ ଅଛନ୍ତି ।

ସୋହା ଅଲି ଖାନ

ସୋହା ଅଲି ଖାନ ବଲିଉଡର ଅଭିନେତା ସୈଫ ଅଲି ଖାନଙ୍କ ଛୋଟ ଭଉଣୀ ଅଟନ୍ତି । ସେ କୁନାଲ ଖେମୁଙ୍କୁ ୨୦୧୫ ରେ ବିବାହ କରିଛନ୍ତି । ସୋହା ଅଲି ଖାନ କୁନାଲ ଖେମୁଙ୍କ ଠାରୁ ୪ ବର୍ଷ ବଡ଼ ଅଟନ୍ତି । ଦୁଇଜଣ ବଡ ପରଦାରେ ’99’ ଫିଲ୍ମରେ ଶେଷଥର ପାଇଁ ଦେଖା ଯାଇଥିଲେ ।

ଏହି ଯୋଡି ମଧ୍ୟରୁ ଆପଣଙ୍କ ଫେବରେଟ ଯୋଡି କିଏ ଆମକୁ କମେଣ୍ଟରେ ଲେଖି ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।