କୁନି ଝିଅଟିର “ପୁଚୁକି ଗାଲି” ଗୀତ, ଗୀତ ଶୁଣିଲେ ହସି ହସି ଗଡିବେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରିର ଫିଲ୍ମ ଗୁଡିକରେ ପ୍ରସାରିତ ହେଉଥିବା ଗୀତ ଗୁଡିକ ନିଶ୍ଚୟ ଶୁଣିଥିବେ । ଗତ ୯୦ ଦଶକରେ ଯେଉଁ ସବୁ ଓଡିଆ ଚଳଚ୍ଚିତ୍ର ପ୍ରସାରିତ ହେଉଥିଲା ସେଥିରେ ଥିବା କାହାଣୀ ଓ ଗୀତ ଗୁଡିକ ଏତେ ସୁନ୍ଦର ଭାବେ ଆଧାରିତ ଥିଲା ଯେ ଆଜି ବି ଲୋକ ମାନେ ମନେ ରଖିଛନ୍ତି ।

ବିଶେଷ କରି ଓଡିଆ ଫିଲ୍ମରେ ଗୀତ ଗୁଡିକ ଏତେ ମାତ୍ରାରେ ପପୁଲାର ହେଉଥିଲା ଯାହାକୁ ଦର୍ଶକ ମାନେ ଆନନ୍ଦର ସହ ଏଞ୍ଜୋୟ କରୁଥିଲେ । ଏହି ଗୀତ ଗୁଡିକର କିଛି ବିଶେଷ ମହତ୍ଵ ମଧ୍ୟ ରହିଥିଲା । ଯାହାକୁ ଆଧାର କରି ବାସ୍ତବ ଜୀବନର କିଛି କାହାଣୀ ସହ ଯୋଡା ଯାଉଥିଲା । କିନ୍ତୁ ଆଜିକାଲୀ ଯେଉଁ ଓଡିଆ ସିନେମା ହେଉଛି ସେଥିରେ ଥିବା ଗୀତ ଗୁଡିକର କିଛି ବି ମହତ୍ଵ ନାହି ଯାହାକୁ ଲୋକ ମାନେ ଅଧିକ ପସନ୍ଦ କରୁ ନାହାନ୍ତି । ବିଶେଷ କରି ଛୋଟ ପିଲା ମାନେ ହିନ୍ଦୀ ଗୀତ ଶୁଣିବାକୁ ଅଧିକ ପସନ୍ଦ କରୁଛନ୍ତି । ଆପଣ ମାନେ ୯୦ ଦଶକର ପୁଚୁକୀ ଗାଲି ଗୀତ ନିଶ୍ଚୟ ଶୁଣିଥିବେ ।

ଏହି ଗୀତଟି ରିଲିଜ ହେବା ପରେ ଦର୍ଶକ ମାନେ ଏତେ ମାତ୍ରାରେ ପସନ୍ଦ କରିଥିଲେ ଯେ ଏହି ଗୀତଟି ଖୁବ ଲୋକପ୍ରିୟ ହୋଇ ପାରିଥିଲା । ପୁଚୁକୀ ଗାଲି ଗୀତଟିକୁ ଏବେ ମଧ୍ୟ ଲୋକ ମାନେ ମାନେ ରଖିଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ପୁଚୁକୀ ଗାଲି ଗୀତଟିକୁ ଜଣେ କୁନି ଝିଅ ପୁଣି ଥରେ ଏତେ ସୁନ୍ଦର କଣ୍ଠରେ ଗାଇଛନ୍ତି ଯେ ଯାହା ବର୍ତ୍ତମାନ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।

ଏହି କୁନି ଝିଅଟି ପୁଣି ଥରେ ୯୦ ଦଶକର ଏହି ପୁଚୁକୀ ଗାଲି ଗୀତଟିକୁ ଗାଇ ଜୀବନ୍ତ କରିଛନ୍ତି ଯାହାକୁ ଲୋକ ମାନେ କାହିଁ କେତେ ବର୍ଷ ହେବ ଭୁଲି ସାରିଛନ୍ତି । ଏହି ଗୀତରେ ଅଭିନେତା ସିଦ୍ଧାର୍ଥ ମହାପାତ୍ର ନଜର ଆସିଥିଲେ ।

କୁନି ଝିଅଟି ଗୀତଟିକୁ ଏତେ ନିଖୁଣ ଭାବେ ଗାଇଛନ୍ତି ଯାହା ଶୁଣିଲେ ପୁଣି ଥରେ ପୂର୍ବର ଫିଲ୍ମରେ ଥିବା ଅନେକ ଗୀତ ଗୁଡିକ ମାନେ ପଡି ଯାଉଛି  ଏହି ଭିଡିଓରେ କୁନି ଝିଅଟିର ଏକ୍ସପ୍ରେସନ ଏତେ ସୁନ୍ଦର ହୋଇଛି ଯାହା ବାସ୍ତବରେ ଅତି ପ୍ରଶଂସନୀୟ ଅଟେ । ଏତେ କମ ବୟସରେ ଏଭଳି ଏକ ଗୀତକୁ ପୁଣି ଥରେ ମନେ ପକାଇ କୁନି ଝିଅଟି ବହୁତ ଭଲ କାମ କରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ କୁନି ଝିଅର ଗୀତଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।