ଜାଣନ୍ତୁ IPL ରେ କେଉଁ ଟୀମ ଅଟେ ସବୁଠୁ ଅଧିକ ଧନୀ ? ନମ୍ବର 1 ନାଁ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ସାଧାରଣ ଭାବରେ କ୍ରିକେଟକୁ ନେଇ ଦୁନିଆର ପ୍ରାୟ ସବୁ ଦେଶରେ ଉତ୍କଣ୍ଠା ଭରି ରହିଥାଏ । କିନ୍ତୁ ଏହି କ୍ରିକେଟର ଖେଳର ଫଟା ଫଟ ଖେଳ ବା ଆଇପିଏଲ ଖେଳ ଆରମ୍ଭ ହେଲା ମାତ୍ରେ ସବୁ ଖେଳାଳି ଓ ଦର୍ଶକ ମାନଙ୍କ ମନରେ ଏହି ଖେଳକୁ କୁ ନେଇ ବହୁତ  ରୋମାଞ୍ଚ ଭରିଯାଏ । କାରଣ ଏହି ଖେଳରେ ବହୁତ ଶୀଘ୍ର ଫଳାଫଳ ଜଣ ପଡିଯାଏ ଓ ଏହି ଖେଳରେ ଅଳ୍ପ ସମୟ ମଧ୍ୟରେ ଭଲ ରନ ଦେଖିବାକୁ ମିଳିଥାଏ ।

ଏହି ଖେଳ କିଛି ଖେଳାଳିଙ୍କ ଭାଗ୍ୟ ନିର୍ଧାରଣ କରିଥାଏ ଓ କିଛି ଖେଳାଳିଙ୍କୁ ଭଲ ରୋଜଗାର ମଧ୍ୟ ଦେଇଥାଏ । ଏହି ଖେଳରେ  ସାମିଲ ହୋଇଥିବା ଦଳ ର ମାଲିକ ମାନେ ମଧ୍ୟ ଭଲ ରୋଜଗାର କରିଥାନ୍ତି ।

ଆଜି ଆମେ ଜାଣିବା ଏହି ଆଇପିଏଲ ଖେଳର ସବୁଠୁ ଅଧିକ ଧନୀ ଦଳ ବିଷୟରେ । ପ୍ରଥମେ ଜାଣିବା ସାନ ରାଇଜରସ ହାଇଦ୍ରାବାଦ ଏହି ଦଳ ବହୁତ ଭଲ ଖେଳ ପ୍ରଦର୍ଶନ କରିଥାଏ । ହି ଦଳର ମାଲିକନଙ୍କ ନାମ କାଲାନିଧି ମାରାଞ୍ଜି । ତାଙ୍କର ଶନ ଟିଭି ନାମରେ ଏକ ଟିଭି ନେଟୱର୍କ ଅଛି । କାଳନିଧିଙ୍କର ଦଳ ଆଇପିଏଲରେ ୮ ନମ୍ବର ସିରିଏଲରେ ଅଛି ।

ସେ ସବୁ ବର୍ଷ ତାଙ୍କ ଦଳ ପାଇଁ ୨୦୦ ରୁ ୨୦୫  କୋଟି ଟଙ୍କା ଖର୍ଚ କରିଥାନ୍ତି । ଏବେ ଜାଣିବା କିଙ୍ଗସ ଇଲେଭେନ ଦଳ ବିଷୟରେ ଜାଣିବା । ଏହି ଦଳର ମାଲିକ ଅଟନ୍ତି ପ୍ରୀତି ଜିଣ୍ଟା । ସେ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ଏବେ ତାଙ୍କ ଦଳର ନାମ ପଞ୍ଜାବ କିଙ୍ଗସ ଅଛି । ଏହି ଦଳ ୭ ନମ୍ବର ସିରିଏଲ ରେ ଅଛି । ପ୍ରୀତି ତାଙ୍କ ଦଳ ପାଇଁ ୨୦୦ ରୁ ୨୧୦ କୋଟି ଟଙ୍କା ଖର୍ଚ କରନ୍ତି ।

