ବହୁତ ଚମତ୍କାରୀ ଅଟେ ଏହି ଫୁଲ, ୫୦ ବର୍ଷ ରେ ବି ଆପନ୍ନକୁ କରିଦେବ ୨୨ ପରି ଯବାନ, କେବଳ କରନ୍ତୁ ଏହିପରି ବ୍ୟବହାର- Health Tips

ଦୁନିଆର ସବୁ ବ୍ୟକ୍ତି ନିଜ ଭାଗ୍ୟକୁ ଉଜ୍ଵଳ ରଖିବା ପାଇଁ ଓ ଜୀବନରେ  ଖୁସିରେ ରହିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଥାନ୍ତି । କିନ୍ତୁ ସବୁ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ସହଜରେ ମିଳେନାହିଁ । କିଛି ବ୍ୟକ୍ତିଙ୍କୁ ଏହା ହାତ ପାହାନ୍ତାରେ ମିଳିଯାଏ । କିଛି ଲୋକ ନିଜ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ଥାନ୍ତି ତ ଆଉ କିଛି ଲୋକ ନିଜ ଧନ ସମ୍ପତିକୁ ନେଇ ଚିନ୍ତିତ ଥାନ୍ତି । ପ୍ରକୃତରେ ସ୍ୱାସ୍ଥ୍ୟ ରହିବା ସବୁ ବ୍ୟକ୍ତି ପକ୍ଷରେ ଆବଶ୍ୟକ ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଏମିତି ଏକ ଫୁଲ ବିଷୟରେ କହିବୁ ଯାହାକି ସେହି ଫୁଲ ଆପଣଙ୍କର ବହୁତ ଉପକାରରେ ଲାଗିଥାଏ । ସାଧାରଣତ ଏହି ଫୁଲକୁ ଆମେ ସଦାବିହାରୀ ଫୁଲ କହିଥାଉ । ଏହି ଫୁଲର ଆମ ଜୀବନରେ ବହୁତ ମହତ୍ବପୂର୍ଣ୍ଣ ଭୂମିକା ରହିଛି । ଯଦି ଆପଣ ଆପଣଙ୍କ ବଗିଚାରେ ଏହି ଫୁଲ ଗଛକୁ ଲଗାଇଛନ୍ତି ତେବେ ଏହା ବହୁତ ଲାଭକାରି ଅଟେ ।

ଏହି ଫୁଲକୁ ବ୍ୟବାହାର କରି ଆମେ ଆମ ଚୁଟିକୁ କଳା ବା ସୁସ୍ଥ କରିପାରିବା , ଆମ ଚେହେରାକୁ ଚମକ ରଖିପାରିବା ଓ ଶରୀରକୁ ନିରୋଗ ରଖିବା ପାଇଁ ଏହି ଫୁଲକୁ ବ୍ୟବହାର କରିପାରିବା । ଏଣେ ଆସନ୍ତୁ ଜାଣିବା ଏହି ଫୁଲର ପ୍ରଧାନ ଉପକାରିତା । ପ୍ରଥମେ ହେଉଛି ମଧୁମେହ ରୋଗ । ଆଜି କଲି ସମସ୍ତଙ୍କ ଘରେ ଏହି ରୋଗ କାହାକୁ ନା କାହାକୁ ହୋଇଥାଏ ।

ଏହି ରୋଗରୁ ମୁକ୍ତି ପାଇବା ପାଇଁ ଏହି ସଦାବିହାରୀ ଗଛର ୩ ରୁ ୪ ଟି ପତ୍ର କୁ ଚୋବାଇ ତାର ରସକୁ ସୋସି ନିଅନ୍ତୁ ଏହାପରେ ଅଳ୍ପ କିଛି ପାଣି ପିଅନ୍ତୁ କିମ୍ବା ଏହି ଗଛର ୩ ରୁ ୪ ଟି ଫୁଲକୁ ଗରମ ପାଣିରେ ଭିଯାଇ ସକାଳେ ଉଠି ଏହି ପାଣିକୁ ପିଅନ୍ତୁ ଏହିପରି  ୮ ରୁ ୧୦ ଦିନ କରନ୍ତୁ ଦେଖିବେ ମଧୁମେହ ରୋଗ ପୁରା ନିୟନ୍ତ୍ରଣ ହୋଇଯିବ । ଯଦି ଆପଣଙ୍କର କାଛୁ କୁଣ୍ଡିଆ ହେଉଛି ତେବେ ଏହି ଗଛ ପତ୍ରରୁ ବାହାରୁଥିବା କ୍ଷୀରକୁ କାଛୁ କୁଣ୍ଡିଆ ଜାଗାରେ ଲଗାଇବା ଦ୍ଵାରା ଏହା ବହୁତ ଶୀଘ୍ର ଭଲ ହୋଇଯିବ ।

 

ଯଦି ଆପଣଙ୍କର ବ୍ରଣ ସମସ୍ୟା ଥାଏ ତେବେ ଏହି ଗଛର ୨ ରୁ ୩ଟି ଫୁଲ କିମ୍ବା ୫ ରୁ ୬ ଟି ପତ୍ରକୁ ନେଇ ପେଷ୍ଟ ତିଆରି କରି ବ୍ରଣ ହେଉଥିବା ଜାଗାରେ ଦିନକୁ ଠାରେ ଦୁଇଥର ଲଗାନ୍ତୁ ଦେଖିବେ କିଛି ଦିନ ଭିତରେ ଏହି ବ୍ରଣ ସମସ୍ୟା ଭଲ ହୋଇଯିବ । ଆପଣଙ୍କ ଚୁଟିକୁ କଳା ରଖିବାପାଇଁ ଏହି ଗଛର ଫୁଲକୁ ସକାଳୁ ଖାଲି ପେଟରେ ଚୋବାଇ ଖାନ୍ତୁ ଦେଖିବେ ଆପଣଙ୍କ ଚୁଟି କଳା ରହିବ ।

ଯଦି ଆପଣ ଏହି ଗଛର ୩ ରୁ ୪ ଟି ଫୁଲକୁ ସକାଳୁ ଉଠି ଖାଲି ପେଟରେ ଚୋବାଇ ଖାଇବେ ତେବେ ଆପଣଙ୍କର ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହେବ । ଏହା ସହ ଏହି ଫୁଲକୁ ଚା କିମ୍ବା କଫିରେ ପକାଇ ପିଇବା ଦ୍ଵାରା ଆପଣଙ୍କ ମୋଟାପଣ କମିଥାଏ । ଧ୍ୟାନ ରଖନ୍ତୁ କି ଏହି ଗଛର ଫୁଲ କିମ୍ବା ପତ୍ରକୁ ଖାଇବା ପୂର୍ବରୁ ଏହାକୁ ଭଲ ଭାବରେ ପରିଷ୍କାର କରି ଧୋଇ ଏହାପରେ ଏହାକୁ ବ୍ୟବହାର କରନ୍ତୁ । 

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ଟିପ୍ପଣୀଟି ଭଲ ଲାଗିଥାଏ ଗୋଟିଏ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।ଧନ୍ୟବାଦ