ଏହା ପରେ ରାଜସ୍ଥାନ ରୟାଲ ଦଳ ବିଷୟରେ ଜାଣିବା । ଏହି ଦଳର ମାଲିକ ମନୋଜ ବାଗଲେ ଅଟନ୍ତି । ତାଙ୍କର ବ୍ରିଟିଶ ଏସିଆନ ନାମକ ଟ୍ରଷ୍ଟ ଅଛି । ଏହି ଦଳ ୬ ନମ୍ବର ସିରିଏଲରେ ଅଛି । ଏହି ଦଳ ପାଇଁ ମନୋଜ ବାଗଲେ ସବୁ ବର୍ଷ ୨୧୦ କୋଟି ଟଙ୍କା ଖର୍ଚ କରନ୍ତି । ଏହି ଦଳ ୬ ନମ୍ବର ସିରିଏଲରେ ଅଛି । ଏବେ ଆସନ୍ତୁ ଜାଣିବା ରୟାଲ ଚଲେଞ୍ଜ ବାଙ୍ଗାଲୋର ବିଷୟରେ । ଏହି ଦଳ ୫ ନମ୍ବର ସିରିଏଲରେ ଅଛି । ଏହି ଦଳର ମାଲିକ ବିଜୟ ମାଲ୍ୟା ଅଟନ୍ତି । ସେ ସବୁ ବର୍ଷ ୨୩୦ କୋଟି ଟଙ୍କା ଦଳ ପାଇଁ ଖର୍ଚ କରିଥାନ୍ତି ।

ତାଙ୍କର କିଙ୍ଗ ଫିଶର ନାମକ ଏକ କମ୍ପାନୀ ଅଛି । ଏହା ପରେ ଜାଣିବା କୋଲକାତା ନାଇଟ ରାଇଡରସ ଦଳ ବିଷୟରେ । ଏହି ଦଳର ମାଲିକ ବଲିଉଡର ପ୍ରସିଦ୍ଧ ଅଭିନେତା ସାରୁଖ ଖାନ ଓ ଜୁହୀ ଚାୱ୍ୟଲା ଅଟନ୍ତି । ଏହି ଦଳ ଆଇପିଏଲରେ ଫାଇନାଲ ମଧ୍ୟ ବିଜୟ ହୋଇଛନ୍ତି । ସାରୁଖ ରେଡ ଚିଲି ଏଣ୍ଟରଟେନମେଣ୍ଟ ନାମକ କମ୍ପାନୀର ମାଲିକ ଅଟନ୍ତି । ଏହି କମ୍ପାନୀ ତାଙ୍କ ଦଳକୁ ପ୍ରମୋଟ କରିଥାଏ ।

ଏହି ଦଳ ଚତୁର୍ଥ ନମ୍ବର ସିରିଏଲରେ ଅଛି । ଏହି ଦଳ ପାଇଁ ସବୁ ବର୍ଷ ୨୩୦ କୋଟି ଟଙ୍କା ଖର୍ଚ କରନ୍ତି ଏହାର ମାଲିକ । ଏହା ପରେ ଜାଣିବା ଦିଲି କ୍ୟାପିଟାଲ ଦଳ ବିଷୟରେ । ଏହି ଦଳ ୩ ନମ୍ବର ସିରିଏଲ ରେ ଅଛି । ଏହି ଦଳର ମାଲିକ ପାର୍ଥ ଜିନ୍ଦାଲ ଅଟନ୍ତି । ତାଙ୍କର ଜିନ୍ଦାଲ ନାମକ ଏକ କମ୍ପାନୀ ଅଛି । ସେ ଏହି ଦଳ ପାଇଁ ୨୫୦ କୋଟି ଟଙ୍କା ଖର୍ଚ କରନ୍ତି । ଏବେ ଜାଣିବା ଚେନାଇ ସୁପର କିଙ୍ଗ ଦଳ ବିଷୟରେ ।

ଏହି ଦଳର ମାଲିକ ଏମ ଶ୍ରୀନିବାସନ ଅଟନ୍ତି । ଏହି ଦଳ ୨ ନମ୍ବର ସିରିଏଲ ରେ ଅଛି । ତାଙ୍କର ଇଣ୍ଡିଆ ସିମେଣ୍ଟ ନାମକ କମ୍ପାନୀ ଅଛି । ସେ ଏହି ଦଳ ପାଇଁ ସବୁ ବର୍ଷ ୨୯୦ କୋଟି ଟଙ୍କା ଖର୍ଚ କରନ୍ତି । ଏହା ପରେ ଜାଣିବା ମୁମ୍ବାଇ ଇଣ୍ଡିଆନ୍ସ ଦଳ ବିଷୟରେ ଜାଣିବା । ଏହି ଦଳର ମାଲିକ ମୁକେଶ ଅମ୍ବନୀ ଅଟନ୍ତି । ଏହି ଦଳ ୧ ନମ୍ବର ସିରିଏଲ ରେ ଅଛି । ଏହି ଦଳ ପାଇଁ ଆମ୍ବାନୀ ସବୁ ବର୍ଷ ୩୦୦ କୋଟି ଟଙ୍କା ଖର୍ଚ କରନ୍ତି । ଏହି ଦଳ ବହୁ ବାର ଆଇପିଲ ଫାଇନାଲ ବିଜୟ ହୋଇଛି ।